ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିବାଦ: ଅନ୍ତରୀଣ ଆବେଦନ ଉପରେ ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିବାଦକୁ ନେଇ ରୁଜୁ ମୂଳ ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀ ଡକ୍ଟର ନୃସିଂହ ଚରଣ ଷଡଙ୍ଗୀଙ୍କ ତରଫରୁ ଏକ ସାନି ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଅନ୍ତରୀଣ ଆବେଦନର ଶୁଣାଣି କରି…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ କଟକ ଗଲେ ଶଯ୍ୟାଶାୟୀ ଗନ ଓ ମଞ୍ଜୁଲତା

କିଶନନଗର: କିଶନନଗର ତହସିଲ୍‌ ଅନ୍ତର୍ଗତ ପୁରୁଣାହାଟ ପଞ୍ଚାୟତ ୭ ନମ୍ବର ୱାର୍ଡ ଦନ୍ଦୋ ଗ୍ରାମର କ୍ୟାନ୍‌ସର୍‌ ରୋଗରେ ଆକ୍ରାନ୍ତ ଗନ କାଣ୍ଡି ଓ ଥାଇରଏଡ୍‌ ରୋଗ ଯୋଗୁଁ ତାଙ୍କ ପତ୍ନୀ ମଞ୍ଜୁଲତା କାଣ୍ଡି ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। କଟକ ଜିଲ୍ଲା ପ୍ରଶାସନ ଆଜି ଉଭୟଙ୍କୁ ଚିକିତ୍ସା ପାଇଁ କଟକ…
ଅଧିକ ଖବର ଦେଖନ୍ତୁ...

୯୦ ଦାମୀ ମୋବାଇଲ୍ ଜବତ, ୨ ଗିରଫ

କଟକ: କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ହାବୁଡ଼ରେ ପଡ଼ିଛନ୍ତି ୨ କୁଖ୍ୟାତ୍ ଅନ୍ତଃରାଜ୍ୟ ମୋବାଇଲ୍ ଲୁଟେରା। ସେମାନେ ହେଲେ ଝାଡ଼ଖଣ୍ଡ ସାହେବଗଞ୍ଜ ଜିଲ୍ଲା ରାଜମହଲର ଶିବ ମହନ୍ତ(୨୯) ଓ ଅନିଲ ଚୌହ୍ବାନ(୨୨)। ସେମାନଙ୍କ ନିକଟରୁ ୯୦ଟି ଦାମୀ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତେବେ ପଶ୍ଚିମବଙ୍ଗର ୨…
ଅଧିକ ଖବର ଦେଖନ୍ତୁ...

​ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ : ମାତ୍ର ୪୫ ବର୍ଷ ବୟସରେ ସଫଳ କଳାକାର ଜୀବନର ଅବସାନ

କଟକ : ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ରାତି ପ୍ରାୟ ୧୧ଟା ୨୫ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସବୁ ବ୍ଲଡ୍‌ବ୍ୟାଙ୍କରେ ନାଟ୍ ଟେଷ୍ଟ୍ ପ୍ରସଂଗ: ସରକାରଙ୍କ ସତ୍ୟପାଠକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

କଟକ : ରାଜ୍ୟର ସବୁ ରକ୍ତ ଭଣ୍ଡାରରେ ରକ୍ତର ନ୍ୟୁକ୍ଲିକ୍ ଏସିଡ ଟେଷ୍ଟିଂ (ନାଟ୍) ବ୍ୟବସ୍ଥା କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଦାଖଲ କରିଥିବା ସତ୍ୟପାଠକୁ ନେଇ ଆଜି ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଅଲିଭରିଡ୍‌ଲେ କଇଁଛ ସୁରକ୍ଷା ପ୍ରସଂଗ: ରାଜ୍ୟ ସରକାରଙ୍କ ସତ୍ୟପାଠ; କେନ୍ଦ୍ର ସରକାରଙ୍କୁ ଜବାବ ତଲବ

କଟକ : ଅଲିଭ୍‌ରିଡ୍‌ଲେ କଇଁଛ ସୁରକ୍ଷା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଓ ଡାଏରି ମନ୍ତ୍ରଣାଳୟର ଯୁଗ୍ମ ସଚିବ (ମେରାଇନ)ଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ସମୁଦ୍ରରେ ମାଛ ମାରୁଥିବା ଡଙ୍ଗା, ଯନ୍ତ୍ରଚାଳିତ ବୋଟ୍,…
ଅଧିକ ଖବର ଦେଖନ୍ତୁ...

ଜଷ୍ଟିସ ରଘୁବୀର ଦାଶଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ

କଟକ : ଖାଲି ପଡ଼ିଥିବା ଓଡ଼ିଶା ମାନବାଧିକାର କମିସନ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ କରାଯାଇଛି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ଅଧ୍ୟକ୍ଷ ଓ ଅସୀମ ଅମିତାଭ ଦାଶଙ୍କୁ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ମାନବାଧିକାର କମିସନ୍ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ନିଜ ପଦରୁ ଇସ୍ତଫା ଦେଇଥିଲେ…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା ଫାର୍ମରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା

ସୋର : ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ପତିପତ୍ନୀଙ୍କୁ ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ବୁଧବାର ରାତିରେ ସଂଘଟିତ ଏହି ନୃଶଂସ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବରିଷ୍ଠ ପୁଲିସ…
ଅଧିକ ଖବର ଦେଖନ୍ତୁ...

କଟକ-ଭୁବନେଶ୍ବରରୁ ଲୁଟିଥିଲେ ୧୭ ଲକ୍ଷ ଟଙ୍କାର ମୋବାଇଲ୍‌, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଅଭିଯୁକ୍ତ ଗିରଫ

କଟକ: କ୍ୟାଣ୍ଟନମେଣ୍ଟ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଥାନାର ପୁଲିସ ଟିମ୍‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଜଣ ମୋବାଇଲ୍‌ ଫୋନ୍‌ ଲୁଟେରାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୯୦ଟି ମୋବାଇଲ ଫୋନ୍‌ ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ।…
ଅଧିକ ଖବର ଦେଖନ୍ତୁ...

ବିଜେପି କର୍ମୀଙ୍କ ଦ୍ବାରା ଆହତ ହୋଇଥିବା ୨ ପୁଲିସ୍‌ ଅଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥା‌ ସ୍ଥିର

କଟକ: ବିଧାନସଭା ଘେରାଉ ସମୟରେ ବିଜେପି କର୍ମୀ ଓ ପୁଲିସ୍‌ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳରେ ଆହାତ ହୋଇଥିବା ଦୁଇ ପୁଲିସ୍‌ ଅଧିକାରୀଙ୍କର ଏସ୍‌ସିବିରେ ଚିକିତ୍ସା ଜାରି ରହିଛି। ଏସିବିରେ ଭର୍ତ୍ତି ହୋଇଥିବା ଏସିପି ଅମିତାଭ ମହାପାତ୍ର ଓ ସବ ଇନ୍ସପେକ୍ଟର ଦେବବ୍ରତ ମହାନ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...