ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ରାସ୍ତା କାମକୁ ବିରୋଧ, ଗାଡ଼ି ପୋଡ଼ିଲେ ମାଓବାଦୀ

ମାଥିଲି: ରାସ୍ତା କାମକୁ ବିରୋଧ କରି ଆଜି ସ୍ପଷ୍ଟ ଦିବାଲୋକରେ ମାଓବାଦୀ ଏକ ରୋଲରକୁ ପୋଡ଼ି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲୀ ପଞ୍ଚାୟତର ଲୁଲେର ଏବଂ ତୁର୍କାଗୁଡ଼ା ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଛି। ଏହି ରାସ୍ତା…
ଅଧିକ ଖବର ଦେଖନ୍ତୁ...

ରାସ୍ତା କାମକୁ ବିରୋଧ, ଗାଡ଼ି ପୋଡ଼ିଲେ ମାଓବାଦୀ

ମାଥିଲି: ରାସ୍ତା କାମକୁ ବିରୋଧ କରି ଆଜି ସ୍ପଷ୍ଟ ଦିବାଲୋକରେ ମାଓବାଦୀ ଏକ ରୋଲରକୁ ପୋଡ଼ି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲୀ ପଞ୍ଚାୟତର ଲୁଲେର ଏବଂ ତୁର୍କାଗୁଡ଼ା ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଛି। ଏହି ରାସ୍ତା…
ଅଧିକ ଖବର ଦେଖନ୍ତୁ...

ପୋଲ ଉଡ଼ାଇଲେ ନକ୍ସଲ

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ ଆଜି ଏକ ପୋଲକୁ ବୋମା ଲଗାଇ ଉଡାଇ ଦେଇଛନ୍ତି। ସୁକମା ଠାରୁ କିଷ୍ଟରାମ ମୁଖ୍ୟ ସଡକରେ ଧର୍ମପେଣ୍ଟାର ଏହି ପୋଲକୁ ଗତ ୨୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବୋମା ଲଗାଇ ଉଡ଼ାଇବାକୁ ଉଦ୍ୟମ କରିଛନ୍ତି ନକ୍ସଲ। ପ୍ରଥମ ଥର ଉଡାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

୩ ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୁଲିସ ଆଜି ତିନି ଜଣ ନକ୍ସଲକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ କଟେକଲ୍ୟାଣ ଥାନା ଅନ୍ତର୍ଗତ ଲାଖପାଲ ଜଂଗଲରେ ଜିଲ୍ଲା ପୁଲିସ ଓ ସିଆରପିଏଫ ଯବାନ ମିଳିତ କୁମ୍ବିଂ କରୁଥିବା ବେଳେ ତିନି ଜଣ ନକ୍ସଲ ଦୌଡି ପଳାଇବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ରେ ବୁହା ହେଲା ଶବ

କୁଡୁମୁଲୁଗୁମ୍ମା/ଖଇରପୁଟ : ଶବ ନେବାକୁ ମେଡିକାଲରେ ମିଳିଲାନି ମହାପ୍ରୟାଣ ଗାଡ଼ି। ବାଇକ୍‌ରେ ଗାଁକୁ ନିଆଗଲା ଶବ। ଏଭଳି ଘଟଣାର ପୁନରାବୃତ୍ତି ହୋଇଛି ମାଲକାନଗିରି ଜିଲ୍ଲାରେ । ଏମିତି ଅଭାବନୀୟ ଦୃଶ୍ୟ ଆଜି ଅପରାହ୍ନରେ କୁଡୁମୁଲୁଗୁମ୍ମା-ନୂଆଗୁଡା ରାସ୍ତାରେ ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ତୁଳସୀ ପାହାଡ଼ରେ ଏନକାଉଣ୍ଟର, ୩ ନକ୍ସଲ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଥିବା ତୁଳସୀ ପାହାଡରେ ଆଜି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟଛି। ଏହି ଏନ୍‌କାଉଣ୍ଟରରେ ୩ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଏବଂ ବହୁ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ସୂଚନା ମିଳିଛି। ତୁଳସୀ…
ଅଧିକ ଖବର ଦେଖନ୍ତୁ...

ଧାନ ବୋଝେଇ ଟ୍ରକ୍‌ ଜବତ

ମାଲକାନଗିରି/ଖଇରପୁଟ: ଟ୍ରକ୍‌ରେ ଧାନ ଚାଲାଣ ବେଳେ ମାଲକାନଗିରି ଯୋଗାଣ ବିଭାଗ ଚଢ଼ାଉ କରି ଗୋଟିଏ ଟ୍ରକ୍‌କୁ ଧରିଛି। ଏହି ଟ୍ରକ୍‌ଟି କୋତାମେଟା ଅଂଚଳରୁ ଜୟପୁର ରଣ୍ଡାପାଲୀକୁ ଯାଉଥିଲା। ଯୋଗାଣ ବିଭାଗ ଗୋବିନ୍ଦପାଲୀ ନିକଟରେ ଧାନ ଟ୍ରକକୁ ଅଟକାଇଥିଲା। ଗାଡିରେ ୨୦୨ ପ୍ୟାକେଟ ଧାନ ରହିଥିବା…
ଅଧିକ ଖବର ଦେଖନ୍ତୁ...

ସୁକମାରେ ଏନକାଉଣ୍ଟର, ୩ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି ସକାଳେ ପୁଲିସ-ନକ୍ସଲ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ସିଆର୍‌ପିଏଫର ୩ ଜଣ ଯବାନ ଆହତ ହୋଇଛନ୍ତି। ଦୁଇ ଦିନ ପୂର୍ବେ ସିଆର୍‌ପିଏଫ ଯବାନ ଚିନ୍ତାଗୁମ୍ଫାଠାରୁ ୮ କିମି ଦୂରରେ ଥିବା ଜଂଗଲରେ ପଶିଥିଲେ।…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ,୧୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ପୁଲିସ ଆଜି ୬ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ୧୧ ଜଣକୁ ଗିରଫ କରିଛି। ଚିତ୍ରକୋଣ୍ଡା ଅଂଚଳରୁ ଏକ ସ୍କର୍ପିଓ ଏବଂ ଏକ ମାର୍ସଲରେ ଗଂଜେଇ ଚାଲାଣ ହେଉଥିବା ସଂପର୍କରେ ଖବରପାଇ ପୁଲିସ ଗୋବିନ୍ଦପାଲୀ ନିକଟରେ ଅପେକ୍ଷା କରି ରହିଥିଲେ।…
ଅଧିକ ଖବର ଦେଖନ୍ତୁ...

୧୪ ଏକର ଜମିର ଗଂଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଓର୍କେଲ ପୋଲିସ ଆଜି ପ୍ରାୟ ୧୪ ଏକର ଜମିର ଗଂଜେଇ ଗଛକୁ ନଷ୍ଟ କରିଛି। ଓର୍କେଲ ଥାନା ଆଇଆଇସି ସୁମିତ୍ରା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇ ତୃପ୍ତୀ ରଂଜନ ଦାସ,ଏସଆଇ ସରୋଜ କୁମାର ସେଠୀ ସମେତ ଅନ୍ୟ କର୍ମଚାରୀ ତାରଲାକୋଟା ପଞ୍ଚାୟତର ଖିଲଗୁଡା…
ଅଧିକ ଖବର ଦେଖନ୍ତୁ...