ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବିରେ ରାଜପଥ ଅବରୋଧ

କୋରାପୁଟ୍‌: କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବି କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି  ରାଜପଥ ଅବରୋଧ କରାଯାଇଛି। ଏଥିପାଇଁ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିିଆ କୋରାପୁଟ ବନ୍ଦ ଡାକରା ଦେଇ ଧାରଣା ଦିଆଯାଇଛି। ଫଳରେ ଛତିଶଗଡ, କଳାହାଣ୍ଡି, ନବରଙ୍ଗପୁର…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ପୀଡ଼ିତା ପୁଣି ଅସୁସ୍ଥ

କୋରାପୁଟ : ପୁଣି ଅସୁସ୍ଥ ହୋଇ ପଡିଛନ୍ତି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତା। ଗତକାଲି ବାନ୍ତିରେ ରକ୍ତ ପଡ଼ିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିିଛି। ତେବେ କିଛି ପରୀକ୍ଷା ପାଇଁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋଟପାଡରେ ପଢିବେ କୁନ୍ଦୁଲି ପୀଡିତା

କୋରାପୁଟ: କୁନ୍ଦୁଲି ଗଣ ଦୁଷ୍କର୍ମ ମାମାଲାର ପୀଡିତାଙ୍କୁ କୋଟପାଡର ଏକ ସରକାରୀ ବିଦ୍ୟାଳୟରେ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ତାଙ୍କୁ କୋରାପୁଟର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ କୋଟପାଡର ଏକ ଛାତ୍ରୀନିବାସକୁ ନିଆଯାଇଛି। ସେଠାରେ ରହି ସେ ପାଠ ପଢିବେ ବୋଲି ଜଣାପଡିଛି। କୋରାପୁଟ…
ଅଧିକ ଖବର ଦେଖନ୍ତୁ...

କୋଟପାଡ଼ରେ ପଢ଼ିବେ କୁନ୍ଦୁଲି ପୀଡ଼ିତା

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ କୋଟପାଡ଼ର ଏକ ସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ତାଙ୍କୁ କୋରାପୁଟର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ କୋଟପାଡ଼ର ଛାତ୍ରୀନିବାସକୁ ନିଆଯାଇଛି। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଏହି ନବମ ଶ୍ରେଣୀ…
ଅଧିକ ଖବର ଦେଖନ୍ତୁ...

ପୋକ ଉଜାଡୁଛି ପରିବା ଚାଷ

ଜୟପୁର: ଧାର କରଜ କରି ଚାଷ କରିଥିଲେ। ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବାକୁ ହାଜର ହଜାର ଟଙ୍କା ନେଇ କୀଟନାଶକ ମଧ୍ୟ କିଣିଥିଲେ। କିନ୍ତୁ ପୋକ କମିବା ବଦଳରେ ବଢିଲେ। ପୂରା ଫସଲକୁ ଚଳୁ କରିଦେଲେ। ଜୟପୁର ବ୍ଲକ କାଳିଆଗାଁ ପଞ୍ଚାୟତ ମାଳି ଦଳେଇପୁଟ ଗାଁରେ ପରିବା ଜମିରେ ଏମିତି ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଘାଟି ତଳକୁ ଓଲଟିଲା ଧାନ ବୋଝେଇ ଟ୍ରକ, ୩ ମୃତ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ କୁମ୍ଭାରୀପୁଟ ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍‌ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ମେଡିକାଲ ରେକର୍ଡ ଘାଣ୍ଟିଲେ କ୍ରାଇମ ବ୍ରାଞ୍ଚ ଟିମ୍‌

କୋରାପୁଟ: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ କରିଛି କ୍ରାଇମ ବ୍ରାଞ୍ଚ। ଚାରି ଦିନ ଧରି କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ୍‌ ମାମଲାକୁ ଘଣ୍ଟାଚକଟା କରିବା ପରେ କଟକ ଫେରି ଯାଇଥିବା ଜଣାପଡ଼ିଛି। ଶେଷ ଦିନରେ ଏହି ଦଳ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟକୁ ନ ନେଇ ଘରେ ରଖିଥିଲେ: ୫ କ୍ୱିଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଜବତ

ରାୟଗଡ଼: ରାୟଗଡ଼ା ଜିଲ୍ଲାର ଦୁର୍ଗାପାଡୁ ସେବାଶ୍ରମ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳ ଏକ ମାକ୍ସ ପିକ୍‌ଅପ୍‌ ଗାଡ଼ିରେ ଚାଲାଣ ବେଳେ ଯୋଗାଣ ବିଭାଗ ଜବତ କରିଛି।  ଆଜି ଅପରାହ୍ନରେ  ଯୋଗାଣ ବିଭାଗ ପକ୍ଷରୁ  ଚଢ଼ାଉ କରାଯାଇ ପିକ୍‌ଅପ୍‌ ଗାଡିର ମାଲିକ ସୀମାଞ୍ଚଳ ପଟନାୟକଙ୍କ ଘରୁ ଏହି…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲିରେ କ୍ରାଇମ୍‌ ବ୍ରାଞ୍ଚର ତନାଘନା

କୋରାପୁଟ/ପଟାଙ୍ଗୀ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଆଜିଠାରୁ ବିଧିବଦ୍ଧ ଭାବେ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ ବ୍ରାଞ୍ଚର ଏକ ୪ଜଣିଆ ଟିମ୍‌ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେଠାରୁ ଆବଶ୍ୟକ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ହେବ ରାହାଗିରି

ଜୟପୁର : ଜୟପୁର ସହରରେ ହେବ ରାହାଗିରି ତଥା ପଥୋତ୍ସବ କାର୍ଯ୍ୟକ୍ରମ। ଏଥିପାଇଁ ଆଜି ସ୍ଥାନୀୟ ଆଇଟିଡିଏ ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟପୁର ପୌରପାଳିକା ପକ୍ଷରୁ ନଭେମ୍ବର ୨୬ ତାରିଖ ଓ ଡିସେମ୍ବର ୧୭ ତାରିଖରେ ମୁଖ୍ୟରାସ୍ତା ଅର୍ଥାତ୍‌ ରାଜାନଅରରୁ ବାଙ୍କମଠ ଯାଏ  ସକାଳ…
ଅଧିକ ଖବର ଦେଖନ୍ତୁ...