ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଜାଲ୍‌ ଟିଡିଆର ମାମଲା : ବାପା ପୁଅକୁ ଖୋଜୁଛି ପୁଲିସ

ଜୟପୁର : ତେଲଙ୍ଗିରି ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ବିଭାଗର ଠିକାକାମ ହାତେଇବାକୁ ଜାଲ୍‌ ଟିଡିଆର୍‌ ଦାଖଲ କରିବା ଘଟଣାରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। କିନ୍ତୁ ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ହିଁ ଠିକାଦାର ବାପା ପୁଅ ଦ୍ୱୟ ଫେରାର ହୋଇଯାଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଡଙ୍ଗାବୁଡି ୨ ନିଖୋଜ

ଜୟପୁର/କୋରାପୁଟ : କୋଲାବ ଡ୍ୟାମରେ ବୁଡି କୋରାପୁଟ ବ୍ଲକ ବଡ କେରେଙ୍ଗା ଗ୍ରାମ ପଞ୍ଚାୟତର ୨ ଜଣ ନିଖୋଜ ଥିବା ଜଣାପଡିଛି। ସେମାନେ ହେଲେ ପୁଲସା ଗାଁର ଧର୍ନୁଜୟ ଖରା(୧୯) ଓ ମୁକୁନ୍ଦ ଖରା(୪୦)। ସେମାନେ ଆଜି ଦିନରେ ଗାଁରୁ ଏକ ହୁଲି ଡଙ୍ଗାରେ କୋଲାବ ଆରପଟେ ଥିବା ଡଙ୍ଗରକୁ ମଣ୍ଡିଆ ଆଣିବାକୁ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କାଲିମେଳା: ଜଣେ ୩ ବର୍ଷର ନାବାଳିକାକୁ ଜଣେ ୧୪ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ୪ଦିନ ତଳର ହୋଇଥିବା ବେଳେ ଆଜି ପୀଡ଼ିତାର ବାପା କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାର ବିଭିନ୍ନ ସ୍ଥାନରେ ସଂକ୍ରମଣ ହେବାରୁ ପରିବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜଳିଗଲା ମାଣ୍ଡିଆ ବୋଝେଇ ଟ୍ରାକ୍ଟର

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ତୁସୁବା ପଞ୍ଚାୟତ ଅନ୍ତର୍ଗତ ଖିଲପୁଟ ଗ୍ରାମରେ ଆଜି ଅପରାହ୍ନ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଟ୍ରାକ୍ଟରରେ ମାଣ୍ଡିଆ ଲଦି ଘରକୁ ନେଉଥିବା ସମୟରେ ତୁସୁବା ମୁଖ୍ୟ ରାସ୍ତାରୁ ଖିଲପୁଟ ଯିବା ବାଟରେ ବିଦ୍ୟୁତ ତାର ଲାଗି ଏହି ଟ୍ରାକ୍ଟରଟି…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ କମେଣ୍ଟ କରି ଯୁବକ ଗିରଫ

ମାଥାଲପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ କରିବା ଅଭିଯୋଗରେ ପୁଲିସ ଲିଟିଗୁଡା ଗ୍ରାମର ନିଲୁ ଚେଟ୍ଟୀଙ୍କୁ ଗିରଫ କରିଛି। ପ୍ରକାଶ ଥାଉକି, ମାଥାଲପୁଟ ଅଞ୍ଚଳର କିଛି ଛାତ୍ରୀ ଅଞ୍ଚଳର ଜଣେ ଶିକ୍ଷକଙ୍କ ଘରେ ମାଗଣାରେ…
ଅଧିକ ଖବର ଦେଖନ୍ତୁ...

ବାପା ଝିଅଙ୍କ ଝୁଲନ୍ତା ଶବ ଉଦ୍ଧାର

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ରେ ଏକ ଘରୁ ବାପା ଝିଅଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇ ଏମ୍‌ଭି-୭୯ ଥାନାରେ ଏତଲା ଦିଆଯାଇଛି। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହ: ପଥରରେ ଛେଚି ହତ୍ୟା

କୋରାପୁଟ/ପଟାଙ୍ଗୀ : ଗୁଣିଆ ବୋଲି ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ପିଟିବା ସହ ପଥରରେ ଛେଚି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ଏମିତି ଏକ ଜଘନ୍ୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଲାଉଡି ଗ୍ରାମରେ। ମୃତକ ହେଲେ ଖର୍ଜିମ ଲାଛନା ରାଓ(୫୩ବର୍ଷ)। ଏ ନେଇ ପଟାଙ୍ଗୀ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ କିରାଣି

ନନ୍ଦପୁର/ଜୟପୁର: ଭିଜିଲାନସ ଜାଲରେ ପଡିଛନ୍ତି ନନ୍ଦପୁର ବ୍ଲକର କିରାଣି ଜିି. ସନ୍ତୋଷ କୁମାର ରାଓ। ସେମିଳିଗୁଡା ଇଂଜିନିୟରିଂ ଓ୍ଵାର୍କସର ବଳରାମ ସୁତାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ଘଟଣାରୁ ପ୍ରକାଶ ଯେ ସେମିଳିଗୁଡା ଇଂଜିନିୟରିଂ ଓ୍ଵାର୍କସର…
ଅଧିକ ଖବର ଦେଖନ୍ତୁ...

ତୁଟୁନି ମଣ୍ଡି ବିବାଦ, ଉଠୁନି ଧାନ

ଜୟପୁର : ଜୟପୁର ଉପଖଣ୍ଡରେ ମଣ୍ଡି ଖୋଲିଛି କିନ୍ତୁ କିଣାବିକା ହୋଇପାରୁନି। ଏଫଏକ୍ୟୁ ବିବାଦ ପାଇଁ ଦ୍ୱିତୀୟ ଦିନ ପାଇଁ ଆଜି ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଗୋଟିଏ କି ଦୁଇଟି ମଣ୍ଡି ନୁହଁ ୨୧ଟି ମଣ୍ଡିରେ ଦ୍ୱିତୀୟ ଦିନ ପାଇଁ ମୁଠାଏ ବି ଧାନ କିଣାବିକା ହୋଇପାରିନି। ମଣ୍ଡିକୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ

କୋରାପୁଟ : କୋରାପୁଟ ସହର ଉପକଣ୍ଠ ବନପଦର ଛକ ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ସୂଚନା ଅନୁସାରେ କୋରାପୁଟରୁ ରାଣୀଗଡ ଯାଇଥିବା ରାସ୍ତାରେ ପି.ମାଳିଗୁଡାର ଜଗନ୍ନାଥ ନାୟକ ଏକ ଆପାଚି…
ଅଧିକ ଖବର ଦେଖନ୍ତୁ...