ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଫେରିଲେ ଯବାନ, ଜବତ ସାମଗ୍ରୀ ଆନ୍ଧ୍ର ଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଦୁଇ ଦିନ ତଳେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ଶେଷରେ ଆଜି ଯବାନମାନେ ଆନ୍ଧ୍ରକୁ ଫେରିଯାଇଛନ୍ତି। ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଛି। ଜବତ…
ଅଧିକ ଖବର ଦେଖନ୍ତୁ...

୯ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଆନ୍ଧ୍ର ପ୍ରଦେଶର ନରସିପାଟଣମ୍‌ ପୁଲିସ ନିକଟରେ ଆଜି ୯ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବବଲି ରାଜୁ (୨୫), ଭି.ଭିରାନ୍ନା (୪୫), ଜରଥା ବାଲାରାଜୁ (୪୮), ପାଙ୍ଗି ମାଗେ (୪୫), ଜେ.ଗାଙ୍ଗାମା (୪୦), କାକୁରି ନାରାୟାଣମା (୪୦), କାକୁରି ପାର୍ବତୀ…
ଅଧିକ ଖବର ଦେଖନ୍ତୁ...

ନାବାଳକ ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି: ନକ୍ସଲ ସଂଗଠନରେ ବାଲ୍‌ ସଂଗମ୍‌ ସକ୍ରିୟ ରହିଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଆଜି ମାଲକାନଗିରି ପୁଲିସ ନିକଟରେ ଜଣେ ନାବାଳକ ନକ୍ସଲ ଆତ୍ମସମର୍ପଣ କରିବା ପରେ ନକ୍ସଲଙ୍କ ବାଲ୍‌ ସଂଗମ୍‌ ସକ୍ରିୟ ଥିବା ସ୍ପଷ୍ଟ ହୋଇଯାଇଛି। ଆତ୍ମସମର୍ପଣ କରିଥିବା ଏହି ନାବାଳକ ନକ୍ସଲ (୧୬ )…
ଅଧିକ ଖବର ଦେଖନ୍ତୁ...

ବିଚ୍ଛିନ୍ନାଞ୍ଚଳରେ ପୁଲିସ-ମାଓବାଦୀ ଗୁଳି ବିନିମୟ : ଖସିଗଲେ ଆର୍‌କେ

କ୍ୟାମ୍ପ ଠାବ, ମାଓ ସାମଗ୍ରୀ ଉଦ୍ଧାର ବହୁସଂଖ୍ୟକ ନକ୍ସଲ ମୃତାହତ ଆଶଙ୍କା ସର୍ଚ ଅପରେସନ ଜାରି ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ମୁହାଁମୁହିଁ ହୋଇଛନ୍ତି ପୁଲିସ -ମାଓବାଦୀ। ଆଜି ପ୍ରାୟ ଘଣ୍ଟାଏ ଧରି ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ…
ଅଧିକ ଖବର ଦେଖନ୍ତୁ...

କମ୍ବିଂ ଅପରେସନ୍‌ ବେଳେ ଗୁଳିବିନିମୟ, ୫୦ରୁ ଊର୍ଧ୍ୱ ମାଓବାଦୀ ନିହତ ସନ୍ଦେହ

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ଆନ୍ଧ୍ର ସୀମାନ୍ତଙ୍କୁ ଲାଗିଥିବା ଜୋଡାମ୍ବ ପଞ୍ଚାୟତ ଟିକରପାଡୁ ଜଙ୍ଗଳ ନିକଟରେ ସୋମବାର ଆନ୍ଧ୍ର ଗ୍ରେହାଉଣ୍ଡ ଓ ଓଡ଼ିଶା ପୁଲିସର ଏସ୍‌ଓଜି ଯବାନ ମିଳିତ ଭାବେ କମ୍ବିଂ ଅପରେସନ୍‌ କରି  ଏକ ମାଓବାଦୀ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଉଭୟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ଅଞ୍ଚଳରେ ମୋବାଇଲ ମନା: ଟାର୍ଗେଟ କରୁଛନ୍ତି ନକ୍ସଲ ଓ ସୁରକ୍ଷାକର୍ମୀ

