ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଏନକାଉଣ୍ଟରରେ ମହିଳା ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ପାମେଡ ଥାନା ଅନ୍ତର୍ଗତ ଜରମପଲ୍ଲୀ ଜଙ୍ଗଲରେ ଏସଟିଏଫ ଏବଂ ଜିଲ୍ଲା ପୁଲିସ ମିଳିତ କୁମ୍ବିଂ କରୁଥିବା ବେଳେ ନକ୍ସଲ ସହ ସାମ୍ନାସାମ୍ନି…
ଅଧିକ ଖବର ଦେଖନ୍ତୁ...

ଭାଲୁ କାମୁଡାରେ ମହିଳା ଗୁରୁତର

ମାଲକାନଗିରି/ବାଲିମେଳା : ଆଜି ସକାଳେ ଜନୈକା ମହିଳାକୁ ଭାଲୁ କାମୁଡିବା ଫଳରେ ଗୁରୁତର ଆହତ ହୋଇ ମାଲକାନଗିରି ମେଡିକାଲରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା-ସି ଗ୍ରାମର ପୂର୍ଣ୍ଣ ଦିଶାରୀଙ୍କ ପତ୍ନୀ ଭାନୁ ସକାଳେ ଶୌଚ ପାଇଁ ନିକଟସ୍ଥ ଜଂଗଲକୁ…
ଅଧିକ ଖବର ଦେଖନ୍ତୁ...

କୁକୁଡା ଗାଲିରେ ଚଢାଉ

ମାଲକାନଗିରି: ମାଲକାନଗିରି ପୁଲିସ ତରଫରୁ ସ୍ଥାନୀୟ ପ୍ରଧାନୀଗୁଡା ଠାରେ ଅନୁଷ୍ଠିତ ହେଉଥିବା ଦୁଇଟି କୁକୁଡା ଗାଲି ଉପରେ ଏସପି ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ଚଢାଉ କରାଯାଇଥିଲା। ଆଇଆଇସି ରଂଜନ କୁମାର ସାହୁଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ତେବେ ପୁଲିସ ଆସିବା ଜାଣି କୁକୁଡା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ଏନକାଉଣ୍ଟର, ଜଣେ ମାଓବାଦୀ ମୃତ

ମାଲକାନଗିରି: ଆଜି ଭୋର ଭୋରରୁ ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓବାଦୀ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଏସଏଲଆର ବନ୍ଧୁୁକ, ଗୁଳି ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନାରେ ଏନ୍‌କାଉଣ୍ଟର : ୮ ମାଓବାଦୀ ନିହତ

ମାଲକାନଗିରି : ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କୋଥାଗୁଡେମ୍‌ ଜିଲ୍ଲାରେ ଆଜି ଏନ୍‌କାଉଣ୍ଟର ହୋଇଛି। ଜିଲ୍ଲାର ଇଲେଣ୍ଡୁ ବ୍ଲକର ବେଥାପୁଡୁ ଗ୍ରାମ ନିକଟସ୍ଥ ମେମାଲଡୁଗୁ ଜଂଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟି ୮ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରୁ ବହୁ…
ଅଧିକ ଖବର ଦେଖନ୍ତୁ...

ଶୋଭାଯାତ୍ରାରେ ନାଚିଲେ ଲୋକ ପ୍ରତିନିଧି

ମାଥିଲି: ମାଥିଲି ବ୍ଲକ ସଦର ମହକୁମାରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ। ପାରମ୍ପରିକ ବାଦ୍ୟ ଓ ମହୁରୀର ତାଳେତାଳେ ନାଚଗୀତରେ ନାଚି ଉଠିଥିଲେ ଅଞ୍ଚଳବାସୀ। ସମସ୍ତେ କାନ୍ଧରେ କାନ୍ଧ ମିଶାଇ ଢେମସା ନାଚ କରିଥିଲେ। ନାଚ ଓ ଗୀତରେ ଦୁଲୁକି ଉଠିଥିଲା ସମଗ୍ର…
ଅଧିକ ଖବର ଦେଖନ୍ତୁ...

୮ଟି ଗାଡ଼ି ଜାଳିଦେଲେ ନକ୍ସଲ

ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାରେ ନକ୍ସଲ ଉତ୍ପାତ ମଚାଇଛନ୍ତି। ଇରାଗାଓଁ ଥାନା ଅଂଚଳ ନିର୍ମାଣ କରାଯାଉଥିବା ନୂତନ ରାସ୍ତାରେ ନିଯୋଜିତ ଗାଡିଗୁଡିକକୁ ନକ୍ସଲ ପୋଡି ଦେଇଛନ୍ତି।ଇରାଗାଓଁ ଠାରୁ ଚୁରେଗାଓଁ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ରାସ୍ତାରେ ନିୟୋଜିତ ଥିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ଚିତ୍ରକୋଣ୍ଡା ବନ୍ଦ

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା କଂଗ୍ରେସର ଡାକରାକ୍ରମେ ଆଜି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାରେ ବନ୍ଦ ପାଳନ କରାଯାଇଥିଲା। ବିଭିନ୍ନ ଦାବି ନେଇ ଗତକାଲି ଠାରୁ କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ମଧ୍ୟ ଆଜି ଦ୍ୱିତୀୟ ଦିନରେ…
ଅଧିକ ଖବର ଦେଖନ୍ତୁ...

ପଣସପୁଟରେ ନକ୍ସଲଙ୍କ ପ୍ରଜାକୋର୍ଟ : ୩ ଜଣଙ୍କୁ ନିସ୍ତୁକ ମାଡ଼

ମାଲକାନଗିରି : ପିଏଲଜିଏ ସପ୍ତାହ ବିନା ହିଂସାରେ କଟିଲା। ହେଲେ ଏହାପରେ ଆରମ୍ଭ ହୋଇଯାଇଛି ମାଓବାଦୀଙ୍କ ଆତଙ୍କରାଜ୍‌। ଶନିବାର ରାତିରେ ଜଣକୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିବା ବେଳେ ରବିବାର ଦିନ ପ୍ରଜାକୋର୍ଟ କରି ଜଣେ ପୂର୍ବତନ ସରପଞ୍ଚ ସମେତ ୩ଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି/ଚିତ୍ରକୋଣ୍ଡା : ପିଏଲଜିଏସ ସପ୍ତାହ ଶେଷ ହେବାର ଗୋଟିଏ ଦିନ ପରେ ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗଡା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଟେକଗୁଡା ଗାଁର ସୀତାରାମ ଖେମୁଣ୍ଡୁଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ ଇନଫର୍ମର ଦର୍ଶାଇ…
ଅଧିକ ଖବର ଦେଖନ୍ତୁ...