ଅନୁସନ୍ଧାନ କରୁଥିବା ବର୍ଗ
କଟକ
ଚଢ଼ଉ ସମୟରେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ଆସିଲେ ବୋମାମାଡ଼ ଧମକ
ବାଙ୍କୀ : ବାଙ୍କୀ ଥାନା ବରପୁଟ ଶବରସାହିକୁ ଚଢ଼ଉ ପାଇଁ ଯାଇଥିବା ଅବକାରୀ କର୍ମଚାରୀମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଅବକାରୀ କର୍ମଚାରୀମାନେ ଆସିଲେ ବୋମାମାଡ଼ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି।
ବାଙ୍କୀ ଅବକାରୀ ବିଭାଗ କର୍ମଚାରୀଙ୍କ ସହ ଆଠଗଡ଼…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦିଲ୍ଲୀ, ଲକ୍ଷ୍ନୌରୁ ନକଲି ଔଷଧ ଆମଦାନି; ଜେଲ୍ଗଲା ଅଭିଯୁକ୍ତ ବିଜୟ ଅଗ୍ରଵାଲ୍
କଟକ : ନକଲି ‘ଓ-୨ ଔଷଧ କାରବାରରେ ସଂପୃକ୍ତ ଅଭିଯୋଗରେ ଚୌଧୁରୀବଜାରର ଶ୍ରୀ ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରଵାଲକୁ ଗିରଫ କରି ଆଜି ପୁରୀଘାଟ ଥାନା ପୁଲିସ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ‘ଓ-୨ର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କ୍ୟାପିଟାଲ ହସ୍ପିଟାଲ୍ରେ ହେବ ପେଟ୍ ସିଟି ସ୍କାନ୍ ବ୍ୟବସ୍ଥା
କଟକ: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ କର୍କଟ ଚିକିତ୍ସା ଶାଖା (କ୍ୟାନସର ୱିଙ୍ଗ୍) ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଓ ଆଉ ଦୁଇଟି ମହଲା କୋଠାରେ ପ୍ରଥମ ପର୍ଯ୍ୟାୟରେ ଏହି କର୍କଟ ଚିକିତ୍ସା ଶାଖା ଚାଲିବ। ଭବିଷ୍ୟତରେ ଆଉ ୪ଟି ମହଲାକୁ ଏହି ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ମାର୍ଚ୍ଚ ୨୩ ସୁଦ୍ଧା ପଞ୍ଜୀକରଣ
କଟକ : ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ଦେଶବ୍ୟାପୀ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଜେସିଓ/ଓଆର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ଓ ପରୀକ୍ଷା ପଦ୍ଧତିକୁ ସଂପର୍କରେ କଟକ ଆର୍ମି ରିକ୍ରୁଟମେଣ୍ଟ୍ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଆବେଦନ ପ୍ରକ୍ରିୟା ଅନଲାଇନ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦାମୀ କଂପାନିର ଖୋଳରେ ନକଲି ଔଷଧ
କଟକ : କଟକରେ ପୁଣି ନକଲି ‘ଓ-୨ ଔଷଧ ଜବତ ହୋଇଛି। ସେହି ପୁରୁଣା ଢଙ୍ଗରେ ନାମୀ କମ୍ପାନିର ଔଷଧ ଖୋଳରେ ନକଲି ଔଷଧ ବିକ୍ରି କରାଯିବା ଘଟଣା ଧରା ପଡିଛି। ବଜାରରେ କେତେକ ସ୍ଥାନରେ ବିକ୍ରି ହେଉଥିବା ‘ଓ-୨ ଔଷଧ କମ୍ପାନିର ନୁହେଁ ବୋଲି କମ୍ପାନି ପକ୍ଷରୁ ରାଜ୍ୟ ଡ୍ରଗ୍ସ କଂଟ୍ରୋଲରଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଶିଶୁ ହୃଦ୍ରୋଗୀଙ୍କୁ ପୂଟପର୍ତ୍ତି ଭରସା!
କଟକ : ରାଜ୍ୟର ଏକ ମାତ୍ର ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଶିଶୁଭବନରେ ସର୍ଜରୀ ବିଭାଗରେ ସିଷ୍ଟୋସ୍କପି, ଲାପ୍ରୋସ୍କପି ବ୍ୟବସ୍ଥା ନାହିଁ। ଏଭଳି ଅତ୍ୟାଧୁନିକ ପଦ୍ଧତି ବ୍ୟବହାର କରି ପେଟ ଓ ମୂତ୍ରାଶୟରେ ଅସ୍ତ୍ରୋପଚାର କରାଯାଇଥାଏ। ଏହି ବ୍ୟବସ୍ଥା ନଥିବାରୁ ଘରୋଇ ହସପିଟାଲକୁ ଶିଶୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୨୦୨୪ ସୁଦ୍ଧା ଏସ୍ସିବିର ବିଶ୍ବସ୍ତରୀୟ କାର୍ଯ୍ୟ ସରିବ
ଭୁବନେଶ୍ବର : କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବିଶ୍ବସ୍ତରୀୟ କାର୍ଯ୍ୟ ୨୦୨୪ ସୁଦ୍ଧା ସଂପୂର୍ଣ୍ଣ ହେବ। ୨୦୨୧ ମସିହା ଫେବ୍ରୁଆରି ୩ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ମୋଟ ୪୪୭୪ କୋଟି ଟଙ୍କାର ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କଟକରେ ସଫେଇ କର୍ମଚାରୀଙ୍କୁ ଅଧିକ ସମୟ ଖଟାଯାଉଛି
ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ କଟକର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଥିଲେ, ସହରକୁ ସଫା ରଖିବାରେ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟ ପ୍ରଶଂସନୀୟ। କଟକ ମହାନଗର ନିଗମରେ ୧୫ ଦିନ ହେଲା ସଫେଇ କର୍ମଚାରୀମାନେ ଧାରଣାରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଗୋପାଳ ଓ ତାର ପରିବାରକୁ ସୁରକ୍ଷା ପ୍ରସଂଗ: ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ
କଟକ : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଓ ତାର ପରିବାରକୁ ସୁରକ୍ଷା ପ୍ରଦାନ ପ୍ରସଂଗ ନେଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁମନ୍ତ କୁମାର ସ୍ବାଇଁଙ୍କ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସହିଦ ଭବନରେ ରିସେପସନ୍ ପାର୍ଟି, ବନ୍ଧୁମିଳନ ପାଇଁ ଅନୁମତି ନେଇ ବାହାଘର ଭୋଜି
କଟକ: ପୌର ନିଗମ(ସିଏମ୍ସ)ର ସହିଦ ଭବନରେ କେବଳ ସଭା ସମିତି କରିବା ପାଇଁ ଅନୁମତି ରହିଛି। ମାତ୍ର ଆଜି ସଂଧ୍ୟାରେ ଏଠାରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିବା ବେଳେ ନିଗମ କର୍ତ୍ତୃପକ୍ଷ ସବୁ ଦେଖି ଆଖି ବୁଜି ଦେଇଛନ୍ତି। ୨୪ ତାରିଖରେ ପୁରୀର ଗୁଣ୍ଡିଚା ମନ୍ଦିର ପଛରେ ଥିବା ସୁଷମା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...