ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

୨୧ଟି ରାଇସ ମିଲ୍‌ରେ ଚଢାଉ

ମାଲକାନଗିରି: ଗଣମାଧ୍ୟମରେ ମିଲରଙ୍କ ମନମାନି ସଂପର୍କରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଛି। ଆଜି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାର ସମସ୍ତ ୨୧ଟି ଯାକ ମିଲ୍‌ରେ ଚଢାଉ ପାଇଁ ନିର୍ଦେଶ ଦେଇଥିଲେ। ଏଥିପାଇଁ ୨୧ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଏକକାଳୀନ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ବୋମା ବିସ୍ଫୋରଣରେ କଲଭର୍ଟ ଉଡିଲା

ମାଲକାନଗିରି : ପଡୋଶୀ ଛତିଶଗଡର ସୁକମା ଜିଲ୍ଲାରେ ଆଜି ନକ୍ସଲ ବିସ୍ଫୋରଣ କରି ଗୋଟିଏ କଲଭର୍ଟକୁ ଉଡାଇ ଦେଇଛନ୍ତି। ଘଟଣା ଅନୁଯାୟୀ ଯବାନମାନେ ଧର୍ମପେଣ୍ଟା ନିକଟରେ କମ୍ବିଂକୁ ଯାଉଥିବା ବେଳେ ଏକ କଲଭର୍ଟରେ ନକ୍ସଲ ପୂର୍ବରୁ ବୋମା ଖଞ୍ଜିଥିଲେ। ଯବାନ ଏହି କଲଭର୍ଟ ପାର ହେବାର କିଛି ସମୟ ପରେ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ,୫ ଗିରଫ

ମାଲକାନଗିରି : ପଡୋଶୀ ଛତିଶଗଡର କାଂକେର ପୁଲିସ ଆଜି ଗଂଜେଇ ଗାଡି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଏହି ଗାଡି ମାଲକାନଗିରିରୁ ଗଂଜେଇ ନେଇ ମହାରାଷ୍ଟ୍ର ଯାଉଥିବା ଜଣାପଡିଛି। ମହାରାଷ୍ଟ୍ରର ନାସିକ ଏବଂ ଔରାଙ୍ଗାବାଦ ଜିଲ୍ଲାରୁ କିଛି ଲୋକ ମାଲକାନଗିରି ଆସି ସ୍କର୍ପିଓ ଓ ଟୟୋଟା ଗାଡିରେ…
ଅଧିକ ଖବର ଦେଖନ୍ତୁ...

୫ରୁ ୧୨କିଲୋ ଧାନ କାଟିବାକୁ ମିଲରଙ୍କ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଣ୍ଡି ଆରମ୍ଭ ଏକ ମାସରୁ ଊର୍ଧ୍ୱ ସମୟ ହେଲାଣି। କିନ୍ତୁ ବିବାଦ ପିଛା ଛାଡୁନାହିଁ। କୌଣସି ନା’ କୌଣସି କାରଣରୁ ଧାନ ଉଠିପାରୁ ନାହିଁ। ଏଥିପାଇଁ ଚାଷୀ ସମସ୍ୟାରେ ଛନ୍ଦି ହେଉଥିବା ବେଳେ କେଉଁଠି ମିଲରଙ୍କ ଦାଦାଗିରି ତ’ ଆଉ କେଉଁଠି ଲ୍ୟାମ୍ପସ୍‌…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ପୁଲିସ ଦ୍ୱାରା ଗିରଫ ମାଓବାଦୀଙ୍କ ଆତ୍ମହତ୍ୟା

ମାଲକାନଗିରି: ଗତକାଲି ପୁଲିସ ଦ୍ୱାରା ଗିରଫ ହୋଇଥିବା ବାର ଜଣ ମାଓବାଦୀଙ୍କ ମଧ୍ୟରୁ ଜଣେ ମାଓବାଦୀ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମାଓବାଦୀ ଜଣକ ହେଉଛନ୍ତି ମାଥିଲ ଥାନା ହେମ୍ରୁପାଳ ପଞ୍ଜାୟତର ଚନ୍ଦ୍ରାଗୁଡ଼ା ଗ୍ରାମର ସୋମା କାବାସୀ( ୩୦ ବର୍ଷ)। ପୁଲିସ…
ଅଧିକ ଖବର ଦେଖନ୍ତୁ...

୧୨ ନକ୍ସଲ ଗିରଫ

ମାଲକାନଗିରି : ମାସକ ମଧ୍ୟରେ ୩ଜଣଙ୍କୁ ନକ୍ସଲ ହତ୍ୟା କରିବା ପରେ ମାଲକାନଗିରି ପୁଲିସକୁ ମିଳିଛି ସଫଳତା। ହତ୍ୟାକାଣ୍ଡରେ ସଂପୃକ୍ତ ୧୨ଜଣ ମାଓବାଦୀଙ୍କୁ ପୁଲିସ ଗିରଫ କରିଛି। ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ପ୍ରକାଶ କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ୧୨ ମାଓବାଦୀ ଗିରଫ

ମାଲକାନଗିରି: ବିଭିନ୍ନ ସ୍ଥାନରେ କମ୍ବିଂ ଅପନରେସନ୍‌ ଚଳାଇଥିବା ବେଳେ ମାଲକାନଗିରି  ଜିଲ୍ଲା ପୁଲିସ ୧୨ ଜଣ କ୍ୟାର୍ଡର ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମାଓମାନେ    ସାଧୁ ଖେମୁଡ଼ୁ, ମୁୟା କବାସି ଓ ଡମ୍ବରୁ ନାୟକଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଥିବା ପୁଲିସ କହିଛି। ସୂଚନାଯୋଗ୍ୟ ଯେ ଗତ ୨ ମାସ…
ଅଧିକ ଖବର ଦେଖନ୍ତୁ...

୬କ୍ୱିଣ୍ଟାଲ ଗଂଜେଇ ଜବତ, ୪ଗିରଫ

କାଲିମେଳା/ମାଲକାନଗିରି: ଏକ କଣ୍ଟେନରରେ ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ଜିଲ୍ଲାର କାଲିମେଳା ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଗଞ୍ଜେଇ ମାଫିଆ। ପୁଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଟିଏସ୍‌୧୨-ୟୁବି…
ଅଧିକ ଖବର ଦେଖନ୍ତୁ...

ବାବାଙ୍କ ଘରେ ରୋଗୀଙ୍କ ଧାଡ଼ି:ଅନ୍ଧ ବିଶ୍ୱାସର ଅର୍ଗଳି

କାଲିମେଳା: ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସାରିଥିବା ବେଳେ ଅନ୍ୟ ଗ୍ରହରେ ଘର କରିବାକୁ ଯୋଜନା କଲାଣି। କିନ୍ତୁ ଆଦିବାସୀ ଆଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ଭିତରୁ ଅନ୍ଧବିଶ୍ୱାସ ଏପର୍ଯ୍ୟନ୍ତ ଦୂର ହୋଇପାରି ନାହିଁ। ଯାହାର ସଦ୍ୟତମ ନମୁନା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି-୭୬…
ଅଧିକ ଖବର ଦେଖନ୍ତୁ...

ଉନ୍ନୟନ କାର୍ଯ୍ୟ ଠପ୍‌

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଢ଼ୁଛି ନକ୍ସଲ ହିଂସା। ଏହାକୁ ନେଇ ପ୍ରଶାସନ ଏବଂ ଠିକାଦାରଙ୍କ ଚିନ୍ତା ବଢ଼ିଯାଇଛି। ଫଳରେ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇଯାଇଛି। ଗତକାଲି ନକ୍ସଲଙ୍କୁ ବିରୋଧ କରି ପୋଷ୍ଟର ଏବଂ ବ୍ୟାନର ମରାଯିବା ପରେ ଆଜି ନକ୍ସଲ ଚିଠି ପଠାଇ ଏହାର…
ଅଧିକ ଖବର ଦେଖନ୍ତୁ...