ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ପ୍ରାଣୀ ଚିକିତ୍ସାଳୟ ହୋର୍ଡିଂରେ ଅଶୁଦ୍ଧ ଓଡ଼ିଆ

ଖଣ୍ଡପଡ଼ା: ଖଣ୍ଡପଡ଼ା ଏନ୍‌ଏସି ଅଧୀନ ତହସିଲ ଅଫିସ ନିକଟରେ ଥିବା ପ୍ରାଣୀ ଚିକିତ୍ସାଳୟର ହୋର୍ଡିଂରେ ଅଶୁଦ୍ଧ ଓଡ଼ିଆ ବନାନ ଲେଖାଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ହୋର୍ଡିଂ ଲାଗିଥିବା ବେଳେ ଏଠାରେ ‘ପ୍ରାଣୀ’ ଶବ୍ଦକୁ ‘ପ୍ରାଣି’ ଭାବେ ଲେଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ନିଶ୍ଚିହ୍ନ ହୋଇଯିବ ବାଉଁଶ ଜଙ୍ଗଲ: ବେଧଡ଼କ କଟା ହେଉଛି, ନିଆଁ ଲଗାଇ ଜାଳି ଦିଆଯାଉଛି

ଦଶପଲ୍ଲା: ବଣପାହାଡ଼ ଘେରା ଦଶପଲ୍ଲାର ଘଞ୍ଚ ଜଙ୍ଗଲ ରାଜ୍ୟର କୋଣ ଅନୁକୋଣରେ ପ୍ରସିଦ୍ଧି ଲାଭ କରିଥିବା ବେଳେ କାଠଭଳି ବାଉଁଶ ଜଙ୍ଗଲ ମଧ୍ୟ ବେଶ୍ ଜଣାଶୁଣା। ଜଙ୍ଗଲରୁ ପ୍ରତିବର୍ଷ ଶହଶହ ଟ୍ରିପ୍ ବାଉଁଶ ସଂଗ୍ରହ କରାଯାଏ। ପୂର୍ବରୁ ସରକାରୀ ସ୍ତରରେ ଏସବୁ ବାଉଁଶ ସଂଗ୍ରହ କରାଯାଇ ରାଜ୍ୟ ତଥା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରୁ ମିଳିଲା ନୟାଗଡ଼ ନାବାଳିକାଙ୍କ ଶବ: ମାଡ଼ଖାଇବା ପରେ ଝିଅର ଅାତ୍ମହତ୍ୟା

ଫିରିଙ୍ଗିଆ/ନୟାଗଡ଼/ନୂଆଗାଁ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ତଳଦଣ୍ଡିକିଆ ପଞ୍ଚାୟତର କାରାଡ଼ା ଜଙ୍ଗଲରୁ ପୁଲିସ ଜଣେ ନାବାଳିକାଙ୍କ ଶବ ମାଟିତଳୁ ଉଦ୍ଧାର କରିଛି। ମୃତ ନାବାଳିକା ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମର ବିପ୍ରବର ନାଏକଙ୍କ ଝିଅ ତୁଳସୀ ନାଏକ (୧୭)।…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ରେ ନାବାଳିକାକୁ ହତ୍ୟା: ଫିରିଙ୍ଗିଆରୁ ମୃତଦେହ ଉଦ୍ଧାର, ପରିବାରର ୩ ଅଟକ

ନୟାଗଡ଼/ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମରେ ଜଣେ ନାବାଳିକାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ, ତାର ମୃତଦେହ କନ୍ଧମାଳର ଫିରିଙ୍ଗିଆ ବ୍ଲକର ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ନୟାଗଡ଼ ଜିଲ୍ଲା ପୁଲିସ ଠାରୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ମାନସିକ ବିକୃତ ମହିଳାଙ୍କୁ ଗାଡ଼ି ଚାଳକଙ୍କ ଦୁଷ୍କର୍ମ: ପୀଡ଼ିତା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଜଣେ ମାନସିକ ବିକୃତି…
ଅଧିକ ଖବର ଦେଖନ୍ତୁ...

୩୦ଫୁଟ୍ ବ୍ରିଜ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସାକେଣୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ୩୦ଫୁଟ୍ ବ୍ରିଜ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଓଲଟି ଖସିପଡ଼ିଲା। ତେବେ ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ସିମେଣ୍ଟ ନେଇ ଦଶପଲ୍ଲା ଆସୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ: ମହିଳାଙ୍କୁ ମାରି ଖାଇଥିଲା

ନୂଆପଡ଼ା: ଶେଷରେ ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ (କଲରାପତିରିଆ)। ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଉତ୍ପାତ ଚଳାଇଥିବା ଏହି ବାଘ ଆଜି ସନ୍ଧ୍ୟା ବେଳେ କୋଦୋପାଲି ଗାଁକୁ ଆସିଥିଲା ବେଳେ ଧରାପଡ଼ିଛି। ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ପାଟି କରିବାରୁ ବାଘ ଗାଁର ଜିରାