ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

କୃଷି ଋଣ ହେଲା କାଳ : ଖଇରାରେ ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର/ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଗାଁର ଚାଷୀ ଗୌରାଙ୍ଗ ବାରିକ ଗତ ୧୭ ତାରିଖ ଅପରାହ୍ନରେ ଆତ୍ମହତ୍ୟା କରିଛନ୍ତି। କୃଷି ଋଣ ସୁଝି ନପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା କଥା; ଗୌରାଙ୍ଗଙ୍କ ନିଜର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଟ୍ରକ ମାଡ଼ିଯିବାରୁ ୨ଜଣ ଫୁଲ ବିକାଳିଙ୍କ ମୃତ୍ୟୁ

ବାଲେଶ୍ୱର: ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ଟ୍ରକ ମାଡ଼ି ଯିବାରୁ ୨ଜଣ ଫୁଲ ବିକାଳିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ୧୮ ନମ୍ବର ଜାତୀୟ ରାଜପଥର ସୁଢ଼ଲ ଗ୍ରାମର ଅମୟ ଦାସ(୪୦) ଓ ରାଜେଶ ଦାସ(୧୮) ରାସ୍ତା ଅତିକ୍ରମ କରି ଫୁଲ ବିକୁ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ଡାକ୍ତର ରବୀନ୍ଦ୍ର ଜେନା ବାଲେଶ୍ୱରରୁ ଗିରଫ

କଟକ/ବାଲେଶ୍ୱର: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ହେମାଟୋଲୋଜି ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ବୁଧବାର ବାଲେଶ୍ୱରରୁ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଡାକ୍ତର ଜେନାଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଢ଼ାଉ କରି ବୁଧବାର ସନ୍ଧ୍ୟାରେ ଗିରଫ କରାଯାଇଛି। ଗିରଫ ବେଳେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଚକା ତଳେ ଚାପିହୋଇ ହେଲପର ମୃତ

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ନିକଟରେ ଏକ ଦୁର୍ଘଟଣାରେ ବୁଧବାର ଜଣେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ମାୟାଧର ପ୍ରଧାନ(୪୫)। ଅଭିଯୋଗ ଅନୁଯାୟୀ, ଅପରାହ୍ନରେ ସେ ଏକ ୪୦୭ ଟ୍ରକ(ଓଆର-୦୧ପି-୪୦୯୮)ରେ କଣ୍ଟାବଣିଆ ନିକଟରେ ଯାଉଥିଲେ। ଟ୍ରକର ଆଗଚକା ତଳେ ଏକ…
ଅଧିକ ଖବର ଦେଖନ୍ତୁ...

କଚେରି ପରିସରରେ ବିଷ ପିଇଲେ ପ୍ରେମିକ

ବାଲେଶ୍ୱର : ବାହାହେବାକୁ ଡାକି ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଭୁଲିଯିବାକୁ ପରାମର୍ଶ ଦେବାର ପରିଣତି ବିଷମୟ ହୋଇଛି। ଏମିତି ଅପ୍ରତ୍ୟାଶିତ ଘଟଣାରେ ଯୁବକ ଜଣକ ଶେଷରେ ଆଜି ଯୁବତୀଙ୍କ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଏ ଘଟଣା ପୁଣି କେଉଁ ନିଛାଟିଆ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ପଥରରେ ଛେଚି ହତ୍ୟା, ୩ ଅଟକ

ବାଲେଶ୍ୱର : ପାଖାପାଖି ବର୍ଷେକାଳ ବାଲେଶ୍ୱର ସହର ଶାନ୍ତ ରହିବା ପରେ ପୁଣି ସହର ଉପକଣ୍ଠରେ ମୁଣ୍ଡ ଗଡ଼ିଛି। ୬୦ନମ୍ବର ଜାତୀୟ ରାଜପଥର ସହଦେବଖୁଣ୍ଟା ଥାନା ଅଧୀନ ଫୁଲାଡ଼ି କାସିମ୍‌ପୁର ଛକ ନିକଟରେ ଗତ ରାତିରେ କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ଶିଳ୍ପାଞ୍ଚଳ ଥାନା ଅଧୀନ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଷ୍ଟେସନରୁ ନକଲି ମହିଳା ଜିଆରପି ଗିରଫ

ବାଲେଶ୍ୱର: ବାଲେଶ୍ୱର ରେଳ ଷ୍ଟେସନରୁ ରବିବାର ମଧ୍ୟ ରାତ୍ରିରେ ଜଣେ ନକଲି ମହିଳା ଜିଆରପି ଗିରଫ ହୋଇଛି। ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସହିଦାପୁର ଗ୍ରାମର ଉମାକାନ୍ତ ରାଉତଙ୍କ ଝିଅ ଶ୍ରଦ୍ଧା ହେଉଛନ୍ତି ଅଭିଯୁକ୍ତ। ରାତି ଅଧରେ ଷ୍ଟେସନ ଭିତରେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଆଲଏଜର ୨୪୫ କୋଟିର ସଂପତ୍ତି ଆଟାଚ୍‌

ବାଲେଶ୍ୱର : ବାଲେଶ୍ୱର ଆଲଏଜ କଂପାନୀର ୨୪୪ କୋଟି ୮୯ ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତିକୁ ଆଜି ନିଜ ଅକ୍ତିଆରକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଲଏଜର ସେୟାର ହୋଲ୍ଡର ଥିବା ଗ୍ଲୋବାଲ୍‌ ଷ୍ଟିଲ୍‌ ହୋଲ୍ଡିଂ ଲିମିଟେଡ୍‌ ଓ ଏହାର ଅଧ୍ୟକ୍ଷ ପ୍ରମୋଦ ମିତ୍ତଲ ରାଜ୍ୟ ବେପାର ନିଗମ ସହ ୨,୧୧୨…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍‌ ମୁହାଁମୁହିଁ, ୧ ମୃତ

ବାଲିଆପାଳ : ବାଲିଆପାଳ-କାଳିପଦା ରାସ୍ତାର କୋଷ୍ଟ କେନାଲ ନିକଟରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପାଳଜାମକୁଣ୍ଡା ଗ୍ରାମର ଜଗନ୍ନାଥ ସାହୁଙ୍କ ପୁଅ ବିଶ୍ୱଜିତ(୨୧)। ଦୁର୍ଘଟଣାରେ ଦୁଇଜଣ କଲେଜ ଛାତ୍ରୀଙ୍କ ସହ ଅନ୍ୟଜଣେ…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସ: ଝିଆରିକୁ ବଳି ଦେବା ଉଦ୍ୟମ କରି ଗୁଣିଆ ସହିତ ଦାଦା ଗିରଫ

ସୋର: ସୋର ଅଞ୍ଚଳର ଜଣେ ଦାଦା ନିଜର କଲେଜ ପଢ଼ୁଆ ଝିଆରୀଙ୍କୁ ବଳି ଦେବାକୁ ଉଦ୍ୟମ କରିବା ସମଗ୍ର ସୋରୋ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ଗ୍ରାମବାସୀଙ୍କ ହସ୍ତକ୍ଷେପ ଫଳରେ କଲେଜ ଛାତ୍ରୀ ଜଣକ ଉଦ୍ଧାର ହୋଇଥିବା ବେଳେ ପୁଲିସ ଗୁଣିଆ ସମେତ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସୋର ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...