ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଠିକା କ୍ୟାମ୍ପରେ ମାଓ ହମଲା : ୨ ଯବାନ ସହିଦ, ୬ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମାରେ ବଡ ଧରଣର ହମଲା କରିଛନ୍ତି ନକ୍ସଲ। ଶତାଧିକ ନକ୍ସଲ ଆତର୍କିତ ଭାବେ ଆକ୍ରମଣ କରି ଗୋଟିଏ ଠିକା କ୍ୟାମ୍ପରେ ଜଣେ ଶ୍ରମିକ ଓ ସୁପରଭାଇଜରଙ୍କୁ ହତ୍ୟା କରିଥିବା ବେଳେ ଖବର ପାଇ ପହଞ୍ଚିଥିବା ୨ଜଣ କୋବ୍ରା ଯବାନ ସହିଦ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ୩ କ୍ୟାଡର୍‌ ମହିଳା ମାଓବାଦୀ ଗିରଫ

ମାଲକାନଗିରି: ଶନିବାର ସନ୍ଧ୍ୟା ବେଳେ ତୁଳସୀ ପାହାଡ଼ ୩ ଜଣ କ୍ୟାଡର୍‌ ମହିଳା ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ମାଓବାଦୀଙ୍କ ନାମ ଯୋଗୀ କାଓ୍ଵସି, ଇଦ୍‌ମେ ମନ୍ଦଓ୍ଵି ଏବଂ ଜାମଲି କୁରାମି। ଏସ୍‌ପି ଜଗମୋହନ ମିନାଙ୍କ ନେତୃତ୍ୱରେ ଡିଭିଏଫ୍‌, ଏସ୍‌ଓଜି ଯବାନଙ୍କ ସମେତ ପ୍ରାୟ ୧୦୦ ପୁଲିସ…
ଅଧିକ ଖବର ଦେଖନ୍ତୁ...

ପ୍ରସୂତି ଓ ନବଜାତକର ଜୀବନ ବଞ୍ଚାଇଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଅବସ୍ଥାପିତ ବିଏସ୍‌ଏଫ୍‌ ଯବାନମାନେ ପୁଣି ଜଣେ ପ୍ରସୂତି ଓ ତାଙ୍କ ନବଜାତ ଶିଶୁଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନରକ୍ଷା କରିଛନ୍ତି। ପୂର୍ବରୁ ଗତ ସପ୍ତାହରେ ମଧ୍ୟ ବିଏସ୍‌ଏଫ୍‌ ଯବାନମାନେ ଜଣେ ଗର୍ଭବତୀ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ପୁଲିସ ଦ୍ୱାରା ୩ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା। ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡରେ ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଡିଭିଏଫ ଓ ଏସଓଜି ଯବାନ କମ୍ବିଂ ବେଳେ ୩ଜଣ ମହିଳା କ୍ୟାଡର ନକ୍ସଲଙ୍କୁ ଗିରଫ କରାଯାଇଛି। ଗିରଫ ୩ଜଣ ହେଲେ ଜାମଲି କୁରାମୀ, ଯୋଗୀ…
ଅଧିକ ଖବର ଦେଖନ୍ତୁ...

କୋବ୍ରା ଉଠାଇ ଆଣିଥିଲେ ୧୦ଜଣଙ୍କୁ, ପୁଲିସ ଛାଡିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ମାଓବାଦୀ ସନ୍ଦେହରେ କୋବ୍ରା ଯବାନ ୧୦ଜଣଙ୍କୁ ଉଠାଇ ଆଣିଥିଲେ। ତେବେ ତଦନ୍ତ ପରେ ଏମାନେ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ନଥିବା ସ୍ପଷ୍ଟ ହେବା ପରେ ପୁଲିସ ସମସ୍ତଙ୍କୁ ଛାଡ଼ି ଦେଇଛି।  ଘଟଣାରୁ ପ୍ରକାଶ ଯେ ଗତ ଚାରି ଦିନ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ପୁଲିସ ଗୁଳିରେ ଦୁଇ ନକ୍ସଲ ମୃତ

