ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ମରାମତି ନାମରେ ବିଦ୍ୟୁତ କାଟ: ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା

ଜୟପୁର: ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ସରକାରୀ ଦପ୍ତର ଉପରେ ପଡି ରହିଛି କୋଟି କୋଟି ଟଙ୍କାର ବକେୟା ବିଲ। ବାରମ୍ବାର ନୋଟିସ କଲେ ମଧ୍ୟ ବିଲ ପୈଠ କରୁନାହାନ୍ତି। ରାଜନେତାଙ୍କ ଚାପ ପକାଇ ଘରୋଇ ଅନୁଷ୍ଠାନ ଗୁଡିକ ବିଲ ପୈଠରେ ବିଳମ୍ବ କରୁଥିବା ବେଳେ ସରକାରୀ କାର୍ଯ୍ୟାଳୟକୁ ନୋଟିସ ଜାରି କରି…
ଅଧିକ ଖବର ଦେଖନ୍ତୁ...

କୋଲାବ ଜଣଭଣ୍ଡାରରେ ୪ ଶିଶୁ ବୁଡ଼ିବା ଘଟଣା: ଗାଁରେ ହେଲା ୪ ଶିଶୁଙ୍କ ଶବ ବ୍ୟବଛେଦ

ଜୟପୁର/ଲମତାପୁଟ:କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କୋଲାବ ଜଳଭଣ୍ଡାରରେ ବୁଡ଼ି ଗତକାଲି ଅପରାହ୍ଣରେ ୪ଜଣ ବାଳକ, ବାଳିକାଙ୍କ ମୃତ୍ୟୁ ଘଟିଥିଲା। କୁମ୍ଭାରଗନ୍ଧଣା ପଞ୍ଚାୟତର ପରଜାଖୁଡୁବିି ଗାଁର ପଦୁ ଭୋଇଙ୍କ ପୁଅ ସୁଶାନ୍ତ ଭୋଇ (୨) ଓ ଝିଅ ଲକ୍ଷ୍ମୀ ଭୋଇ(୯), ଭୋଲୁ ମାଝୀଙ୍କ ଝିଅ ସବିତା ମାଝୀ…
ଅଧିକ ଖବର ଦେଖନ୍ତୁ...

କୋଲାବରେ ବୁଡ଼ି ୪ ଶିଶୁ ମୃତ

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଅଭାବନୀୟ ଘଟଣା ଘଟିଛି। କୋଲାବ ଜଳଭଣ୍ଡାରରେ ବୁଡି ୪ଜଣ ବାଳକ, ବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକମାନେ କୁମ୍ଭାରଗନ୍ଧଣା ପଞ୍ଚାୟତର ପରଜାଖୁଡୁବିି ଗାଁର ପଦୁ ଭୋଇଙ୍କ ପୁଅ ସୁଶାନ୍ତ ଭୋଇ (୨) ଓ ଝିଅ ଲକ୍ଷ୍ମୀ ଭୋଇ(୯), ଭୋଲୁ ମାଝୀଙ୍କ ଝିଅ ସବିତା…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥାବସ୍ଥା ସଙ୍ଗୀନ, ଆଇସିୟୁରେ ଭର୍ତ୍ତି 

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍ଗୀନ ହେବାରୁ ତାଙ୍କୁ ସୋମବାର କଟକ ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲର ମେଡିସନ୍‌ ବିଭାଗ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ମେଡିସନ୍‌ ବିଭାଗର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଜୟପୁର ପଥୋତ୍ସବର ଲୋଗୋ ଉନ୍ମୋଚିତ

ଜୟପୁର: ଆସନ୍ତା ୨୬ ତାରିଖ  ଜୟପୁର ସହରରେ  ପାଳିତ ହେବ ପଥୋତ୍ସବ। ଏଥିପାଇଁ ଆଜି ଏହି ପଥୋତ୍ସବର ଲୋଗୋ ଉନ୍ମୋଚିତ ହୋଇଛି। ଶ୍ରୀ ବିକ୍ରମ ଦେବ ଚାରୁକଳା ଓ କାରୁ କଳା ବିଦ୍ୟାଳୟ ପରିସରରେ ସହିଦ ଲକ୍ଷ୍ମଣ ନାୟକ ପଥୋତ୍ସବ ଲୋଗୋକୁ ଜିଲ୍ଲାପାଳ ଅପୁପମ ସାହା, ବିଧାୟକ ତାରାପ୍ରସାଦ ବାହିନୀପତି,…
ଅଧିକ ଖବର ଦେଖନ୍ତୁ...

ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବିରେ ରାଜପଥ ଅବରୋଧ

କୋରାପୁଟ୍‌: କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବି କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି  ରାଜପଥ ଅବରୋଧ କରାଯାଇଛି। ଏଥିପାଇଁ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିିଆ କୋରାପୁଟ ବନ୍ଦ ଡାକରା ଦେଇ ଧାରଣା ଦିଆଯାଇଛି। ଫଳରେ ଛତିଶଗଡ, କଳାହାଣ୍ଡି, ନବରଙ୍ଗପୁର…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ପୀଡ଼ିତା ପୁଣି ଅସୁସ୍ଥ

କୋରାପୁଟ : ପୁଣି ଅସୁସ୍ଥ ହୋଇ ପଡିଛନ୍ତି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତା। ଗତକାଲି ବାନ୍ତିରେ ରକ୍ତ ପଡ଼ିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିିଛି। ତେବେ କିଛି ପରୀକ୍ଷା ପାଇଁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋଟପାଡରେ ପଢିବେ କୁନ୍ଦୁଲି ପୀଡିତା

କୋରାପୁଟ: କୁନ୍ଦୁଲି ଗଣ ଦୁଷ୍କର୍ମ ମାମାଲାର ପୀଡିତାଙ୍କୁ କୋଟପାଡର ଏକ ସରକାରୀ ବିଦ୍ୟାଳୟରେ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ତାଙ୍କୁ କୋରାପୁଟର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ କୋଟପାଡର ଏକ ଛାତ୍ରୀନିବାସକୁ ନିଆଯାଇଛି। ସେଠାରେ ରହି ସେ ପାଠ ପଢିବେ ବୋଲି ଜଣାପଡିଛି। କୋରାପୁଟ…
ଅଧିକ ଖବର ଦେଖନ୍ତୁ...

କୋଟପାଡ଼ରେ ପଢ଼ିବେ କୁନ୍ଦୁଲି ପୀଡ଼ିତା

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ କୋଟପାଡ଼ର ଏକ ସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ତାଙ୍କୁ କୋରାପୁଟର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ କୋଟପାଡ଼ର ଛାତ୍ରୀନିବାସକୁ ନିଆଯାଇଛି। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଏହି ନବମ ଶ୍ରେଣୀ…
ଅଧିକ ଖବର ଦେଖନ୍ତୁ...

ପୋକ ଉଜାଡୁଛି ପରିବା ଚାଷ

ଜୟପୁର: ଧାର କରଜ କରି ଚାଷ କରିଥିଲେ। ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବାକୁ ହାଜର ହଜାର ଟଙ୍କା ନେଇ କୀଟନାଶକ ମଧ୍ୟ କିଣିଥିଲେ। କିନ୍ତୁ ପୋକ କମିବା ବଦଳରେ ବଢିଲେ। ପୂରା ଫସଲକୁ ଚଳୁ କରିଦେଲେ। ଜୟପୁର ବ୍ଲକ କାଳିଆଗାଁ ପଞ୍ଚାୟତ ମାଳି ଦଳେଇପୁଟ ଗାଁରେ ପରିବା ଜମିରେ ଏମିତି ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...