ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଗହମ ପରେ ଅଟା ରପ୍ତାନି ଉପରେ ବି କଟକଣା ଲଗାଇଲା ଭାରତ

ନୂଆଦିଲ୍ଲୀ : ଗତ ମେ ମାସରେ ଗହମ ରପ୍ତାନି ବନ୍ଦ କରିବା ପରେ ଅଟା, ମଇଦା, ସୁଜି ଓ ତତସଂପର୍କିତ ଅନ୍ୟ ସାମଗ୍ରୀର ରପ୍ତାନି ଉପରେ ବି କଟକଣା ଲଗାଇଛି ଭାରତ । ଜୁଲାଇ ୬ରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ବିଜ୍ଞପ୍ତିରେ…
ଅଧିକ ଖବର ଦେଖନ୍ତୁ...

‌ଘୋଡ଼ା ଚଢ଼ି ଖାଦ୍ୟ ‌ଡେଲିଭରି କରୁଥିବା ‘ସ୍ବିଗି ବୟ’କୁ ଖୋଜି ଦେଲେ କମ୍ପାନୀ ଦେବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ନିକଟରେ ସୋସିଆଲ୍‌ ମିଡିଆର ଜଣେ ସ୍ବିଗି ଡେଲିଭରି ବୟଙ୍କ ଫଟୋ ଓ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ଡେଲିଭରି ବୟ ଜଣକ ସ୍ବିଗିର ବକ୍ସକୁ କାନ୍ଧରେ ପକାଇ ଘୋଡ଼ା ଚଢ଼ି ଯାଉଥିବାର ଭାଇରାଲ୍‌ ଭିଡିଓରେ ଦୃଶ୍ୟମାନ ହୋଇଥିଲା। ଏବେ ସେହି ଯୁବକ ଜଣକ କିଏ ବୋଲି ଖୋଜୁଛି…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ମୁଦ୍ରା ପାଇଁ ନିୟମ କୋହଳ କଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ସ୍ତରରେ ଥିବାରୁ ତାହାକୁ ସବଳ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶକୁ ଅଧିକ ବିଦେଶୀ ମୁଦ୍ରା ଆଣିବା ଲାଗି ବିଭିନ୍ନ ନିୟମକୁ କୋହଳ କରାଯାଇଛି। ସ୍ବଳ୍ପ ମିଆଦୀ…
ଅଧିକ ଖବର ଦେଖନ୍ତୁ...

ଖାଇବା ତେଲ ଦାମ୍ ୧୦ ଟଙ୍କା କମିବ: ସପ୍ତାହ ଭିତରେ ଦାମ୍‌ କମାଇବାକୁ କଂପାନିଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: ସପ୍ତାହ ଭିତରେ ଖାଇବା ତେଲ ମୂଲ୍ୟରେ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ କେନ୍ଦ୍ର ସରକାର ତେଲ କଂପାନିଗୁଡ଼ିକୁ କହିଛନ୍ତି। ଗୋଟିଏ ପ୍ରକାର ତେଲକୁ ସମାନ ମୂଲ୍ୟରେ ସାରା ଦେଶରେ ବିକ୍ରି କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସମାନ ତେଲର…
ଅଧିକ ଖବର ଦେଖନ୍ତୁ...

ରାଜସ୍ବ ବଳକା ସଚ୍ଚୋଟତାର ବଡ଼ ପ୍ରମାଣ: କେଜ୍ରିୱାଲ୍

ଭୁବନେଶ୍ବର: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ରାଜସ୍ବ ବଳକାକୁ ‘ସଚ୍ଚୋଟତା’ର ବଡ଼ ପ୍ରମାଣ ବୋଲି କହିଛନ୍ତି। ଦିଲ୍ଲୀ ବିଧାନସଭାରେ ଦାଖଲ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଳେଖ ରହିଛି ଯେ ଦିଲ୍ଲୀ ସରକାର ୨୦୧୫-୧୬ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜସ୍ବ ବଳକା ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

