ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ପାଇଖାନା ପ୍ୟାନ୍‌ରେ ପ୍ରସବ, ନବଜାତ ଶିଶୁ ମୃତ!

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍‌ପିଟାଲରେ ପୁଣି ଅଘଟଣ। ଗତକାଲି ମେଡିକାଲ ପଛପଟ ଡ୍ରେନ୍‌ରେ ଜଣେ ମହିଳା ସନ୍ତାନ ପ୍ରସବ କରିଥିବା ବେଳେ ଆଜି ସନ୍ଧ୍ୟାରେ ହସ୍ପିଟାଲର ଲେବର ରୁମ୍‌ ନିକଟ ପାଇଖାନାରେ ଘଟିଛି ଅଘଟଣ। ପାଇଖାନା ପ୍ୟାନ୍‌ରେ ଜଣେ ମହିଳାଙ୍କ ପ୍ରସବ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ରାଇଘର: ରାଇଘର ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ରାଇଘରର ନରେନ୍ଦ୍ର ସିଂ ରାଜପୁର(ନାରାୟଣ) ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ କରୁଥିଲେ। ବିବାହ ପ୍ରଲୋଭନ ଦେଖାଇ ନାରାୟଣ ଗତ କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଡ୍ରେନ୍‌ରେ ପ୍ରସବ

କୋରାପୁଟ : ଗର୍ଭ ଯନ୍ତ୍ରଣା ପାଇ ମହିଳା ଜଣେ ଧାଇଁ ଯାଇଥିଲେ ମେଡିକାଲ ଲେବର ରୁମ୍‌କୁ। ହେଲେ ସେଠାରୁ ତାଙ୍କୁ ତଡ଼ି ଦିଆଗଲା। ମମତା କାର୍ଡ ଓ ଟିକେଟ୍‌ ନେଇ ଆସିବାକୁ କୁହାଗଲା। ଅଗତ୍ୟା କାର୍ଡ ପାଇଁ ଘରକୁ ଫେରିଲା ବେଳକୁ ଗର୍ଭଯନ୍ତ୍ରଣା ଅସହ୍ୟ ହେଲା। ଉପାୟ ନପାଇ ସେହି ମେଡିକାଲ ପରିସରରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଟି ଡିକି ଭାଙ୍ଗି ୧.୯ଲକ୍ଷ ଲୁଟ, ଥାନାରେ ଅଭିଯୋଗ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ବଜାର ଦେଇ ଯାଇଥିବା ମୁଖ୍ୟ ସଡ଼କ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ସ୍କୁଟିର ଡିକି ଭାଙ୍ଗି ଶୁକ୍ରବାର ୧ଲକ୍ଷ ୯ହଜାର ଟଙ୍କା ଲୁଟ ହୋଇଥିିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଟାଉନ ଥାନା ଅଞ୍ଚଳରେ ରହୁଥିବା ଗୋବିନ୍ଦ ଗୌଡ଼ ନିଜର ଅନ୍ୟ…
ଅଧିକ ଖବର ଦେଖନ୍ତୁ...

କ୍ରସର ବନ୍ଦ ପାଇଁ ଦାବି

ନନ୍ଦପୁର: ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତ ଅନ୍ତର୍ଗତ ସିଲପଣ୍ଡି ଗ୍ରାମ ନିକଟରେ ଗୋଟିଏ କ୍ରସର ସ୍ଥାପନ କରାଯାଇଛି। କିନ୍ତୁ ବିନା ଚୁକ୍ତିନାମାରେ ବେଧଡକ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପଥର ଫୁଟାଇବା ସହ ମେଟାଲ ଓ ଚିପ୍‌ସ ଚାଲାଣ ହେଉଥିବା ବେଳେ ଆଖପାଖ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବାରୁ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ୍‌: ଡାକ୍ତରଖାନା ମନାକଲା, ଡ୍ରେନ୍‌ରେ ସନ୍ତାନ ପ୍ରସବ କଲେ ମହିଳା

କୋରାପୁଟ୍‌: କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ସକାଳେ ଏକ ଅଭବନୀୟ ଘଟଣା ଘଟିଛି। ନିଜ ସ୍ୱାମୀଙ୍କୁ ଡାକ୍ତରଖାନାକୁ ନେଇ ଆସିଥିବା ଜଣେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ମାତ୍ର ସେ ସାଙ୍ଗରେ ତାଙ୍କ ପୁରୁଣା ପେସକ୍ରିପ୍‌ସନ ଓ କାର୍ଡ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ମାଡ ମାରିିବା ମାମଲାରେ ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ପରଜା ସାହି ଅଞ୍ଚଳରେ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଓ ପୁତୁରାଙ୍କୁ ମାଡ ମାରିବା ମାମଲାରେ ଆଜି ପୁଲିସ୍‌ ଖାଲ ସାହି ଅଞ୍ଚଳର ଗପ୍ତ ଦାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ହର ବେହରା ଫେରାର ଥିବା…
ଅଧିକ ଖବର ଦେଖନ୍ତୁ...

ନାଲାଗୁଣ୍ଠି ପିଇଓ ଓ ଯୋଗାଣ ସହାୟକ ବିରୋଧରେ ଥାନାରେ ମାମଲା ରୁଜୁ, ଜଣେ ଅଟକ

କାଲିମେଳା: କାଲିମେଳା ବ୍ଳକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ନାମରେ ଏମଭି-୭୯ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପିଡ଼ିଏସ ଚାଉଳ ଓ କିରାସିନି…
ଅଧିକ ଖବର ଦେଖନ୍ତୁ...

କୋଲାବରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ମିଳୁନି

କୋରାପୁଟ : କୋଲାବ ଜଳଭଣ୍ଡାରରେ ବୁଡି ନିଖୋଜ ଥିବା ଦାଦା-ପୁତୁରାଙ୍କ କୌଣସି ଖୋଦ୍‌ ଖବର ମିଳୁନି। ଆଜି ଓଡ୍ରାଫ ଓ ପୁଲିସ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କ ସଂପର୍କରେ କିଛି ସୂଚନା ମିଳି ପାରୁନି। କୋରାପୁଟ ବ୍ଲକ ବଡ କେରେଙ୍ଗା ପଞ୍ଚାୟତ ପୁଲସା ଗ୍ରାମର ମୁକୁନ୍ଦ ଖରା(୪୦) ଓ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣରେ ପୁଣି ମାଓ ଉତ୍ପାତ

ବିଜେଡି ନେତାଙ୍କ ଫାର୍ମ ହାଉସରେ ପଶିଲେ କୋରାପୁଟ : ପଡୋଶୀ ଆନ୍ଧ୍ରପ୍ରଦେଶରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦୁଇଜଣ ଆଦିବାସୀ ଲୋକଙ୍କୁ ହତ୍ୟା କରିଛନ୍ତି। ବିଶାଖାପାଟଣା ଜିଲ୍ଲା ଜିମାଣ୍ଡୁଗୁଲୁ ବ୍ଲକର ମାଡିଗାରୁଭୁ ଗ୍ରାମରେ ଆଜି ସକାଳୁ ସଶସ୍ତ୍ର ମାଓବାଦୀ ପହଞ୍ଚି ଗ୍ରାମର…
ଅଧିକ ଖବର ଦେଖନ୍ତୁ...