ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

‘କ୍ଷେତପୋଖରୀ ଯୋଜନା’ରେ ଦୁର୍ନୀତି: ପୋଖରୀ ନାହିଁ, କ୍ଷେତରୁ କାଟିଲେ ଧାନ

ପୋଲସରା : ପୋଖରୀ ଯୋଜନାରେ ପୋଖରୀ ଗାଏବ୍‌। ଚିହ୍ନିତ ଜମିରେ ଧାନ ଫଳୁଛି। ଏ ବର୍ଷ ମଧ୍ୟ ଖରିଫ୍‌ ଧାନ ପାଚିବା ପରେ ସଦ୍ୟ ଧାନକଟା ସରିଛି। ହେଲେ, ଚାଷ ହୋଇଥିବା କ୍ଷେତରେ ପୋଖରୀ ଖୋଳା ହୋଇଥିବା ବ୍ଲକ୍‌ ରେକର୍ଡରେ ଦର୍ଶାଯାଇଛି। ମନରେଗାରେ ମଜୁରି ବାବଦରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କ ଅପେକ୍ଷାରେ ଜଙ୍ଗଲ ଟୁରିଜିମ୍, ସବୁଜିମା କୋଳରେ ଝରଣା ଅନନ୍ୟ ଆକର୍ଷଣ

ଭଞ୍ଜନଗର: ସହରର କୋଳାହଳ ଠାରୁ ଦୂରେଇ ଜଙ୍ଗଲରେ ବୁଲିବା ଓ ଜୀବଜନ୍ତୁଙ୍କ ସମ୍ପର୍କରେ ଜାଣିବା ପାଇଁ ଅନେକଙ୍କ ଜିଜ୍ଞାସା ରହିଛି। ବିଶେଷ କରି ଶୀତ ଦିନ‌େ ପର୍ଯ୍ୟଟକ ମାନଙ୍କୁ ଅଧିକ ଆର୍କଷଣ କରେ ଜଙ୍ଗଲର ପ୍ରାକୃତିକ ମନୋରମ ଦୃଶ୍ୟ ଓ ଏହା ଭିତରେ ରହୁଥିବା ପଶୁପକ୍ଷୀ। ଏଭଳି ପ୍ରକୃତିକୁ ଅତି…
ଅଧିକ ଖବର ଦେଖନ୍ତୁ...

ଗାଧୋଇ ଫେରୁଥିବା ବେଳେ ଶୁଣ୍ଢରେ ଠେଲି ଦେଲା ଦନ୍ତା, ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ବାରଦଣ୍ଡା ନଦୀ ନିକଟରେ ଜଣେ ଚାଷୀ ଗାଧୋଇ ଫେରୁଥିବା ସମୟରେ ଏକ ଦନ୍ତାହାତୀ ସହ ମୁହଁମୁହିଁ ହୋଇଛନ୍ତି। ଦନ୍ତାଟି ଶୁଣ୍ଢରେ ଚାଷୀଙ୍କୁ ଠେଲି ଦେବା ଫଳରେ ସେ ନଦୀ ହୁଡା ତଳକୁ ଖସି ପଡି ଅଳ୍ପକେ ମୃତ୍ୟୁ ମୁଖରୁ…
ଅଧିକ ଖବର ଦେଖନ୍ତୁ...

ନାମକୁ ମାତ୍ର ଶିଳ୍ପାଞ୍ଚଳ: ସରକାରୀ ତଥ୍ୟରେ ମାଳ ମାଳ, ବାସ୍ତବରେ ନାହିଁ

ବ୍ରହ୍ମପୁର, : ସରକାରୀ ନାମକରଣ ଅନୁଯାୟୀ ବ୍ରହ୍ମପୁର ସହର ମଧ୍ୟରେ ରହିଛି ଆଙ୍କୁଲି ଶିଳ୍ପାଞ୍ଚଳ। ସରକାରୀ ତଥ୍ୟ ଅନୁଯାୟୀ ଆଙ୍କୁଲି ଶିଳ୍ପାଞ୍ଚଳରେ ରହିଛି ମାଳମାଳ ଶିଳ୍ପ। ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଏଠାରେ ସ୍ଥାନ ନାହିଁ। କିନ୍ତୁ, ବାସ୍ତବତା ଭିନ୍ନ। ଏହି ଶିଳ୍ପାଞ୍ଚଳକୁ ଗଲେ, ଶିଳ୍ପ…
ଅଧିକ ଖବର ଦେଖନ୍ତୁ...

ଗୋଳାବନ୍ଧରେ ପ୍ରତିଷ୍ଠା ହେବ ଦ୍ବିତୀୟ ବୃହତ୍‌ ‘ଅଶୋକ ସ୍ତମ୍ଭ’

ବ୍ରହ୍ମପୁର : ଦେଶ ସମ୍ବିଧାନର ପ୍ରତୀକ ‘ଅଶୋକ ସ୍ତମ୍ଭ’ର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁରର ଶିଳ୍ପୀ ରାଜକୁମାର ବେହେରା। ରାଜକୁମାର ନିର୍ମାଣ କରୁଥିବା ଅଶୋକ ସ୍ତମ୍ଭ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ସ୍ଥାପନ କରାଯିବ। ଏହାର ଉଚ୍ଚତା…
ଅଧିକ ଖବର ଦେଖନ୍ତୁ...

