ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

୬କ୍ୱିଣ୍ଟାଲ ଗଂଜେଇ ଜବତ, ୪ଗିରଫ

କାଲିମେଳା/ମାଲକାନଗିରି: ଏକ କଣ୍ଟେନରରେ ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ଜିଲ୍ଲାର କାଲିମେଳା ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଗଞ୍ଜେଇ ମାଫିଆ। ପୁଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଟିଏସ୍‌୧୨-ୟୁବି…
ଅଧିକ ଖବର ଦେଖନ୍ତୁ...

ବାବାଙ୍କ ଘରେ ରୋଗୀଙ୍କ ଧାଡ଼ି:ଅନ୍ଧ ବିଶ୍ୱାସର ଅର୍ଗଳି

କାଲିମେଳା: ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସାରିଥିବା ବେଳେ ଅନ୍ୟ ଗ୍ରହରେ ଘର କରିବାକୁ ଯୋଜନା କଲାଣି। କିନ୍ତୁ ଆଦିବାସୀ ଆଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ଭିତରୁ ଅନ୍ଧବିଶ୍ୱାସ ଏପର୍ଯ୍ୟନ୍ତ ଦୂର ହୋଇପାରି ନାହିଁ। ଯାହାର ସଦ୍ୟତମ ନମୁନା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି-୭୬…
ଅଧିକ ଖବର ଦେଖନ୍ତୁ...

ଉନ୍ନୟନ କାର୍ଯ୍ୟ ଠପ୍‌

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଢ଼ୁଛି ନକ୍ସଲ ହିଂସା। ଏହାକୁ ନେଇ ପ୍ରଶାସନ ଏବଂ ଠିକାଦାରଙ୍କ ଚିନ୍ତା ବଢ଼ିଯାଇଛି। ଫଳରେ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇଯାଇଛି। ଗତକାଲି ନକ୍ସଲଙ୍କୁ ବିରୋଧ କରି ପୋଷ୍ଟର ଏବଂ ବ୍ୟାନର ମରାଯିବା ପରେ ଆଜି ନକ୍ସଲ ଚିଠି ପଠାଇ ଏହାର…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାଧୀନ ଅବସ୍ଥାରେ ଏରା କୁଂଜଙ୍କ ମୃତ୍ୟୁ

କାଲିମେଳା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତର ଲଛିପେଟା ଗ୍ରାମର ଗରିବ ଆଦିବାସୀ ଏରା କୁଂଜ(୬୩)ଙ୍କ ଶେଷରେ ମୃତ୍ୟୁ ହୋଇଯାଇଛି। ସେ ଗତ ଏକ ସପ୍ତାହ ହେଲା ମାଲକାନଗିରି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଏରା କୁଂଜଙ୍କର ଗୋଟିଏ ଗୋଡ଼ ଫୁଲିଯିବା ସହିତ ସଂକ୍ରମିତ ହୋଇଥିବାରୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଏବଂ ବିଜାପୁର ଜିଲ୍ଲାରେ ଭିନ୍ନ ଭିନ୍ନ ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏଥିସହ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ସୁକମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ କୋଣ୍ଟା ଜଂଗଲରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ…
ଅଧିକ ଖବର ଦେଖନ୍ତୁ...

୩ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ପଡୋଶୀ ଆନ୍ଧ୍ରପ୍ରଦେଶର ନରସିପାଟଣମ୍‌ ପୋଲିସ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଜି.ଭାସ୍କର ରାଓ ଓରଫ ପ୍ରଭାସାନା(୩୫), କେ.ସୁନ୍ଦର ରାଓ ଓରଫ ଭାସ୍କର ରାଓ(୨୫) ଏବଂ କେ.ନାଗେଶ୍ୱର ରାଓ ଓରଫ ନାରାୟଣ(୩୨)।ଏହି ତିନି ଜଣ ନକ୍ସଲ ଗତ ୨୦୧୨ ମସିହାରୁ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ହତ୍ୟା, ଗଳିତ ଶବ ଉଦ୍ଧାର

କାଲିମେଳା : କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିବାଡ଼ା ପଞ୍ଚାୟତ ଅନ୍ତର୍ଗତ ବଦଲିଗୁଡ଼ା ଗ୍ରାମରେ ବୀଭତ୍ସ କାଣ୍ଡ ଘଟିଛି। ଗୁଣି ସନ୍ଦେହରେ ଗାଁର ଗଂଗା ପଡ଼ିଆମୀ(୪୦)ଙ୍କୁ ସେହି ଗ୍ରାମର ୪ଜଣ ନିର୍ମମ ଭାବେ ହତ୍ୟା କରି କେନାଲ ନିକଟରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ନେଇ ମୃତକଙ୍କ ପତ୍ନୀ ଯୋଗୀ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ଘରୁ ଟାଣି ନେଇ ଗଳା କାଟି ହତ୍ୟା , ୩ ଟ୍ରାକ୍ଟରପୋଡ଼ି

ମାଲକାନଗିରି: ଗତକାଲି ରାତିରେ ମାଓବାଦୀମାନେ ପୁଲିସ ଇନଫରମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଛନ୍ତି। ଏତଦ୍‌ବ୍ୟତୀତ ରାସ୍ତା କାମ କରୁଥିବା ଠିକାଦାର ସଂସ୍ଥାର ୩ଟି ଟ୍ରାକ୍ଟରକୁ ମଧ୍ୟ ନିଆଁ ଲଗାଇ ପୋଡ଼ିି ଦେଇଛନ୍ତି ମାଓବାଦୀମାନେ। ଏହାକୁ ନେଇ ଅଞ୍ଚଳରେ ଆତଙ୍କଜନକ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଯୁବକଙ୍କୁୁ ହତ୍ୟା: ବଣ୍ଡାଘାଟି ପରେ ମହୁପଦରରେ ମାଓ ହିଂସା

ମାଥିଲି/ମାଲକାନଗିରି: ମାଲକାନଗିରିରେ ଜଟିଳ ହେଉଛି ମାଓ ସମସ୍ୟା। ରବିବାର ରାତିରେ ବଣ୍ଡାଘାଟିରେ ଏକ ଠିକା କ୍ୟାମ୍ପରେ ଲଙ୍କାକାଣ୍ଡ ଘଟାଇ ରାସ୍ତାରେ କାମରେ ନିୟୋଜିତ ୮ଟି ଗାଡ଼ି ଜାଳି ଦେଇଥିବା ବେଳେ ଗତକାଲି ରାତିରେ ମାଥିଲି ବ୍ଲକରେ ଜଣେ ଆଦିବାସୀ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ଘରୁ ଟାଣି ନେଇ ତଣ୍ଟି କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ଗତକାଲି ରାତିରେ ମାଓବାଦୀମାନେ ପୁଲିସ ଇନଫରମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ଜନ୍ଦ୍ରାଗୁଡ଼ା…
ଅଧିକ ଖବର ଦେଖନ୍ତୁ...