ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ସହ ଗୁଳି ବିନିମୟରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ବିଜାପୁର ଏସପି ମୋହିତ ଗର୍ଗଙ୍କ କହିବା ଅନୁଯାୟୀ ୨୦୪ କୋବ୍ରା ବାଟାଲିୟନର ଯବାନ ଏବଂ ଜିଲ୍ଲା ପୋଲିସ ମିଳିତ ସର୍ଚ୍ଚ ଅପରେସନରେ ବାହାରିଥିଲେ। କାବଡାଗାଁ ନିକଟରେ ନକ୍ସଲମାନେ…
ଅଧିକ ଖବର ଦେଖନ୍ତୁ...

ଖୋଲା ମେଲାରେ ଭୋଜନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରହିଥିବା ଛାତ୍ରାବାସ ଗୁଡିକରେ କିପରି ପିଲାଙ୍କୁ ବ୍ୟବହାର କରାଯାଉଛି ତାହା ନଦେଖିଲେ ସହଜରେ ବିଶ୍ୱାସ କରିହେବ ନାହିଁ। ପୂର୍ବରୁ ପିଲାଙ୍କୁ ଭାତ ସହ ଲୁଣ, ପୋକରା ଚାଉଳ ଭାତ ଦେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇସାରିଛି। ପୁଣି ଭୋଜନରେ ଅବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ଆତ୍ମଘୋଷିତ ବାବାଙ୍କ ପୁନଃରୋଗୀ ସେବା

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୭୬ ଗ୍ରାମର ଆତ୍ମଘୋଷିତ ବାବା ପତିତ ମଣ୍ଡଳ ପ୍ରଶାସନର କଟକଣା ସତ୍ୱେ ପୁଣି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛି। ତେଣୁ କିଛି ଦିନ ଧରି ଶୂନଶାନ ହୋଇ ଯାଇଥିବା ବାବାଙ୍କ ଘରେ ପୁଣି ଗହଳି ଚହଳି ଦେଖିବାକୁ ମିଳିଛି। ପ୍ରଶାସନର…
ଅଧିକ ଖବର ଦେଖନ୍ତୁ...

ଗିରଫ ନକ୍ସଲର ଆତ୍ମହତ୍ୟା ଘଟଣା : ମାନବାଧିକାର କମିଶନ ରିପୋର୍ଟ ତଲବ

ମାଲକାନଗିରି : ମାଲକାନଗିରି ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ନକ୍ସଲର ଆତ୍ମହତ୍ୟା ଘଟଣାରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ୪ ସପ୍ତାହ ମଧ୍ୟରେ ଘଟଣା ସଂପର୍କରେ ରିପୋର୍ଟ ଦେବାକୁ ମାଲକାନଗିରି ଏସପିଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଏନେଇ ଏସପି ଜଗମୋହନ ମୀନାଙ୍କୁ…
ଅଧିକ ଖବର ଦେଖନ୍ତୁ...

୭କୋଟି ଟଙ୍କାର ଗଂଜେଇ ଗଛ ପୋଡ଼ାଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଚିତ୍ରକୋଣ୍ଡା ପୁଲିସର ମିଳିତ ଚଢାଉରେ ପ୍ରାୟ ୭କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଏବଂ ବାଲିମେଳା ଏସଡିପିଓଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ରୁ ପଡି ୩ଗୁରୁତର

ମାଥିଲି,: ମାଥିଲି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ନିକଟରେ ଚଳନ୍ତା ବାଇକ୍‌ରୁ ପଡି ୩ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣିପାଲି ଗ୍ରାମର ପୂର୍ଣ୍ଣ ପଟ୍ଟନିଆ(୨୦), ମମତା ଦଳେଇ(୧୮) ଓ…
ଅଧିକ ଖବର ଦେଖନ୍ତୁ...

କ୍ଲବ୍‌ ଘରେ ମାଓବାଦୀଙ୍କ ଲଙ୍କାକାଣ୍ଡ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ମାଓପ୍ରବଣ ବଡ଼ିଗେଟା ପଞ୍ଚାୟତର ଅନ୍ତର୍ଗତ କୁରୁବୁ ଗାଁରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି। ଗତକାଲି ରାତିରେ ଗାଁ ଶେଷ ମୁଣ୍ଡରେ ଥିବା ଏହି ଚାଳ ଛପର କ୍ଲବ ଘରେ ପଶି ଭଙ୍ଗାରୁଜା କରିବା ସହ ବହୁ ସାମଗ୍ରୀ ପୋଡ଼ି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

୭ ଗାଡି ପୋଡିଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡର ଦନ୍ତେୱାଡା ଜିଲ୍ଲା ଅନ୍ତର୍ଗତ କଟେକଲ୍ୟାଣ ଅଂଚଳରେ ନକ୍ସଲ ଗତକାଲି ରାତିରେ ୭ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଦନ୍ତେୱାଡା ଏଏସପି ଜି.ଏନ ବାଘେଲଙ୍କ କହିବା ଅନୁଯାୟୀ ଗଦାପାଲ ଠାରୁ ଲାଖାପାଲ ପର୍ଯ୍ୟନ୍ତ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

୧୨ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। କୋଣ୍ଟା ପୁଲିସ ୧୨ ଜଣ ନକ୍ସଲଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା। ଏମାନଙ୍କ ଠାରୁ ତୀର, ଧନୁ, ଟାଙ୍ଗିଆ, ବିପୁଳ…
ଅଧିକ ଖବର ଦେଖନ୍ତୁ...

ଜମ୍ପାନାଙ୍କ ଆତ୍ମସମର୍ପଣ ପରେ ମାଓ ସଂଗଠନର ତୀବ୍ର ପ୍ରତିକ୍ରିୟା

ମାଲକାନଗିରି: ଦୁଇ ଦିନ ତଳେ ମାଓ ସଂଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ସେଣ୍ଟ୍ରାଲ ମିଲିଟାରୀ କମିଶନ ସଦସ୍ୟ ନରସିମା ରେଡ୍ଡି ଓରଫ ଜାମ୍ପାନା ତେଲେଙ୍ଗାନା ପୁଲିସ ନିକଟରେ ପତ୍ନୀ ରଜିତାଙ୍କ ସହ ଆତ୍ମସମର୍ପଣ କରିଥିବା ନେଇ ତେଲେଙ୍ଗାନା ପୁଲିସ ଗଣମାଧ୍ୟମରେ ପ୍ରକାଶ କରିଥିଲା। ଏହି ଘଟଣାର…
ଅଧିକ ଖବର ଦେଖନ୍ତୁ...