ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

୧୭ରେ ସୋର-ମାର୍କୋଣା ମଧ୍ୟରେ ବିଳମ୍ବିତ ହେବ ରେଳ ଚଳାଚଳ

ଭଦ୍ରକ-ହାଓଡା ପାସେଞ୍ଜର ୩ ଘଣ୍ଟା ବିଳମ୍ବରେ ଭଦ୍ରକ ଛାଡିବ ବାଲେଶ୍ୱର : ଆସନ୍ତା ୧୭ ତାରିଖରେ ଖଡଗପୁର ଭଦ୍ରକ ରେଳ ସେକ୍ସନର ସୋର ଓ ମାର୍କୋଣା ମଧ୍ୟରେ ୪ ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ ରହିବ। ଆଜି ଏ ନେଇ ସୂଚନା ଦେଇଛି ଦକ୍ଷିଣ ପୂର୍ବ ରେଳବାଇ। ରୋଡ୍‌ ଓଭର ବ୍ରିଜର ଶୁଭାରମ୍ଭ ପାଇଁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: କଲେଜ ପଢୁଆ ଧରମ ଝିଆରୀକୁ ନେଇ ଡ୍ରାଇଭର ଫେରାର, ଥାନାରେ ଅଟକ

ବାଲେଶ୍ୱର: କଲେଜ ପଢୁଆ ଧରମ ଝିଆରୀକୁ ଗୁଜରାଟ ନେଇ ପଳାଇକୁ ଯୋଜନା କରୁଥିବା ଜଣେ ଡ୍ରାଇଭରକୁ ଶୁକ୍ରବାର ବାଲେଶ୍ୱର ଟ୍ରାଫିକ ପୁଲିସ ଉଦ୍ଧାର କରି ସହଦେବଖୁଣ୍ଟା ଥାନାକୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବାଲିନଗର ଗାଁର ଭିକି ମଲ୍ଲିକ(୩୦) ଯୁକ୍ତ ୩…
ଅଧିକ ଖବର ଦେଖନ୍ତୁ...

କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସ୍‌ରେ ଅଘଟଣ : ଡବା ରହିଗଲା, ଇଂଜିନ ଚାଲିଗଲା

ସୋର : ଆଜି ସୋର ନିକଟବର୍ତ୍ତୀ ଦାଣ୍ଡହରିପୁର ରେଳ ଗେଟ୍‌ ନିକଟରେ ରେଳ ଚଳାଚଳକୁ ନେଇ ଏକ ଅଘଟଣ ଘଟିିଛି। ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇ ଯାଇଛି କାମାକ୍ଷା-ଯଶୋବନ୍ତପୁର ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌। ଏହି ଟ୍ରେନର ଇଂଜିନ ଡବାଗୁଡ଼ିକରୁ ଅଲଗା ହୋଇ ରେଳ ଧାରଣାରେ ଆଗକୁ କିଛି ଦୂର ପଳାଇ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ସୋର : ଆଜି ସଂଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୋର ଥାନା ଅଧୀନ ରୂପଖଣ୍ଡ ଗ୍ରାମର ପ୍ରଭାକର ମହାଳିକଙ୍କ ପୁଅ ପୀତାମ୍ବର(୨୭), ଅଭିମନ୍ୟୁ ମହାଳିକଙ୍କ ପୁଅ ତପନ(୨୮) ଓ ମଙ୍ଗରାଜ ମହାପାତ୍ରଙ୍କ ପୁଅ ସମର (୨୮) ଏକ ବାଇକ୍‌ରେ…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଦେଶିକା ମାଡ଼ରେ ୫ମ ଶ୍ରେଣୀ ଛାତ୍ର ଗୁରୁତର, ଥାନାରେ ଅଭିଯୋଗ

