ମ୍ୟାଗ୍‌ନମ୍‌ର ନୂଆ ଆଇସ୍‌କ୍ରିମ୍

ଭୁବନେଶ୍ବର,: ଗ୍ୟାମ୍‌ନମ୍ ତରଫରୁ ନୂତନ ସ୍ବାଦର ହେଜେଲ୍‌ନଟ୍‌ ଆଇସ୍‌କ୍ରିମ୍‌ର ବଜାର ପ୍ରବେଶ କରାଯାଇଛି। ଏହା ଚକୋଲେଟ୍‌ ଭଳି ସ୍ବାଦ ପ୍ରଦାନ କରୁଛି। ଏହାର ମୂଲ୍ୟ ୯୦ ଟଙ୍କା ରଖାଯାଇଛି। ଏହି ଆଇସ୍‌କ୍ରିମ୍ ସମ୍ପର୍କରେ କଂପାନିର ପ୍ରବକ୍ତା ହିମାଂଶୁ କନ୍‌ୱର କହିଛନ୍ତି ଯେ, ବଲଗିଆନ୍ ଚକୋଲେଟ୍‌ ସହଭାଗିତାରେ ଆମେ ଏହି ଆଇସ୍‌କ୍ରିମ୍ ପ୍ରସ୍ତୁତ କରିଛୁ। ଏହା ଗ୍ରାହକମାନଙ୍କୁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର