ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

୧୨ ଫୁଟିଆ ଅହିରାଜ ଉଦ୍ଧାର

ଭଞ୍ଜନଗର: ଗ୍ରାମ ନିକଟରେ ୧୨ ଫୁଟରୁ ଅଧିକ ଲମ୍ବା ଅହିରାଜ। ପୂର୍ବରୁ ଏଭଳି ‌ସାପ ଆଖପାଖରେ ଦେଖିବାକୁ ମିଳିନଥିଲା ବେଳେ ଏତେବଡ଼ ସାପକୁ ଦେଖି ସ୍ଥାନୀୟ ଲୋକ‌େ ଭୟଭୀତ ହୋଇ ପଡିଥିଲେ। ଗତ କିଛି ଦିନ ଧରି ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବେଣାକୁନ୍ଦା ଗ୍ରାମ ନିକଟରେ ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟ ଟାଙ୍କି ଭୁଶୁଡ଼ି ଦୁଇ ଶିଶୁକନ୍ୟା ମୃତ

ଭଂଜନଗର: ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଶୌଚାଳୟ ଟାଙ୍କିରେ ଖସି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି।ମୃତକ ଦୁଇ ଶିଶୁ ହେଲେ ସିଦ୍ଧପୁର୍ ଗ୍ରାମର ବସୁମତି ସେଠି ଓ କାଳିଆ ଗୁଡା ଗ୍ରାମର ଦିବ୍ୟା ସେଠି। ଉଭୟଙ୍କ ବୟସ ୫ ବର୍ଷ ବୋଲି…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାରୁ ଦୁଇ ଯୁବକକୁ ଆକ୍ରମଣ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବେଲଗୁଣ୍ଠା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଯୁବକକୁ ଆକ୍ରମଣ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କାଳିଆଗୁଡା ଗ୍ରାମରେ ଏହି ସଂଘବଧ ଆକ୍ରମଣ ଘଟଣା ଘଟିଛି। ଏହି ଆକ୍ରମଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ପୁରୁଷ ବନ୍ଧ୍ୟାକରଣ ନଗଣ୍ୟ, ଆଗରେ ମହିଳା

ବ୍ରହ୍ମପୁର : ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରତିବର୍ଷ ଟାର୍ଗେଟ ଧାର୍ଯ୍ୟ ହେଉଛି। ଏହି କାର୍ଯ୍ୟକ୍ରମରେ ଉଭୟ ମହିଳା ଓ ପୁରୁଷଙ୍କୁ ସାମିଲ କରିବାକୁ ଗୁରୁତ୍ବାରୋପ କରାଯାଉଛି। ମହିଳାମାନେ ସ୍ବଇଚ୍ଛାରେ ବନ୍ଧ୍ୟାକରଣ ପାଇଁ ଆଗେଇ ଆସୁଛନ୍ତି। ହେଲେ ପୁରୁଷଙ୍କ କ୍ଷେତ୍ରରେ ସେତେଟା…
ଅଧିକ ଖବର ଦେଖନ୍ତୁ...

ଅଲ୍‌ଟ୍ରାସାଉଣ୍ଡ୍ ପାଇଁ ଗର୍ଭବତୀଙ୍କୁ ୭୫ କିମି ରାସ୍ତା ଯନ୍ତ୍ରଣା

ବୁଗୁଡ଼ା : ଗର୍ଭବତୀଙ୍କ ସ୍ବାସ୍ଥ୍ୟର ଯତ୍ନକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ତୃଣମୂଳସ୍ତର‌ରେ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗର୍ଭବତୀଙ୍କ ପାଇଁ ପ୍ରତି ୩ ମାସକୁ ଥରେ ସମୁଦାୟ ୩ ଥର ମାଗଣା…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କ ପେନ୍‌ସନ୍ ଆକାଉଣ୍ଟରୁ ୬ଲକ୍ଷଟଙ୍କା ଠକେଇ ଅଭିଯୋଗ

ବ୍ରହ୍ମପୁର : ଜଣେ ବରିଷ୍ଠ ନାଗରିକଙ୍କ ଏସ୍‌ବିଆଇରେ ଥିବା ପେନ୍‌ସନ୍ ଜମାଖାତା (ଆକାଉଣ୍ଟ)ରୁ ତାଙ୍କ ଅଜାଣତରେ ୬,୦୩,୩୦୧ଟଙ୍କା ଏକାଧିକ ଅଜଣା ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିବା ନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ଏକ ମାମଲା ‌ରୁଜୁ କରି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

କାଜୁ ତୋଟାକୁ ଡକାଇଲେ, ହତ୍ୟା କରିଦେଲେ!