ମାଲକାନଗିରି: ଓଡ଼ିଶା ସୀମାନ୍ତ ସୁକମା ଜିଲ୍ଲାର ଚିନ୍ତାଗୁଫା ଥାନା ଅଞ୍ଚଳରେ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ନକ୍ସଲ ଗୁଳି ବିନିମୟ ସମୟରେ ପୁଲିସ ଗୁଳିରେ ନକ୍ସଲ ପୋଷାକ ପରିହିତ ଦୁଇ କ୍ୟାର୍ଡର ନକ୍ସଲ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବରଣ କରିଥିବା ନକ୍ସଲଙ୍କ ମଧ୍ୟରେ ଜଣେ ପୁରୁଷ ଥିବା…
ଅଧିକ ଖବର ଦେଖନ୍ତୁ...

ମାଓ କ୍ୟାମ୍ପରେ ଚଢ଼ାଉ, ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ଏକ ମାଓ କ୍ୟାମ୍ପରେ ଚଢ଼ାଉ କରି ବହୁ ପରିମାଣର ବିସ୍ଫୋରକ ଏବଂ ବୋମା ଜବତ କରିଛି। ସୁକମା ଜିଲ୍ଲା କୁକନାର ଥାନା ଅନ୍ତର୍ଗତ ଛୋଟେ ତୋଙ୍ଗପାଲ, ଜୋଂଗେରାସ, ପୁଷଗୁନ୍ନା ଅଂଚଳରେ ଡିଆରଜି ଏବଂ ଜିଲ୍ଲା ପୋଲିସ କମ୍ବିଂ ପାଇଁ ଯାଇଥିଲେ।ଏହି ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

୨ ନକ୍ସଲ ଗରିଫ

ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ପୁଲିସ ଆଜି ଦୁଇ ଜଣ ନକ୍ସଲକୁ ଗିରଫ କରିଛି। ସୂଚନା ଅନୁଯାୟୀ ଜିଲ୍ଲା ପୁଲିସ, ଏସଟିଏଫ, ଆଟିବିପି ଯବାନ ସର୍ଚ୍ଚ ଅପରେସନ ପାଇଁ ଏହି ଜିଲ୍ଲା ଅନ୍ତର୍ଗତ ରାଜଧାନୀ ପାହାଡ ଜଂଗଲକୁ ଯାଇଥିଲେ। ତେବେ ଦୁଇ ସଂଦିଗ୍ଧ ନକ୍ସଲ ପୁଲିସକୁ ଦେଖି ଦୌଡି…
ଅଧିକ ଖବର ଦେଖନ୍ତୁ...

ନକଲି ଆଇଆଇସି ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀରେ ପୁଲିସ ଆଇଆଇସି ବୋଲି ପରିଚୟ ଦେଇ ୨ଲକ୍ଷ ଟଙ୍କା ଠକି ନେଉଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଠକ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗାନ୍ଧୀନଗର ଅଞ୍ଚଳର ମଣ୍ଟୁ ସାହୁ ବୋଲି ପୁଲିସ ସୂଚନା ଦେଇଛି। ପ୍ରାୟ ୭ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ଏକାକୀ ଖୋଳିଲେ ପୋଖରୀ, ୨୭ ବର୍ଷ ଲାଗିଲା

ମାଲକାନଗିରି: ସଂକଳ୍ପ କଲେ ସବୁ ସମ୍ଭବ ହୋଇଯାଏ। ଏହି ଉକ୍ତିଟିକୁ ପ୍ରତିପାଦିତ କରିପାରିଛନ୍ତି ପଡୋଶୀ ଛତିଶଗଡର ରେକୋରିଆ ଜିଲ୍ଲା ଅନ୍ତର୍ଗତ ଚିରମିରି ନଗର ପାଳିକା ସଜାପାହଡ ଗ୍ରାମର ଶ୍ୟାମଲାଲ। ଗ୍ରାମରେ ପୋଖରୀ ନଥିବାରୁ ଲୋକେ ପାଣି ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।…
ଅଧିକ ଖବର ଦେଖନ୍ତୁ...