ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଆବାସିକ ବିଦ୍ୟାଳୟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାରବର୍ଗ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ରବିବାର ଦିନ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଲେ, ଛତ୍ରପୁର ଥାନା ତରେଇପାଟପୁର ଗ୍ରାମର କୈଳାସ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା। ତାଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା: ରାୟଗଡ଼ ବ୍ଲକ୍‌ ସହକାରୀ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର : ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ରବିବାର ଦିନ ବ୍ରହ୍ମପୁର ଭିଜିଲାନ୍ସ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସହକାରୀ ଯନ୍ତ୍ରୀ ନିଜ ଆୟ ଠାରୁ ୧୨୬ ପ୍ରତିଶତ ଅଧିକ ସଂପତ୍ତି ଠୁଳ କରିଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ: ପତ୍ନୀକୁ ହତ୍ୟା ପରେ ବିଲକୁ ଫୋପାଡ଼ିଦେଲା ଶବ

ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜିଉରା ଗ୍ରାମରେ ଆଜି ମଦ୍ୟପ ସ୍ବାମୀ ନିଜ ପତ୍ନୀକୁ ହତ୍ୟା କରି ଶବକୁ ବିଲରେ ଫୋପାଡ଼ିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ବଡ଼ସାହିର ଜୟନ୍ତୀ ସାହୁ। ଏହି ଉନ୍ମତ୍ତ କାଣ୍ଡ ଘଟାଇଥିବା ସ୍ବାମୀ ନାରାୟଣ ସାହୁକୁ ପୁଲିସ ଅଟକ ରଖି…
ଅଧିକ ଖବର ଦେଖନ୍ତୁ...

ଜଗଦଳପୁରରେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ମହିଳା

କୁକୁଡ଼ାଖଣ୍ତି : ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଓ ନିମଖଣ୍ଡି ଫାଣ୍ଡି ଅଧୀନ ଜଗଦଳପୁର ଗ୍ରାମ‌ରେ ୫ ଦିନ ମଧ୍ୟରେ ୨ ଜଣ ମହିଳାଙ୍କୁ ୩ ଥର ମରଣାନ୍ତକ ଆକ୍ରମଣ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ କେଉଁ କାରଣରୁ ମହିଳାମାନଙ୍କୁ ଟାର୍ଗେଟ୍ କରୁଛନ୍ତି, ଏନେଇ କିଛି ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ବ୍ୟବସାୟୀଙ୍କ ମିଳିଲା ମୃତଦେହ, ଅପହରଣ କରି ମାରିଦେଇଥିଲେ!

ଭଞ୍ଜନଗର/ସୋରଡ଼ା: ପ୍ରଥମେ ଅପହରଣ। ପରେ ନିର୍ମମ ହତ୍ୟା। ଘଟଣାକୁ ଲୁଚାଇବାକୁ ଯାଇ ଘାଟି ଉପରେ ମୃତଦେହକୁ ଫୋପାଡିବା ଭଳି ସୁପରିକଳ୍ପିତ ଯୋଜନା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗାଜଲବାଡିରୁ ଦାରିଙ୍ଗବାଡିକୁ ସଂଯୋଗ କରିଥିବା ଘାଟି ଉପରେ। ଦାରିଙ୍ଗବାଡି ଘାଟିର…
ଅଧିକ ଖବର ଦେଖନ୍ତୁ...

ଥାଇଲାଣ୍ଡ୍ ଝିଅ ଇତିଫିବୁଲ୍‌ଙ୍କ ହାତ ଧରିଲେ ଚିକିଟି ପୁଅ ପ୍ରଭାତ

ଚିକିଟି : ପ୍ରେମ ଶାଶ୍ବତ ଓ ଚିରନ୍ତନ। ଫଳରେ ପ୍ରେମର ପରିଭାଷାକୁ ବହୁ ମହାନ୍ କବି ଓ ସାହିତ୍ୟିକ କବିତା ଏବଂ ଉପନ୍ୟାସରେ ରୂପ ଦେଇଛନ୍ତି। କେଉଁ ବାଟରେ ମଣିଷ କେତେବେଳେ ବି, କାହାକୁ ଭଲ ପାଇ ବସିଥାଏ। ଆଉ ଏହି ପ୍ରେମ ହିଁ ଧର୍ମ, ଜାତି ଓ ବର୍ଣ୍ଣର ସମସ୍ତ ପାଚେରିକୁ ଅତିକ୍ରମ ସହ ସମୟଚକ୍ରକରେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ପଞ୍ଝାରେ ରାୟଗଡ଼ ବ୍ଲକ୍‌ ସହକାରୀ ଯନ୍ତ୍ରୀ

ବ୍ରହ୍ମପୁର : ଭିଜିଲାନ୍‌ସ ହାତରେ ଶନିବାର ଦିନ ଧରାପଡ଼ିଛନ୍ତି ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଦିଲ୍ଲୀପ କୁମାର ସାହୁ। ଭିଜିଲାନ୍‌ସର ଟିମ୍‌ ଗଂଜାମ ଓ ଗଜପତି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରି ଦିଲ୍ଲୀପଙ୍କ ବହୁ ଆୟ ବର୍ହିଭୂତ ସ୍ଥାବର…
ଅଧିକ ଖବର ଦେଖନ୍ତୁ...

ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି: ହେବନି ମାତୃ ଓ ଶିଶୁ ଚିକିତ୍ସାଳୟ, ନିର୍ମାଣ ହେବ ଓଜି କମ୍ପେକ୍ସ

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଜିଲ୍ଲା ମୁଖ୍ୟାଳୟ ଠାରୁ ୧୦୦ କିମି ଦୂରରେ ରହିଥିବା ବେ‌ଳେ ଏହି ଚିକିତ୍ସାଳୟ ଉପଖଣ୍ଡ ସମେତ ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥସେବା ଯୋଗାଇ ଆସୁଛି। ଏଠାରେ ଭେଷଜ, ସର୍ଜରୀ, ପ୍ରସୂତି, ଶିଶୁ, ଏସ୍ଏନ୍‌ସିୟୁ ଠାରୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଅଶାନ୍ତ ପିତଳ, ସାମାନ୍ୟ ବଚସାରୁ ହତ୍ୟା

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ପିତଳ ଗ୍ରାମ ପୁଣି ଅଶାନ୍ତ ହୋଇଉଠିଛି। ସାମାନ୍ୟ ବଚସାରୁ ଗ୍ରାମର ହରିଜନ ସାହିର ହୀନ ନାଇକ (୫୨) ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ହତ୍ୟା କରିଛନ୍ତି। ପିତଳ ଡାକ୍ତରଖାନା ରାସ୍ତା ପାଖରୁ ହୀନଙ୍କ କ୍ଷତାକ୍ତ ଶବ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାରଳାଖେମୁଣ୍ଡି: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର ଗଜପତି ଜିଲ୍ଲାର ରାୟଗଡ଼ା ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦୀଲିପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭିଜିଲାନ୍ସ ଏକକାଳୀନ ସହକାରୀ ଯନ୍ତ୍ରୀଙ୍କ ବ୍ରହ୍ପପୁର ଓ ଗଜପତିର ୪ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...