ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଶିକୁଳିରେ ବନ୍ଧା ଜୀବନ:ପରିବାର ଉପରେ ଦୁଃଖର ପାହାଡ଼

ମାଲକାନଗିରି: ପରିବାରର ରୋଜଗାରିଆ ବ୍ୟକ୍ତିଙ୍କ କିଛି ହୋଇଗଲେ ପୂରା ପରିବାର ଅସହାୟ ହୋଇଯାଏ। ଏମିତି ବହୁ ନଜିର ବହୁ ସମୟରେ ଦେଖିବାକୁ ମିଳେ। ସେଥିମଧ୍ୟରୁ ଗୋଟିଏ ଉଦାହରଣ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲୀ ପଞ୍ଚାୟତରେ ଦେଖିବାକୁ ମିଳିଛି। ପାହାଡ ଉପରେ ଥିବା…
ଅଧିକ ଖବର ଦେଖନ୍ତୁ...

ମହିଳା ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ଏସପି ଅଭିଷେକ ମୀନା ପ୍ରକାଶ କରିଛନ୍ତି। ଏଥିସହ ଘଟଣାସ୍ଥଳରୁ ହତିଆର ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମହିଳା…
ଅଧିକ ଖବର ଦେଖନ୍ତୁ...

ମାଥିଲି ଥାନାରେ ମାଓ ପୋଷ୍ଟର: ଗାଁରେ ପଶି ମହିଳାଙ୍କୁ ଅତ୍ୟାଚାର କରୁଛନ୍ତି ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତେମୁରୁପାଲି ଗ୍ରାମରେ ମାଓବାଦୀମାନେ ବୁଧବାର ଏକ ପୋଷ୍ଟର ମାରିଛନ୍ତି। ଏହି ପୋଷ୍ଟରେ ଉଲ୍ଲେଖ ଅଛି କି, ଏରିୟା ଡୋମିନେସନ୍‌ ନାମରେ ନିର୍ଦ୍ଦୋଶ ଗ୍ରାମୀଣ ଏବଂ ଆମର ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଲଢ଼େଇ ନାମରେ ହତ୍ୟା କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ବୋମା ବିସ୍ଫୋରଣରେ ଆହତ ମହିଳାଙ୍କୁ ୭କିମି ଭାରରେ ବୋହିଲେ ଯବାନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରୁ ଗତ ଶନିବାର ଦିନ ବିଜାପୁର ଗଙ୍ଗାଲୁର ଥାନା ଅନ୍ତର୍ଗତ ବୁର୍ଜି ଜଙ୍ଗଲରେ ସିଆରପିଏଫ ଯବାନମାନେ କମ୍ବିଂ ସାରି ଫେରୁଥିଲେ । ଠିକ୍‌ ଏହି ସମୟରେ ମାଓବାଦୀ ଖଞ୍ଜିଥିବା ପ୍ରେସର ବୋମା ବିସ୍ଫୋରଣ ହେଇଥିଲା । ଏଥିରେ ସେହି ବାଟରେ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ପୁଲିସ ଦ୍ୱାରା ପ୍ରାୟ ୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବାଲିମେଳା ଆଇଆଇସି ସୁମିତ୍ରା ଜେନାଙ୍କ ନେତୃତ୍ୱରେ ବାଲିମେଳା ଥାନା ଅନ୍ତର୍ଗତ କଣ୍ଡେଲବନ୍ଧ ଗ୍ରାମ ନିକଟରେ ଥିବା ସରକାରୀ ଜାଗାରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ…
ଅଧିକ ଖବର ଦେଖନ୍ତୁ...

୧୨ ନାବାଳିକା ଉଦ୍ଧାର, ସିଡବ୍ଲୁସିକୁ ହସ୍ତାନ୍ତର

ମାଲକାନଗିରି : ଆଜି ମାଲକାନଗିରି ଚାଇଲ୍ଡ ଲାଇନ ତରଫରୁ ୧୨ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହି ୧୨ ନାବାଳିକାଙ୍କୁ ଆନ୍ଧ୍ର ଚାଲାଣ ବେଳେ ଉଦ୍ଧାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏମାନଙ୍କୁ ଚାରି ଜଣ ମହିଳା ନେଉଥିଲେ। ଘଟଣାରୁ ପ୍ରକାଶ ଯେ ମାଲକାନଗିରିସ୍ଥିତ…
ଅଧିକ ଖବର ଦେଖନ୍ତୁ...

୩ ନକ୍ସଲ ଗିରଫ

ମାଲକାନଗିରି : ପୁଲିସକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିବା ୩ଜଣ ନକ୍ସଲଙ୍କୁ ପଡୋଶୀ ଛତିଶଗଡର କୋଣ୍ଡାଗାଓଁ ପୁଲିସ ଧରିବାରେ ସଫଳ ହୋଇଛି। ଏହି ଜିଲ୍ଲାର ନବାଗାଓଁ ନିକଟରେ ନିର୍ମାଣଧୀନ ରାସ୍ତାକୁ ସୁରକ୍ଷା ଦେବା ପାଇଁ ଆସିଥିବା ଆଟିବିପି ୪୧ବାଟାଲିୟନ ଯବାନଙ୍କ ଉପରେ ଆକ୍ରମଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ,୨ ଗିରଫ

ମାଲକାନଗିରି : ମାଲକାନଗିରି ଅବକାରୀ ବିଭାଗ ତରଫରୁ ଗଂଜେଇ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦେଶକ୍ରମେ ଚିତ୍ରକୋଣ୍ଡାର ନୂଆଗୁଡାରେ ଚଢାଉ କରାଯାଇ ଗଂଜେଇ ଜବତ କରାଯାଇଥିଲା। ଆରଏସି-୧ରୁ ଏକ ଇଣ୍ଡିକା କାର ଗଂଜେଇ ଆସୁଥିବା ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ବର୍ବର କାଣ୍ଡ: ପୁଲିସ ଇନ୍‌ଫରମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ ବସ୍ତର ଜିଲ୍ଲାରେ ମାଓବାଦୀମାନେ ଶୁକ୍ରବାର ରାତିରେ ଜଣେ ସରପଞ୍ଚଙ୍କୁ ପୁଲିସ ଇନ୍‌ଫରମର ସନ୍ଦେହରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଛିନ୍ଦଗୁର ସରପଞ୍ଚ ପଣ୍ଡରୁ ଜଗାଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କୋଲେଙ୍ଗ ଗ୍ରାମରେ ପୁଲିସ ଶିବିର…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷ ରାଜେଶର ଓଜନ ୧୦ କିଲୋରୁ କମ୍‌

ମାଲକାନଗିରି: ରାଜେଶ ନାରାୟଣ। ବୟସ ପାଖାପାଖି ୧୦ ବର୍ଷ ହେବ। ପିଲାଟି ଦିନରୁ ବାପା ମାଆକୁ ହରାଇଛି ରାଜେଶ। ଅଜଣା ରୋଗର ଶିକାର ହୋଇ ମା’ ଆରପାରିକୁ ଚାଲିଗଲେ। ବାପା ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ। ଏହାପର ଠାରୁ ବୃଦ୍ଧା ଆଈ ମା’ ପାଖରେ ରହି ଆସୁଛି ରାଜେଶ। ତେବେ ରାଜେଶ ମଧ୍ୟ ଏବେ ଅଜଣା…
ଅଧିକ ଖବର ଦେଖନ୍ତୁ...