କୁକୁଡ଼ାଖଣ୍ଡି : ଜଣେ ଯୁବକଙ୍କୁ ବିଳମ୍ବିତ ରାତିରେ ଘରୁ ଡକାଇ ନିକଟସ୍ଥ ଏକ କାଜୁ ତୋଟା ଭିତରେ ହତ୍ୟା କରାଯିବା ଭଳି ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଓ କୁକୁଡ଼ାଖଣ୍ଡି ବ୍ଲକ୍ ଅଧୀନ ନୂଆବାଇଗଣବାଡ଼ି ଗ୍ରାମରେ ଘଟିଛି। ରାସ୍ତା ପାର୍ଶ୍ବ କାଜୁତୋଟାରୁ…
ଅଧିକ ଖବର ଦେଖନ୍ତୁ...

ମେଣ୍ଡରାଜପୁର ବସ୍ ଟ୍ରାଜେଡି: ୧୨ ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଗୋଳନ୍ଥରା : ୨୦୨୦ ମସିହା ଫେବ୍ରୁଆରି ୯ ତାରିଖରେ ଗଞ୍ଜାମ ଜିଲ୍ଲା  ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ନିର୍ବନ୍ଧରେ ଯୋଗ ଦେବାକୁ ଯାଉଥିବା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିଲା। ଏହି ଘଟଣା ସାରା…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ଥାନାରେ ଥାର୍ଡ଼ଡିଗ୍ରୀ: ଖମାରୀଙ୍କୁ ୫ ଘଣ୍ଟା ଜେରା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଫୁଲବାଣୀ/ଗୋପାଳପୁର : ଗୋପାଳପୁର ଥାନାରେ ରାଇକିଆର ବ୍ୟବସାୟୀ ସୁମନ ସାହୁଙ୍କୁ ଥାର୍ଡଡିଗ୍ରୀ ଘଟଣାରେ ଗୋପାଳପୁର ଥାନା ଓ ରାଇକିଆ ଥାନାର ତତ୍କାଳୀନ ଅଧିକାରୀ ଶ୍ରୀକାନ୍ତ ଖମାରୀ ଜେରାର ସମ୍ମୁଖୀନ ହୋଇଛନ୍ତି। ଗତକାଲି କନ୍ଧମାଳ ଡିଏସ୍‌ପି ସ୍ନେହାଶିଷ ସାହୁ ଗୋପାଳପୁର ଥାନାରେ…
ଅଧିକ ଖବର ଦେଖନ୍ତୁ...

ଗଂଜାମ ଜିଲ୍ଲା କ୍ରିକେଟ୍ ସଂଘକୁ ବିବାଦ ପିଛା ଛାଡୁନି

ବ୍ରହ୍ମପୁର : ଗଂଜାମ ଜିଲ୍ଲା କ୍ରିକେଟ୍ ସଂଘ(ଜିଡିସିଏ)କୁ ବିବାଦ ପିଛା ଛାଡ଼ିବାର ନାଁ ଧରୁନି। ନୂଆ ସଦସ୍ୟ ଗ୍ରହଣକୁ ନେଇ ଗତକାଲି କିଛି ବରିଷ୍ଠ ଖେଳାଳି ପ୍ରତିବାଦ କରିବା ସାମ୍ନାକୁ ଆସିଥିଲା। ‌ପୁଣି ସନ୍ଧ୍ୟାରେ ଜିଡିସିଏର ନିର୍ବାଚନ ପ୍ରକ୍ରିୟା ଓ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଭିନ୍ନ…
ଅଧିକ ଖବର ଦେଖନ୍ତୁ...