ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଖୋଲିଲା ଦ୍ବିତୀୟ ଦକ୍ଷତା ସଂଗ୍ରହାଳୟ; ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ…

ଭୁବନେଶ୍ୱର: ପୁନଃ ନିର୍ମାଣ ଓ ପୁନର୍ଗଠନ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରିବାକୁ ହେବ। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ନାଲ୍‌କୋ ପକ୍ଷରୁ ୩୦୦ ସ୍ମାର୍ଟ କ୍ଲାସ୍‌ରୁମ୍ ଉଦ୍‌ଘାଟିତ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନବରତ୍ନ କଂପାନି ନାଲ୍‌କୋ ପକ୍ଷରୁ ୧୨୦ଟି ସରକାରୀ ବିଦ୍ୟାଳୟରେ ୩୦୦ ସ୍ମାର୍ଟ କ୍ଲାସ୍‌ରୁମ୍ ଉଦ୍‌ଘାଟନ କରାଯାଇଛି। ହାଇବ୍ରିଡ୍ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ, ନାଲକୋର ଅଧ୍ୟକ୍ଷ ଶ୍ରୀଧର…
ଅଧିକ ଖବର ଦେଖନ୍ତୁ...

ବିଲ୍‌ ଗେଟ୍‌ସ ଦାନ କଲେ ୧.୬ ଲକ୍ଷ କୋଟି

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ବଡ଼ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ୧.୬ ଲକ୍ଷ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ଦାତବ୍ୟ କାର୍ଯ୍ୟ ଲାଗି ବିଲ୍ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନକୁ ସେହି ଅର୍ଥ ଦାନ କରାଯିବ। ଗେଟ୍‌ସ କହିଛନ୍ତି ଯେ ମୁଁ…
ଅଧିକ ଖବର ଦେଖନ୍ତୁ...

ଋଣ ସୁଧହାର ବଢାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ମାର୍ଜିନାଲ କଷ୍ଟ ଅଫ ଫଣ୍ଡସ ବେସଡ ଲେଣ୍ଡିଂ ରେଟ ବା ଏମସିଏଲଆର ୦.୧୦ ପ୍ରତିଶତ ବୃଦ୍ଧି କରିଛି । ଏହା ଫଳରେ ଷ୍ଟେଟ ବ୍ୟାଙ୍କର ଗୃହ, ଅଟୋ, ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏହି ବୃଦ୍ଧି ପରେ ଏକ ବର୍ଷର ମିଆଦ ପାଇଁ ଏସବିଆଇର ଏମସିଏଲଆର ୭.୫୦…
ଅଧିକ ଖବର ଦେଖନ୍ତୁ...

ଭାରତ ପାଇଁ କିଲୋ ପିଛା ୯୦୦ ଟଙ୍କାରୁ ୩୮୦ ଟଙ୍କାକୁ କମିଲା ଟମାଟୋର ମୂଲ୍ୟ!

କଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ମଧ୍ୟ ଶିଖରରେ ରହିଛି। ତେବେ ପୂର୍ବ ମାସ ତୁଳନାରେ କିଛି ପନିପରିବାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ତେବେ ଏହି ଦରଦାମ କମିବା ପଛରେ ଭାରତର ସହଯୋଗ ରହିଛି। ମିଳିଥିବା ସୂଚନା ମୁତାବକ ସାର ଓ କୀଟନାଶକ ଅଭାବ ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ପୁଣି ୩,୯୮୬ କୋଟିର ବ୍ୟାଙ୍କ ଠକେଇ: ସୁରନା କର୍ପୋରେସନର ୨ ନିର୍ଦେଶକଙ୍କ ସହ ୪ ଗିରଫ

ଚେନ୍ନାଇ: ସୁରନା କର୍ପୋରେସନ ୩,୯୮୬ କୋଟି ଟଙ୍କାର ଋଣ ଠକେଇ କରିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ ସାତଟି ବ୍ୟାଙ୍କର କନ‌୍‌ସୋର୍ଟିୟମ୍‌ଠାରୁ ଏହି ସଂସ୍ଥା ଋଣ ନେଇ ତାହାକୁ ପରିଶୋଧ କରିନଥିଲା। ଏ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏକ ମନି ଲଣ୍ଡରିଂ ମାମଲା…
ଅଧିକ ଖବର ଦେଖନ୍ତୁ...