ଆମ୍ବତୋଟା ଭାଗ ମାଗିବାରୁ ୨ ବର୍ଷ ହେଲା ସାମାଜିକ ବାସନ୍ଦ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାରେ ବାସନ୍ଦ ଏକ ସାମାଜିକ ବ୍ୟାଧିର ରୂପ ନେଇଛି। ପ୍ରଶାସନ ଏବଂ ପୁଲିସର ଶତଚେଷ୍ଟା ସତ୍ତ୍ବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଜନସାଧାରଣ ଆଜି ବି ଏହି କୁତ୍ସିତ ପ୍ରଥାକୁ ଜାବୁଡ଼ି ଧରିଛନ୍ତି। ଫଳ‌ରେ ବାସନ୍ଦ ହେଉଥିବା ନିର୍ଦ୍ଦିଷ୍ଟ ପରିବାର କିମ୍ବା ଗୋଷ୍ଠୀଙ୍କ ଜୀବନ…
ଅଧିକ ଖବର ଦେଖନ୍ତୁ...

ନାଗାଲାଣ୍ଡ୍‌ରୁ ଅସହାୟ ବୃଦ୍ଧଙ୍କୁ ତଡ଼ିଦେଲେ ଝିଅଜ୍ବାଇଁ

ଭଞ୍ଜନଗର : ଜନ୍ମକଲା ସନ୍ତାନ ବିଦେଶରେ ବୁଢ଼ାବାପାଙ୍କୁ ହତାଦର କରି ଗାଁକୁ ତଡ଼ିଦେଲା। ଏଭଳି ଘଡ଼ିସନ୍ଧି ସମୟରେ ପତ୍ନୀଙ୍କ ମୃତ୍ୟୁ ପରେ ୮୦ ବର୍ଷର ଏହି ଅସହାୟ ବୃଦ୍ଧଙ୍କୁ ସଂପୂର୍ଣ୍ଣ ଏକାକୀ କରିଦେଇଛି। ନିରୁପାୟ ବୃଦ୍ଧଜଣକ ଥଇଥାନ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ୫-ଟିକୁ ଫୁ’

ଶେରଗଡ଼ : ଶାସନରେ ସ୍ବଚ୍ଛତା ଏବଂ ସରକାରୀ ପଦାଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କୁ ଉତ୍ତମମାନର ସେବା ଯୋଗାଇବା ଲକ୍ଷ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସରକାର ୫-ଟି ଅଧୀନରେ ସାମିଲ କରିଛନ୍ତି। ସମସ୍ତ ଅଧିକାରୀ ବି ୫-ଟି ପରିସରଭୁକ୍ତ ହୋଇଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଉଛି,…
ଅଧିକ ଖବର ଦେଖନ୍ତୁ...

ଆସିକାରେ ଆତଙ୍କ ଖେଳାଇଲେ ଅପରାଧୀ ଗ୍ୟାଙ୍ଗ୍: ସୁନା ବେପାରୀଙ୍କ ଘରେ ପଶି ଲୁଟ୍‌, ଆକ୍ରମଣ

ଆସିକା : କିଛିମାସର ବିରତି ପରେ ଗଞ୍ଜାମ ଜିଲ୍ଲାର ଅପରାଧର ଅମରାବତୀ ଭାବେ ଅପଖ୍ୟାତି ରଖିଥିବା ଆସିକା ସହର ପୁଣି ଅଶାନ୍ତ ହୋଇଉଠିଛି। ଆଜି ରାତି ପ୍ରାୟ ୮ଟାରେ ଚାରିଜଣ ଯୁବକ ଏକ ବାଇକ୍‌ରେ ଆସି ଜନଗହଳିପୂର୍ଣ୍ଣ ମହାତ୍ମାଗାନ୍ଧୀ ‌ରୋଡ଼୍‌ରେ ଆତଙ୍କ ଖେଳାଇଛନ୍ତି। ସୁନା ବେପାରୀ ତଥା…
ଅଧିକ ଖବର ଦେଖନ୍ତୁ...

କାଲିର ଦାଦନ, ଆଜିର ଉଦ୍ୟୋଗୀ: ନିଜସ୍ବ ଉଦ୍ୟମରେ ଗଢ଼ିଛନ୍ତି କପଡ଼ା କାରଖାନା

ବ୍ରହ୍ମପୁର : ଗାଁ ଛାଡ଼ି ରୋଜଗାର ଅନ୍ବେଷଣରେ ମୁମ୍ବାଇ ଚାଲିଯାଇଥିବା ୨୦ ବର୍ଷର ଯୁବକ କରୋନା ମହାମାରୀର ପ୍ରଥମ ଲହର୍‌ ବେଳେ (୨୦୨୦, ଅକ୍ଟୋବର) ଗାଁ’କୁ ଫେରିଥିଲେ। ବାହାର ରାଜ୍ୟରେ  ଦାଦନଙ୍କ ଦୁଃଖକୁ ଅଙ୍ଗେ ନିଭାଇଥିବା ବେଳେ, ‌ସେମାନଙ୍କ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ମନରେ…
ଅଧିକ ଖବର ଦେଖନ୍ତୁ...