ମାଲକାନଗିରି: ଯୁଗ ବଦଳିବା ସହ ଲୋକେ ଆଧୁନିକତାକୁ ଆପଣେଇଲେଣି। ଦିନ ଥିଲା ଫୋନରେ କଥା ହେବା ମୁସକିଲ ହୋଇପଡୁଥିଲା। ଏବେ କିନ୍ତୁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ ଫୋନ। ତେବେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳର ଦୁର୍ଗମ ଗ୍ରାମବାସୀଙ୍କ ପାଇଁ ମୋବାଇଲ କାଳ ସାଜିଛି। ଏହି…
ଅଧିକ ଖବର ଦେଖନ୍ତୁ...

ପୁଣି ଘୁଞ୍ଚିଲା ଗୁରୁପି୍ରୟା ସେତୁ ଡେଡ୍‌ଲାଇନ୍‌

ଚିତ୍ରକୋଣ୍ଡା : ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଡେଡ୍‌ଲାଇନ। ଫେବ୍ରୁଆରି ପରିବର୍ତେ ମାର୍ଚ ଶେଷ ସପ୍ତାହରେ ସରିବ ନିର୍ମାଣ କାମ। ପୋଲ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ଏମିତି ସୂଚନା ଦେଇଛନ୍ତି ୫ଜଣିଆ ବିଶେଷଜ୍ଞ ଦଳ। ଏହି ଟିମ୍‌ ଆଜି ବହୁ ସମୟ ଧରି ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ପୁରସ୍କାର ଘୋଷିତ ନକ୍ସଲ ଦମ୍ପତ୍ତିଙ୍କ ବିଜାପୁରରେ ଆତ୍ମସମର୍ପଣ, ମହରାଷ୍ଟ୍ରରୁ ଗିରଫ ହେଲେ ପତି-ପତ୍ନୀ ରମନ୍ନା-ପଦ୍ମା

ମାଲକାନଗିରି: ପୁରସ୍କାର ଘୋଷିତ ନକ୍ସଲ ଦମ୍ପତ୍ତି ଶନିବାର ପଡୋଶୀ ଛତିଶଗଡ଼ର ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଏକ ଜଙ୍ଗଲରୁ ଶୁକ୍ରବାର ରାତିରେ ମାଓବାଦୀ ରମନ୍ନା ଓ ପତ୍ନୀ ପଦ୍ମା ଗିରଫ ହୋଇଛନ୍ତି। ଛତିଶଗଡ଼ରେ ଆତ୍ମସମର୍ପଣ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବାଲିମେଳା: କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଚର୍ଚ୍ଚ ପଛପଟୁ ଜଣେ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳା ମେରୀ ଖରା(୪୭) ବୋଲି ଜଣାପଡିଛି। ସୂଚନା ଅନୁସାରେ ମେରୀ ଜୟପୁର ହାତୀଶାଳରେ ରହୁଥିବା ଅଭି ଖରାଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ମା’…
ଅଧିକ ଖବର ଦେଖନ୍ତୁ...

୩ ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ଆଜି ୩ ଜଣ ନକ୍ସଲକୁ ଗିରଫ କରିଛି। ସୂଚନା ଆନୁଯାୟୀ ଆଜି ସକାଳୁ କଟରୁ ଏସଡିଓ ପି.ପ୍ରଶାନ୍ତ ଶୁକ୍ଳାଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଆମ୍ପେଲି ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିବା ବେଳେ ତିନି ଜଣ ସଂଦିଗ୍ଧ ବ୍ୟକ୍ତି ପୁଲିସକୁ ଦେଖି ଦୌଡି ପଳାଇ…
ଅଧିକ ଖବର ଦେଖନ୍ତୁ...