ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ବିଜୁ ପକ୍କାଘର ଯୋଜନା ଫେଲ୍‌

ଗତବର୍ଷ ବଣ୍ଟା ଯାଇଥିଲା ଲକ୍ଷ୍ୟଧାର୍ଯ୍ୟର ୪୩ ପ୍ରତିଶତ ବାଲେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ଗ୍ରାମୀଣ ପକ୍କାଘର ଯୋଜନା ବାଲେଶ୍ୱର ଜିଲ୍ଲାରେ ଫେଲ୍‌ ମାରିଛି। ଚଳିତ ଆର୍ଥିକ ବର୍ଷର ୭ ମାସ ଭିତରେ ଜିଲ୍ଲାରେ ଏହି ଯୋଜନାରେ ଗୋଟିଏ ବି ଘର ବଣ୍ଟାଯାଇନି। ଜିଲ୍ଲାରେ ଏବର୍ଷ ୬ ଶହ ଘର ବଣ୍ଟାଯିବ…
ଅଧିକ ଖବର ଦେଖନ୍ତୁ...

ଦୁଇ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ

ବାଲେଶ୍ୱର/ଜଳେଶ୍ୱର: ଜଳେଶ୍ୱର ଅବକାରୀ ବିଭାଗ ଓ ବାଲେଶ୍ୱର ସଦର ରେଂଜ ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ୍‌ ଆଜି ମିଳିତ ଚଢ଼ଉ କରି ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ୍‌ ସୁଗର ଜବତ କରିଛନ୍ତି। ଏହି କାରବାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର…
ଅଧିକ ଖବର ଦେଖନ୍ତୁ...

ମଦ ବିରୋଧୀ ଆନ୍ଦୋଳନ ବେଳେ ଗଣ୍ଡଗୋଳ : ଢ଼େଲା ମାଡ଼ରେ ଭାଙ୍ଗିଲା ପୁଲିସ ଗାଡ଼ି

ଜଳେଶ୍ୱର : ଚୋରାମଦ କାରବାର ରୋକିବା ଦାବିରେ ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ବାଇଗଣବାଡ଼ିଆ ଗାଁ ଲୋକେ ତାତିଛନ୍ତି। ଗତ ରାତିରେ ସେମାନେ ରାସ୍ତାରୋକ କଲା ବେଳେ ପୁଲିସ ଉପରେ ବି ଆକ୍ରମଣ କରିଛନ୍ତି। ଲୋକମାନଙ୍କ ଢ଼େଲାମାଡ଼ରେ ପୁଲିସ ଗାଡ଼ି ଭାଂଗିଛି। ମଦ ବେପାର ସଂପର୍କରେ ପୁଲିସ ଜାଣି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଜଣେ ମୃତ, ଟିଏମ୍‌ସି ମେୟରଙ୍କ ସହ ୧୦ ଆହତ

ବାଲେଶ୍ୱର/ଜଳେଶ୍ୱର : ୬୦ ନଂ ଜାତୀୟ ରାଜପଥର ଜମାଳପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପୁରୀକୁ ତୀର୍ଥ ଯାତ୍ରା ପାଇଁ ଯାଉଥିବା ପଶ୍ଚିମବଙ୍ଗ ଭଦ୍ରେଶ୍ୱର ଥାନା ଅଧୀନ ହୁଗୁଳି ଚନ୍ଦନନଗର ମେୟର ତଥା ତୃଣମୂଳ କଂଗ୍ରେସ ନେତା ରାମ ଚକ୍ରବର୍ତ୍ତୀଙ୍କ…
ଅଧିକ ଖବର ଦେଖନ୍ତୁ...