ଏସିଆର ଶ୍ରେଷ୍ଠ ୧୦ ସିଫୁଡ୍‌ କଂପାନି ମଧ୍ୟରେ ଫାଲ୍‌କନ୍ ମେରାଇନ୍

ଭୁବନେଶ୍ବର: ଏସିଆ ବିଜ‌ନେସ୍ ଆଉଟ୍‌ଲୁକ୍‌ ପକ୍ଷରୁ ଏସିଆର ଶ୍ରେଷ୍ଠ ୧୦ ସିଫୁଡ୍ କଂପାନି-୨୦୨୨ ମଧ୍ୟରେ ଫାଲ୍‌କନ୍ ମେରାଇନ୍ ଏକ୍ସପୋର୍ଟସ୍‌ ଲିମିଟେଡ୍‌କୁ ସାମିଲ କରାଯାଇଛି। ଶିଳ୍ପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଫାଲ୍‌କନ୍‌କୁ ଏହି ସାର୍ଟିଫିକେଟ୍ ଦିଆଯାଇଛି। ଫାଲ୍‌କନ୍ ମେରାଇନ୍‌…
ଅଧିକ ଖବର ଦେଖନ୍ତୁ...

ନିତି ଆୟୋଗ ରିପୋର୍ଟରେ ଓଡ଼ିଶାର ଏସ୍‌ଡିଜି ପଦକ୍ଷେପ

ନୂଆଦିଲ୍ଲୀ: ନିତି ଆୟୋଗ ଓ ୟୁଏନ ଇଣ୍ଡିଆର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଥିବା ‘ଇଣ୍ଡିଆନ ମଡେଲ୍‌ ଅଫ୍‌ ସଷ୍ଟେନେବଲ ଡେଭଲପ୍‌ମେଣ୍ଟ୍‌ ଗୋଲ୍‌ ‌ଲୋକାଲାଇଜେସନ’ ରିପୋର୍ଟରେ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ପାଇଁ ଓଡିଶା ଦ୍ବାରା ନିଆଯାଉଥିବା ଏକାଧିକ ପଦକ୍ଷେପ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ତନିସ୍କର ‘ଏଭ୍ରି ଓମ୍ୟାନ୍ ଏ ଡାଇମଣ୍ଡ୍‌’

ଭୁବନେଶ୍ବର: ତନିସ୍କ ପକ୍ଷରୁ ଏଭ୍ରି ଓମ୍ୟାନ୍ ଏ ଡାଇମଣ୍ଡ୍‌ ବିଷୟରେ ଘୋଷଣା କରାଯାଇଛି। ଏହା ହେଉଛି କଂପାନିର ସର୍ବବୃହତ ହୀରା ଗହଣା ସମ୍ଭାର ଯେଉଁଥିରେ ରହିଛି ମୁଦି, ଇୟର ରିଙ୍ଗ, ପେଣ୍ଡାଣ୍ଟ୍‌, ନେକ୍‌ଲେସ୍, ବ୍ରେସ୍‌ଲେଟ୍‌, ଚୁଡ଼ି ଓ ଆହୁରି ବହୁ କିଛି। ମହିଳାମାନଙ୍କ ଜୀବନର ଆସାଧାରଣ…
ଅଧିକ ଖବର ଦେଖନ୍ତୁ...

ବିକ୍ରିରେ ମର୍ସିଡିସ୍‌-ବେଞ୍ଜ୍‌ର ରେକର୍ଡ

ପୁନେ: ବିଳାସପୂର୍ଣ୍ଣ କାର୍ ନିର୍ମାତା ମର୍ସିଡିସ୍-ବେଞ୍ଜ୍‌ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ରେକର୍ଡ ୭,୫୭୩ କାର୍ ବିକ୍ରି କରିଛି। ୨୦୨୧ର ଜାନୁଆରି-ଜୁନ୍‌ର ୪୮୫୭ଟି ଗାଡ଼ି ବିକ୍ରି ତୁଳନାରେ କଂପାନି ଏଥର ୫୬% ଅଧିକ ଗାଡ଼ି ବିକିଛି। କଂପାନି ଉନ୍ମୋଚନ କରିଥିବା ନୂଆ ସି-କ୍ଲାସ୍‌, ନୂଆ…
ଅଧିକ ଖବର ଦେଖନ୍ତୁ...