ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଗାଁ ରାସ୍ତାରୁ ଲୁଟିନେଲେ ଲକ୍ଷେ

ସୋର : ସୋର ବ୍ଲକ ଅଧୀନ ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗାଁରାସ୍ତାରୁ ବାଇକ୍‌ରେ ଆସି ଝାମ୍ପି ନେଲେ ପାଖାପାଖି ଲକ୍ଷେ ଟଙ୍କା। ଆଜି ଏହି ରାସ୍ତାରେ ସ୍ପନ୍ଦନ ଫାଇନାନ୍ସ ମ୍ୟାନେଜର ନିମାପଡା ଅଂଚଳର ଗୋପୀନାଥ ସ୍ୱାଇଁ, ଏହି ସଂସ୍ଥାର ଜଣେ କର୍ମଚାରୀ କଟକ ଜିଲା ନରସିଂହପୁର ଅଂଚଳର ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

୧୪୦ ଝାଡ଼ଖଣ୍ଡ ହାତୀ ନୀଳଗିରିମୁହାଁ

ନୀଳଗିରି : ଝାଡ଼ଖଣ୍ଡ ରାଜ୍ୟର ଦଲମା ଅଭୟାରଣ୍ୟରୁ ୧୪୦ରୁ ଊର୍ଦ୍ଧ୍ୱ ହାତୀ ଏବେ ନୀଳଗିରିମୁହାଁ ହୋଇଥିବା ଜଣାପଡ଼ିଛି। ଉକ୍ତ ଖବର ପାଇବା ପରେ ନୀଳଗିରି ବନାଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଛି। ଝାଡ଼ଖଣ୍ଡ ହାତୀପଲ ଆସିଲେ ବ୍ୟାପକ ପରିମାଣରେ ଧାନଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।…
ଅଧିକ ଖବର ଦେଖନ୍ତୁ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ ଏସଆଇଙ୍କୁ ୨ବର୍ଷ ଜେଲ୍‌

ବାଲେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ୱର ଭିଜିଲାନ୍ସ କୋର୍ଟ ବାଲିଆପାଳ ଥାନାର ପୂର୍ବତନ ଏସଆଇ ଦାମୋଦର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ବିଚାର କରି ଭିଜିଲାନ୍ସ ଜଜ୍‌ ରମାନାଥ ପଣ୍ଡା ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ସହ ପ୍ରମାଣ ହୋଇଥିବା ୨ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର

ନୀଳଗିରି : ନୀଳଗିରି ଅଞ୍ଚଳରେ ଆଜି ସକାଳେ ୨ଟି ଗ୍ରାମର ୨ଜଣ ମହିଳା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ୨ ମହିଳା ହେଲେ ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ ସାରୁପାଳ ଗ୍ରାମର ଗଣେଶ୍ୱର ପରିଡ଼ାଙ୍କ ସ୍ତ୍ରୀ ଅନିତା(୩୫)…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଟାଉନ ଥାନା ଅଧୀନ ନେଳିଆବାଗର ଜଣେ ଯୁବକ ଆଜି ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଯୁବକଜଣକ ହେଉଛନ୍ତି ଲେଡୁ ଟୁଡୁଙ୍କ ୨୧ ବର୍ଷୀୟ ପୁଅ ରବି ଟୁଡୁ। ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବାଲେଶ୍ୱର ସଦର ଡାକ୍ତରଖାନାକୁ ଅଣାଯାଇଛି। ମିଳିଥିବା ଖବର…
ଅଧିକ ଖବର ଦେଖନ୍ତୁ...

ଜମିରେ ପାଣି ମଡାଉଥିବା ସମୟରେ ବିଦ୍ୟୁତ ଅାଘାତରେ ଚାଷୀ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସିର ବରିସାହି ଗ୍ରାମରେ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ ଅାଘାତରେ ମୃତ୍ୟୁ ହୋଇଛି। ମୃତକଙ୍କ ନାମ କମଳାକାନ୍ତ ପୋଇ ବୋଲି ଜଣାପଡ଼ିଛି। ସେ ଆଜି ନିଜ ଚାଷଜମିରେ ପମ୍ପ ସାହାଯ୍ୟରେ ପାଣି ମଡ଼ାଇବାକୁ ଯାଇଥିଲେ। ଏହି ସମୟରେ କମଳାକାନ୍ତ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ୩୩ କିଲୋ ଗଞ୍ଜେଇ ଓ କାର ଜବତ, ଚାଳକ ଫେରାର

ବାଲେଶ୍ୱର: ଖନ୍ତାପଡ଼ା ଥାନାର ଶେରଗଡ଼ ଫାଣ୍ଡି ଅନ୍ତର୍ଗତ ଶେରଗଡ଼ ଟୋଲ ଗେଟ ନିକଟରୁ ଏକ କାରରୁ ୩୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଗଞ୍ଜେଇ ନେଇ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା କାର (ଡବ୍ଲୁବି ୦୬ସି ୮୯୨୦) ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ୫୦ଲିଟର ମହୁଲି ମଦ ଓ ବାଇକ ଜବତ, ୨ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅବକାରୀ ବିଭାଗର କର୍ମଚାରୀମାନେ ଶନିବାର ୫୦ଲିଟର ମହୁଲି ମଦ ଓ ବାଇକ(ଓଆର ୦୧ଆର ୨୧୭୩) ଜବତ କରିଛନ୍ତି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କର୍ମଚାରୀମାନେ ମିରିଗିଣି ଗାଁ ମୁଣ୍ଡରେ ନୀଳଗିରି ବଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ନମ୍ବର ୨ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ଭାଲୁ ଆକ୍ରମଣରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଅନ୍ତର୍ଗତ ଧୂବିଶିଳା ଗ୍ରାମରେ ଜଙ୍ଗଲି ଭାଲୁ ଆକ୍ରମଣରେ ଶନିବାର ଜଣେ ମହିଳା ଗୁରତର ହୋଇଛନ୍ତି। ଭାଗରିଥୀ ବେଚଙ୍କ ପତ୍ନୀ ଜ୍ୟୋତ୍ସାରାଣୀ (୩୫) ଧାନ ଖଳା ପାଇଁ ଲିପୁଥିବା ବେଳେ ସ୍ୱର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ଜଙ୍ଗଲି ଭାଲୁ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

କୁଲଡ଼ିହା ଅଭୟାରଣ୍ୟ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତ ଗିରଫ

ନୀଳଗିରି: କୁଲଡିହା ଅଭୟାରଣ୍ୟ ଗୁଳିକାଣ୍ଡ ଘଟଣାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ରାଜ-ବରହମପୁର ଥାନା ପୁଲିସ ଗୁରୁବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ନଭେମ୍ବର ୧୦ରେ ବାଲିଚୁଆ ବିଟ୍‌ ହାଉସ ନିକଟରେ ହୋଇଥିବା ଗୁଳିକାଣ୍ଡରେ ପୁଲିସ ଜଟିଆକଟାର ଗାଁର ରୋହିଆ ସିଂହଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...