ନୀଳଗିରି: ନିର୍ଦ୍ଦେଶିକା ମାଡ଼ରେ ୫ମ ଶ୍ରେଣୀ ଛାତ୍ର ଗୁରୁତର ଘଟଣାରେ ନୀଳଗିରି ଥାନାରେ ଗୁରୁବାର ଜଣେ ଅଭିଭାବକ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ଘାଟଘର ସାହି ଓ୍ଵାର୍ଡ ନମ୍ବର ୨ ଅବସ୍ଥିତ ରାଜା କିଶୋର ଚନ୍ଦ୍ର ରେସିଡେଣ୍ଟାଲ ସ୍କୁଲର ନିର୍ଦ୍ଦେଶିକା ରୂପାଲି ଉପମିତା ପ୍ରଧାନ ଓରଫ ସିଂ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧୫ରୁ ଚାଲିବ ୨୨ ଯୋଡ଼ା ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ସାଲିମାର-ଭଞ୍ଜପୁର ଓ ଭଞ୍ଜପୁର-ପୁରୀ ରୁଟରେ ହେବ ଚଳାଚଳ ବାଲେଶ୍ୱର : ଶୀତଦିନେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି କିଛି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ପୂର୍ବ ରେଳବାଇ। ଡିସେମ୍ବର ୧୫ରୁ ଏହି ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଆରମ୍ଭ ହେବ।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରୁ ନିଖୋଜ ଶିଶୁ କଟକରୁ ଉଦ୍ଧାର

କଟକ/ନୀଳଗିରି : ମା’ ଛେଉଣ୍ଡ ଦିବ୍ୟାଙ୍ଗ ସାନ ପୁଅ ଦିନେ ଘରୁ ଗାଏବ ହେଇଗଲା। ଗେଲ ବସରରେ ପୁଅକୁ ବଢ଼ାଇଥିବା ବାପା ଚଣ୍ଡି ମନ୍ଦିରରେ ମାନସିକ କରି ଦାଢ଼ି ଛାଡ଼ିଲେ। ଶେଷରେ ଠାକୁରାଣୀ ଡାକ ଶୁଣିଛନ୍ତି। ପାଖାପାଖି ୬ମାସ ପରେ ନିଖୋଜ ନାବାଳକ ଆଜି ତାଙ୍କ କୋଳକୁ ଫେରିଛି। କେହି ଅଜଣା ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରୁ ଗାଡ଼ି ଚଳାଚଳ ବନ୍ଦ

ଜଳେଶ୍ୱର : ମମତା ଆସୁଛନ୍ତି କହି ପଶ୍ଚିମବଙ୍ଗ ପୁଲିସ ଆଜି ଦାଦାଗିରି ଦେଖାଇଛି। ମମତାଙ୍କ ଗସ୍ତସ୍ଥଳର ଦେଢ଼ ଶହ କିମି ଦୂରରୁ ଓଡ଼ିଶା ଗାଡ଼ିକୁ ପୁଲିସ ବାଟ ଓଗାଳିଛି। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଓଡ଼ିଶାର ହଜାର ହଜାର ଗାଡ଼ି ଅଟକି ରହିଛି। ସକାଳ ୬ଟାରୁ ଏପର୍ଯ୍ୟନ୍ତ ଦୁର୍ଦଶା ଭୋଗୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ଗ୍ୟାସ କଟରରେ କାଟି ଏଟିଏମ ଲୁଟ୍‌

ନୀଳଗିରି: ଗତକାଲି ବିଳମ୍ବିତ ରାତିରେ କୋତେକ ଦୁର୍ବୃତ୍ତ ନୀଳଗିରି ଥାନା ଅନ୍ତର୍ଗତ ସନ୍ତରଗାଡ଼ିଆ ବଜାର ଉପରେ ଥିବାଏକ ଏଟିଏମକୁ ଭାଙ୍ଗି ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ ମେସନକୁ କାଟି ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଆଜି ସକାଳେ ଦୋକାନିମାନେ ଏଟିଏମ ଲୁଟ୍‌…
ଅଧିକ ଖବର ଦେଖନ୍ତୁ...

ଆଜିମାବାଦ ବ୍ଲୁ-ଷ୍ଟାର କ୍ଲବ ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର: ୧୩୦ ୟୁନିଟ୍‌ ସଂଗୃହୀତ

ବାଲେଶ୍ୱର : ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ଆଜି ବାଲେଶ୍ୱର ସହରର ଆଜିମାବାଦ ବ୍ଲୁଷ୍ଟାର କ୍ଲବ ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଆଜିମାବାଦ ୟୁଜି ୟୁପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ୧୩୦ ୟୁିଟ୍‌ ରକତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମକୁ…
ଅଧିକ ଖବର ଦେଖନ୍ତୁ...