ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ମଝି ଆକାଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବାହାରିନ-କୋଚି ବିମାନର କକପିଟରୁ ବାହାରିଲା ଜୀବନ୍ତ ପକ୍ଷୀ

ନୂଆଦିଲ୍ଲୀ: ବିମାନ ଚଳାଚଳ ନିୟାମକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଅଧିକାରୀମାନେ ରବିବାର ଦିନ କହିଛନ୍ତି ଯେ ଜୁଲାଇ ୧୫ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବାହାରିନ-କୋଚି ବିମାନଟି ମଝି ଆକାଶରେ ଉଡ଼ାଣ ଭରୁଥିବା ବେଳେ ବିମାନର କକପିଟରୁ ଏକ ଜୀବନ୍ତ ପକ୍ଷୀ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

କମୁନାହିଁ ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ: ଆକାଶଛୁଆଁ ଫଳର ମୂଲ୍ୟ

କଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡିଛି | ଏହାର ଫଳସ୍ୱରୂପ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି | ମିଳିଥିବା ସୂଚନା ମୁତାବକ ଶ୍ରୀଲଙ୍କାରେ ଫଳ ଏବଂ ପନିପରିବାର ମୂଲ୍ୟ ଏତେ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଋଣ ପରିମାଣ ବଢ଼ିଯାଇଛି: କେବଳ ଶ୍ରୀଲଙ୍କା ନୁହେଁ, ଏମାନେ ବି ଭୋଗିବେ

ନୂଆଦିଲ୍ଲୀ: ବିଶ୍ବର ଅନେକ ବିକାଶଶୀଳ ଓ ଅବିକଶିତ ରାଷ୍ଟ୍ର ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଦେଶର ଋଣବୋଝ ବୃଦ୍ଧି ସହିତ ବିଦେଶୀ ମୁଦ୍ରା ଭଣ୍ଡାର ‌ଖାଲି ହୋଇଯିବା ଆଦି କାରଣ ଏସବୁ ଦେଶଗୁଡ଼ିକର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି। ଶ୍ରୀଲଙ୍କାରେ ଏଥିରୁ ଗୋଟିଏ। ଏଠାରେ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ଜ୍ବଳ ନକ୍ଷତ୍ର ‘ଶିକ୍ଷା ଓ ଅନୁସନ୍ଧାନ’

ଭୁବନେଶ୍ବର: ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ସୋଆ ଭାବେ ପରିଚିତ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିମାନ ଇନ୍ଧନ ମୂଲ୍ୟ ୨.୨ ପ୍ରତିଶତ କମିଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇବା ଦ୍ବାରା ସରକାରୀ ତେଲ କମ୍ପାନି ଗୁଡ଼ିକ ଆଜି ବିମାନ ଇନ୍ଧନ (ଏଟିଏଫ୍‌) ମୂଲ୍ୟ କିଲୋଲିଟର ପିଛା ୩୦୮୪.୯୪ ଟଙ୍କା ବା ୨.୨ ପ୍ରତିଶତ ହ୍ରାସ କରିଛନ୍ତି। ଫଳରେ ଦିଲ୍ଲୀରେ କିଲୋଲିଟର ପିଛା ବିମାନ ଇନ୍ଧନ ମୂଲ୍ୟ ୧୩୮,୧୪୭…
ଅଧିକ ଖବର ଦେଖନ୍ତୁ...

ଗୀତା ଅଟୋନୋମସ୍ କଲେଜକୁ ପୁଣିଥରେ ଏନ୍‌ଆଇଆର୍‌ଏଫ୍‌ ମାନ୍ୟତା

ଭୁବନେଶ୍ବର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ପାଇଁ ପ୍ରକାଶିତ ଏନ୍‌ଆଇଆରଏଫ୍‌ ରାଙ୍କିଂର ଇଞ୍ଜିନିୟରିଂ ବର୍ଗରେ, ଗୀତା ଅଟୋନୋମସ୍ କଲେଜକୁ ପୁନଶ୍ଚ ମାନ୍ୟତା ମିଳିଛି। ଏହି ତାଲିକାରେ ‘ଗୀତା’ ଅଟୋନୋମସ୍ କଲେଜ ୨୦୧-୨୫୦ ମଧ୍ୟରେ ସ୍ଥାନୀତ ହୋଇଛି। ଏଠାରେ ଉଲ୍ଳେଖଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ମୁଢି, ଚୁଡ଼ା ଉପରେ ଲାଗିବ ଜିଏସଟି

ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଥିବା ଖାଉଟିଙ୍କ ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ । ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା…
ଅଧିକ ଖବର ଦେଖନ୍ତୁ...

ଦର ନିୟନ୍ତ୍ରଣ ଲାଗି ୨୫୦,୦୦୦ ଟନ୍‌ ପିଆଜ ମହଜୁଦ ରଖିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜ ମୂଲ୍ୟର ସମ୍ଭାବ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା ଲାଗି ଚଳିତ ବର୍ଷ କେନ୍ଦ୍ର ସରକାର ରେକର୍ଡ ପରିମାଣର (୨୫୦,୦୦୦ ଟନ୍‌) ପିଆଜ ସଂରକ୍ଷଣ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଅମଳ ହେଉ ନ ଥିବାରୁ ଦେଶରେ ପିଆଜ ଦର ବୃଦ୍ଧି ପାଇଥାଏ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ମୁଦ୍ରାସ୍ଫୀତି ଜାତୀୟ ହାରଠୁ ଅଧିକ, ଜୁନ୍‌ରେ ୭.୭୧%

ଭୁବନେଶ୍ବର: ରାଜ୍ୟର ଦରଦାମ୍ ସ୍ଥିତି ଜାତୀୟ ହାରଠାରୁ ଅଧିକ ଖରାପ ରହିଛି। ଜୁନ୍‌ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୭୧ ପ୍ରତିଶତ ରହିଛି ଯାହା ଜାତୀୟ ହାର ୭.୦୧%ଠାରୁ ଅଧିକ। ଓଡ଼ିଶାର ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୭.୯୩ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳ ମୁଦ୍ରାସ୍ଫୀତି ହାର ୭.୨୩…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଷ୍ଟାର୍ଟଅପ୍‌ କାର୍ନିଭାଲ-୨୦୨୨: ଓ-ହବ୍‌ରେ ଷ୍ଟାର୍ଟଅପ୍‌ ନିବେଶକ ସମ୍ମିଳନୀ

ଭୁବନେଶ୍ବର: କୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଆମେ କ’ଣ କରିବା ଦରକାର ସେ ନେଇ ବିଚଳିତ ହେବା ଉଚିତ୍‌ ନୁହେଁ। କୌଣସି ନୂଆ ନିବେଶକ ଶିଳ୍ପ ସଂସ୍ଥା ସ୍ଥାପନ କରିବା କ୍ଷେତ୍ରରେ ପ୍ରବେଶ କଲେ ବିଭିନ୍ନ ଆହ୍ବାନ ସାମ୍ନା କରିବାକୁ ପଡ଼ିଥାଏ। ଏହି ସମୟରେ ସବୁ ନୂଆ ଚିନ୍ତାଧାରାକୁ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...