ଅନୁସନ୍ଧାନ କରୁଥିବା ବର୍ଗ

କଟକ

ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ୍ ପରୀକ୍ଷା ସୂଚନା, ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଅପ୍‌ଲୋଡ୍‌ କରାଯାଇଛି। ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଏହି ସୂଚନାକୁ ଡାଉନଲୋଡ୍‌ କରିବାକୁ…
ଅଧିକ ଖବର ଦେଖନ୍ତୁ...

କଟକ ଅର୍ବାନ୍ ବ୍ୟାଙ୍କ: ସାଢ଼େ ୫ କୋଟିର ଋଣ ଜାଲିଆତି

କଟକ : କଟକ ଅର୍ବାନ କୋପରେଟିଭ୍ ବ୍ୟାଙ୍କରେ ଏକ ବଡ଼ ଧରଣର ଋଣ ଜାଲିଆତି ସାମନାକୁ ଆସିଛି। ଜାଲ୍ ଏଲଆଇସି ବଣ୍ଡ୍‌ ଦାଖଲ କରି ବ୍ୟାଙ୍କରୁ ୪ କୋଟି ୮୪ ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି। ୧୩ ମାସ ହେଲା ଏତେ ପରିମାଣର ଋଣ ନେଇ ଦୁର୍ବୃତ୍ତ ନିଖୋଜ ହୋଇଯାଇଛନ୍ତି। ଫଳରେ ସୁଧମୂଳ ମିଶାଇ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ: ନୂଆ ଶିକ୍ଷାବର୍ଷ ପୂର୍ବରୁ ସବୁ ସ୍କୁଲ୍‌ରେ ହେବ ମୌଳିକ ସୁବିଧା

କଟକ : ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସବୁ ଜିଲ୍ଲାରେ ଥିବା ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗୁଡିକରେ ମୌଳିକ ସୁବିଧା ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟ ଏକାଡେମୀ ଅତିବଡ଼ି ପୁରସ୍କାର ଓ ସାରସ୍ବତ ସମ୍ବର୍ଦ୍ଧନା ନିୟମାବଳିକୁ ବିରୋଧ: ମାମଲାର ଚୂଡ଼ାନ୍ତ ରାୟ ଉପରେ…

କଟକ : ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରଦତ୍ତ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ବତ ସାଧକ ସାଧିକାଙ୍କୁ ସମ୍ବର୍ଦ୍ଧନା ପାଇଁ ପ୍ରକାଶିତ ଦୁଇଟି ନିୟମାବଳୀକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ପୁରସ୍କାର ଭବିଷ୍ୟତ ମାମଲାର…
ଅଧିକ ଖବର ଦେଖନ୍ତୁ...

ଚଢ଼ଉ ସମୟରେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ଆସିଲେ ବୋମାମାଡ଼ ଧମକ

ବାଙ୍କୀ : ବାଙ୍କୀ ଥାନା ବରପୁଟ ଶବରସାହିକୁ ଚଢ଼ଉ ପାଇଁ ଯାଇଥିବା ଅବକାରୀ କର୍ମଚାରୀମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଅବକାରୀ କର୍ମଚାରୀମାନେ ଆସିଲେ ବୋମାମାଡ଼ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିବା ଏତଲ‌ାରେ ଦର୍ଶାଯାଇଛି। ବାଙ୍କୀ ଅବକାରୀ ବିଭାଗ କର୍ମଚାରୀଙ୍କ ସହ ଆଠଗଡ଼…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ, ଲକ୍ଷ୍ନୌରୁ ନକଲି ଔଷଧ ଆମଦାନି; ଜେଲ୍‌ଗଲା ଅଭିଯୁକ୍ତ ବିଜୟ ଅଗ୍ରଵାଲ୍

କଟକ : ନକଲି ‘ଓ-୨ ଔଷଧ କାରବାରରେ ସଂପୃକ୍ତ ଅଭିଯୋଗରେ ଚୌଧୁରୀବଜାରର ଶ୍ରୀ ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରଵାଲକୁ ଗିରଫ କରି ଆଜି ପୁରୀଘାଟ ଥାନା ପୁଲିସ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ‘ଓ-୨ର…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ ହସ୍ପିଟାଲ୍‌ରେ ହେବ ପେଟ୍ ସିଟି ସ୍କାନ୍‌ ବ୍ୟବସ୍ଥା

କଟକ: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ କର୍କଟ ଚିକିତ୍ସା ଶାଖା (କ୍ୟାନସର ୱିଙ୍ଗ୍) ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଓ ଆଉ ଦୁଇଟି ମହଲା କୋଠାରେ ପ୍ରଥମ ପର୍ଯ୍ୟାୟରେ ଏହି କର୍କଟ ଚିକିତ୍ସା ଶାଖା ଚାଲିବ। ଭବିଷ୍ୟତରେ ଆଉ ୪ଟି ମହଲାକୁ ଏହି ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ମାର୍ଚ୍ଚ ୨୩ ସୁଦ୍ଧା ପଞ୍ଜୀକରଣ

କଟକ : ଭାରତୀୟ ‌ସେନା ବାହିନୀରେ ଯୋଗଦେବା ପାଇଁ ଦେଶବ୍ୟାପୀ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଜେସିଓ/ଓଆର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ଓ ପରୀକ୍ଷା ପଦ୍ଧତିକୁ ସଂପର୍କରେ କଟକ ଆର୍ମି ରିକ୍ରୁଟମେଣ୍ଟ୍‌ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ‌ଏହାର ଆବେଦନ ପ୍ରକ୍ରିୟା ଅନଲାଇନ୍…
ଅଧିକ ଖବର ଦେଖନ୍ତୁ...

ଦାମୀ କଂପାନିର ଖୋଳରେ ନକଲି ଔଷଧ

କଟକ : କଟକରେ ପୁଣି ନକଲି ‘ଓ-୨ ଔଷଧ ଜବତ ହୋଇଛି। ସେହି ପୁରୁଣା ଢଙ୍ଗରେ ନାମୀ କମ୍ପାନିର ଔଷଧ ଖୋଳରେ ନକଲି ଔଷଧ ବିକ୍ରି କରାଯିବା ଘଟଣା ଧରା ପଡିଛି। ବଜାରରେ କେତେକ ସ୍ଥାନରେ ବିକ୍ରି ହେଉଥିବା ‘ଓ-୨ ଔଷଧ କମ୍ପାନିର ନୁହେଁ ବୋଲି କମ୍ପାନି ପକ୍ଷରୁ ରାଜ୍ୟ ଡ୍ରଗ୍ସ କଂଟ୍ରୋଲରଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଶିଶୁ ହୃଦ୍‌ରୋଗୀଙ୍କୁ ପୂଟପର୍ତ୍ତି ଭରସା!

କଟକ : ରାଜ୍ୟର ଏକ ମାତ୍ର ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଶିଶୁଭବନରେ ସର୍ଜରୀ ବିଭାଗରେ ସିଷ୍ଟୋସ୍କପି, ଲାପ୍ରୋସ୍କପି ବ୍ୟବସ୍ଥା ନାହିଁ। ଏଭଳି ଅତ୍ୟାଧୁନିକ ପଦ୍ଧତି ବ୍ୟବହାର କରି ପେଟ ଓ ମୂତ୍ରାଶୟରେ ଅସ୍ତ୍ରୋପଚାର କରାଯାଇଥାଏ। ଏହି ବ୍ୟବସ୍ଥା ନଥିବାରୁ ଘରୋଇ ହସପିଟାଲକୁ ଶିଶୁ…
ଅଧିକ ଖବର ଦେଖନ୍ତୁ...