ନୀଳଗିରିରେ ବୋଲେରୋ-ବାଇକ ଦୁର୍ଘଟଣା, ଯୁବକ ଗୁରୁତର

ନୀଳଗିରି: ରାଜ୍ୟ ରାଜପଥ କ୍ରମାଙ୍କ ୧୯ରେ ରବିବାର ପୂର୍ବାହ୍ଣ ୧୧ଟାରେ ବୋଲେରୋ-ବାଇକ ଦୁର୍ଘଟଣା ହେବାରୁ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି। ସଜନାଗଡ଼ା ଗ୍ରାମର ସ୍ୱର୍ଗତ ପାଣ୍ଡୁ ବାଗଙ୍କ ପୁଅ ବାବୁ ବାଗ ବୋଲି ଜଣାପଡ଼ିଛି। ଆହତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ପରିବାର ସଦସ୍ୟଙ୍କ ଅପେକ୍ଷା, ମଧ୍ୟ ରାତ୍ରିରେ ପହଞ୍ଚିବ ମୃତଦେହ

ନୀଳଗିରି: ଚେନ୍ନାଇରୁ ଶନିବାର ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆସୁଛି। ରାତି ୧ଟା ପରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମର ଭାଗୀରଥି ଭୂୟାଙ୍କ ବଡ଼ପୁଅ ମଣିଶଙ୍କର ଭୂୟା(୩୨)ଙ୍କ ମୃତଦେହ ପହଞ୍ଚିବ। ଶବକୁ ଦେଖିବା ପାଇଁ ପରିବାର ଲୋକେ ଚାତକ ପରି ଅନାଇ ବସିଛନ୍ତି। ପେଟର…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ମହିଳାଙ୍କ ଶବକୁ ମଶାଣି ମନା!

ଭୋଗରାଇ : ଶବ ସତ୍କାର ପାଇଁ ଜାଗାଟିଏ ମିଳିଲାନି। ମୃତ ମହିଳା ଦଳିତ ଆଦିବାସୀ ହୋଇଥିବାରୁ ସାହି ମଶାଣି ବାରଣ କଲେ ଲୋକେ। ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଶବ ୧୨ ଘଣ୍ଟା ଧରି ପଡ଼ି ରହିଲା। ପରିବାର ଲୋକେ ପ୍ରଶାସନକୁ ଜଣାଇଲେ। କେହି ନଶୁଣିବାରୁ ୧୨ ଘଣ୍ଟା ଧରି ପଞ୍ଚାୟତ ଅଫିସ ସାମ୍ନାରେ ଧାରଣା…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଫସିଲେ ସାହାଡ଼ା ପିଇଓ

ବାଲେଶ୍ୱର/ଗାନ୍ଧିଛକ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତିମ ପର୍ଯ୍ୟାୟ ବିଲ ପାଶ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଗିରଫ ଅଧିକାରୀ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ପିଇଓ…
ଅଧିକ ଖବର ଦେଖନ୍ତୁ...

ଆଇଟିଆରରେ ଗ୍ଲାଇଡ୍‌ ବମ୍‌ର ପରୀକ୍ଷା ସଫଳ

ବାଲେଶ୍ୱର : ଆଜି ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଚାନ୍ଦିପୁର ସମନ୍ଵିତ ପରୀକ୍ଷଣ କେନ୍ଦ୍ର ବା ଆଇଟିଆରରେ ସଫଳତାର ସହ ପରୀକ୍ଷା ହୋଇଛି ଗ୍ଲାଇଡ୍‌ ବମ୍‌। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଗ୍ଲାଇଡ୍‌ (ବିମାନରୁ ଅବତରଣ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ଆବାସିକ ଛାତ୍ରୀ ନିବାସରେ ହାତ କାଟିଲେ ୧୫ ପିଲା

ନୀଳଗିରି: ବାଲେଶ୍ୱର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଛାତ୍ରୀଙ୍କ ନିମନ୍ତେ ରାଜ-ବରହମପୁର ଥାନା ଅନ୍ତର୍ଗତ ଛତ୍ରପୁର ଗ୍ରାମରେ ପ୍ରତିଷ୍ଠା କରାଯାଇଥିବା କସ୍ତୁରବା ଗାନ୍ଧି ଆବାସିକ ଛାତ୍ରୀ ନିବାସରେ ୧୫ ଜଣ ଛାତ୍ରୀ ହାତ କାଟି ଥିବା ସୂଚନା ମିଳିଛି। ସାରା ବିଶ୍ୱରେ ବ୍ଲୁ ହେ୍ଵଲକୁ ନେଇ ଆଲୋଚନା…
ଅଧିକ ଖବର ଦେଖନ୍ତୁ...