ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ପତ୍ନୀଙ୍କ ଏକାଦଶାହରେ ସ୍ୱାମୀ-ପୁଅ ମୃତ୍ୟୁ ଘଟଣା:ସରକାରୀ ସହାୟତା ମିଳିଲା

ନୀଳଗିରି: ପତ୍ନୀଙ୍କ ଏକାଦଶାହରେ ସ୍ୱାମୀ ଓ ବଡ଼ପୁଅର ଚିକିତ୍ସା ଅଭାବରୁ ମୃତ୍ୟୁହେବା ଘଟଣାରେ ସରକାରୀ ସହାୟତା ମିଳିଛି। ନୀଳଗିରି ବ୍ଲକରେ ଜଡ଼ିଦା ପଞ୍ଚାୟତର ଯୋକନଣ୍ଡା ଗ୍ରାମରେ ଗୋପୀନାଥ ପ୍ରଧାନ(୬୫), ସ୍ତ୍ରୀ ସୁମିତ୍ରା (୫୫), ବଡ଼ ପୁତ୍ର ଦିବ୍ୟାଙ୍ଗ ରଂଜନ (୨୯) ମୃତ୍ୟୁ ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଉଦଳା କୋଚିଂ ସେଣ୍ଟର ଛାତ୍ରମୃତ୍ୟୁ ଘଟଣା:କଲେଜ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଉଦଳା/ଖୁଣ୍ଟା: କୋଚିଂ ସେଣ୍ଟରରେ ଛାତ୍ରମୃତ୍ୟୁ ଘଟଣାରେ ଆଜି ଉଦଳା କଲେଜ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଆସିଛନ୍ତି। ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ପୁଲିସ ବିରୋଧରେ ନାରାବାଜି କରିଛନ୍ତି। ଛାତ୍ର ଅନିମେଶ ଦାସ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ ମିଳିସାରିଥିଲେ ବି ପୁଲିସ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ୧୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ,ମହିଳା ଗିରଫ

ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବାଲେଶ୍ୱର ସହରର ଅରଡ ବଜାରର ଜଣେ ମହିଳାଙ୍କ ଘରେ ଚଢ଼ାଉ କରାଯାଇ ୧୫୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବାଲୋବର ଅବକ୍‌ାରୀ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ବେପାରୀକୁ ୧୦ବର୍ଷ ଜେଲ୍‌ଦଣ୍ଡ

ବାଲେଶ୍ୱର : ବାଲେଶ୍ୱର ସ୍ୱତନ୍ତ୍ର ଅଦାଲତ ଆଜି ଜଣେ ଗଂଜେଇ ବେପାରୀକୁ ୧୦ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ସୋର ଥାନା ଅଧୀନ ପାଇକସାହିର ଫିରୋଜୁଲ ଅଖ୍‌ତାର ଅମନ୍‌। ମାମଲାର ବିବରଣୀ ଅନୁଯାୟୀ ୨୦୧୪ ଅଗଷ୍ଟ ୨୩ ତାରିଖ ଦିନ ଫିରୋଜୁଲ ମାରୁତି ୮୦୦ କାର୍‌…
ଅଧିକ ଖବର ଦେଖନ୍ତୁ...