‘ଗ୍ୟାପ୍‌’କୁ ଭାରତ ଆଣିବ ରିଲାଏନ୍ସ

ଭୁବନେଶ୍ୱର: ଆମେରିକାର ଅଗ୍ରଣୀ ଫେସନ୍ ବ୍ରାଣ୍ଡ୍‌ ‘ଗ୍ୟାପ୍‌’କୁ ଭାରତ ଆଣିବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ ଗ୍ୟାପ୍ ଆଇଏନ୍‌ସି ସହିତ ଦୀର୍ଘମିଆଦୀ ଫ୍ରାଞ୍ଚାଇଜି ବୁଝାମଣା ସ୍ବାକ୍ଷର କରାଯାଇଛି। ସ୍ୱତନ୍ତ୍ର ବ୍ରାଣ୍ଡ୍ ଷ୍ଟୋର୍‌, ମଲ୍‌ଟି ବ୍ରାଣ୍ଡ୍ ଷ୍ଟୋର୍ ଓ ଡିଜିଟାଲ୍ କମର୍ସ…
ଅଧିକ ଖବର ଦେଖନ୍ତୁ...

ତନିସ୍କର ହୀରା ଗହଣା ସମ୍ଭାର ‘ରିଦିମ୍‌ସ ଅଫ୍‌ ରେନ୍‌’

ଭୁବନେଶ୍ବର: ତନିସ୍କ ଏହାର ନୂଆ ହୀରା ଗହଣା ସମ୍ଭାର ‘ରିଦିମ୍‌ସ ଅଫ୍‌ ରେନ୍‌’କୁ ଉନ୍ମୋଚନ କରିଛି ଯାହାକୁ ମୌସୁମୀର ବିଭିନ୍ନ ଭାବ ଦ୍ବାରା ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେଲିବ୍ରିଟି ଲିସା ହେଡେନ୍‌ ନୂତନ ସମ୍ଭାରକୁ ଉନ୍ମୋଚନ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ନିଯୁକ୍ତିଦାତାଙ୍କୁ ପ୍ରଭାବିତ କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସୋଆ ପ୍ରାକ୍ଟିମା-୨୦୨୨’ରେ ଆଗଧାଡ଼ିର ପ୍ରାୟ ୪୫ ବହୁ ଦେଶୀୟ କଂପାନି ସମ୍ମୁଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ୍‌ ରିସର୍ଚ (ଆଇଟିଇଆର୍‌)ର…
ଅଧିକ ଖବର ଦେଖନ୍ତୁ...

ଜୁନ୍‌ରେ କୋଇଲା ଉତ୍ପାଦନରେ ୩୨.୫୭% ବୃଦ୍ଧି

ଭୁବନେଶ୍ବର : ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟିରେ ପହଞ୍ଚିଛି। କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ ଚଳିତ ବର୍ଷ ଜୁନ୍ ମାସରେ, କୋଲ୍ ଇଣ୍ଡିଆ ଲିମିଟେଡ୍…
ଅଧିକ ଖବର ଦେଖନ୍ତୁ...

‘ୱେଦର୍‌ ରାଡାର୍‌’ କାମ ନ କରିବାରୁ ଚୀନ୍‌ରୁ କୋଲ୍‌କାତା ଫେରିଆସିଲା ‘ସ୍ପାଇସ୍‌ଜେଟ୍‌’ର ମାଲବାହୀ ବିମାନ

କୋଲ୍‌କାତା: ‘ୱେଦର୍‌ ରାଡାର୍‌’ କାମ ନ କରିବାରୁ ମଙ୍ଗଳବାର ଦିନ ଚୀନ୍‌ ଅଭିମୁଖେ ଯାଉଥିବା ‘ସ୍ପାଇସ୍‌ଜେଟ୍‌’ର ଗୋଟାଏ ମାଲବାହୀ ବିମାନ କୋଲ୍‌କାତାକୁ ଫେରିଆସିଛି। ‘ସ୍ପାଇସ୍‌ଜେଟ୍‌’ର ଜଣେ ମୁଖପାତ୍ର କହିଛନ୍ତି, ଜୁଲାଇ ୫ ତାରିଖ, ମଙ୍ଗଳବାର ଦିନ ‘ସ୍ପାଇସ୍‌ଜେଟ୍‌’ର ବୋଇଙ୍ଗ୍‌…
ଅଧିକ ଖବର ଦେଖନ୍ତୁ...