ସୁଖୋଇ ଯୁଦ୍ଧବିମାନରୁ ସଫଳତାର ସହ ଲକ୍ଷ୍ୟଭେଦ କଲା ବ୍ରହ୍ମୋସ୍‌: ବାୟୁସେନାର ଶକ୍ତି ବଢ଼ିଲା

ବାଲେଶ୍ୱର:  ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ପ୍ରଥମ ଥର ଲାଗି ସୁଖୋଇ-୩୦ଏମ୍‌କେଆଇ ଯୁଦ୍ଧ ବିମାନରୁ ପ୍ରକ୍ଷେପଣ ସଫଳ ହୋଇଛି।  ଭାରତୀୟ ବାୟୁସେନା ପକ୍ଷରୁ ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷପଣାସ୍ତ୍ର ପରୀକ୍ଷଣ ରେଞ୍ଜ ନିକଟରେ କରାଯାଇଥିବା ଏହି ପରୀକ୍ଷାକୁ ସାମରିକ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବିଦେଶୀ ମଦ କାରଖାନା ଠାବ, ୨ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଅନ୍ତର୍ଗତ କଶିପଦା ଗ୍ରାମେ ଅବକାରୀ ବିଭାଗ ଚଢ଼ାଉ କରି ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ବାଲେଶ୍ୱର ଜିଲ୍ଲା ଅପକାରୀ ଅଧିକ୍ଷକ ମନୋଜ ସେଠୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରୁପସା…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାରେ ଅର୍ଥ ସାଜିଲା ବାଧକ : ପତ୍ନୀର ଏକାଦଶାହରେ ସ୍ୱାମୀ ଓ ପୁଅ ମୃତ

ନୀଳଗିରି: ଅର୍ଥାଭାବରୁ ଚିକିତ୍ସା ହୋଇପାରିଲେନି। ପତ୍ନୀର ଏକାଦଶାହରେ ସ୍ୱାମୀ ଓ ପୁଅଙ୍କ ମୃତ୍ୟୁ ଘଟଣା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତର ଯୋକନଣ୍ଡା ଗ୍ରାମରେ ସମସ୍ତଙ୍କୁ ଚକିତ କରିଛି। ଉକ୍ତ ଗ୍ରାମର ଗୋପୀନାଥ ପ୍ରଧାନଙ୍କ ପତ୍ନୀ ସୁମିତ୍ରା(୫୫)ଙ୍କ ଏକାଦଶାହ ଦିନ ସ୍ୱାମୀ ଓ ଦିବ୍ୟାଙ୍ଗ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ପୁଅ-ବୋହୂଙ୍କୁ ନିର୍ଯାତନା ଅଭିଯୋଗ

ସୋର : ନିର୍ଯାତନାର ଶିକାର ଜଣେ ମହିଳା ସୋର ଥାନାରେ ଶରଣ ପଶିଛନ୍ତି। ଶାଶୂ, ନଣନ୍ଦ ଓ ମଳାଶୁରଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଓ ତାଙ୍କ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ଏତଲାରେ ଲେଖିଛନ୍ତି; ତାଙ୍କ ଶାଶୂ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ତିନିହେଁ ମିଶି…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ବର୍ଷା ହେଲା କାଳ : ବାଲିଆପାଳରେ ଆତ୍ମହତ୍ୟା କଲେ ଚାଷୀ

ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ରତାଇ ପଞ୍ଚାୟତ ଅନ୍ତର୍ଗତ ଭାନପୁର ଗାଁର ଚାଷୀ ଯତୀନ୍ଦ୍ର ବିଶ୍ୱାଳ (୫୨) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଚାଷ କ୍ଷତିଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହୁଛନ୍ତି। ଅନିୟମିତ ମୌସୁମୀ ଓ…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣମୂଳକ କୃତିତ୍ୱର ଦସ୍ତାବିଜ୍‌ ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ

ଭୋଗରାଇ : ସରକାର ପଞ୍ଚାୟତସ୍ତରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଏହି ଉନ୍ନୟନମୂଳକ କାର୍ଯ୍ୟକ୍ରମ ଦୀର୍ଘଦିନ ବିତିବା ପରେ ଜନମାନସରୁ ଲିଭିଯାଉଛି। ପ୍ରତିଟି ଜନକଲ୍ୟାଣମୂଳକ କୃତିତ୍ୱର ଦସ୍ତାବିଜ ପ୍ରସ୍ତୁତି ଭବିଷ୍ୟତ ପିଢି ଏବଂ ଜନ ପ୍ରତିନିଧିଙ୍କ ପାଇଁ ପ୍ରେରଣାର ଉତ୍ସ…
ଅଧିକ ଖବର ଦେଖନ୍ତୁ...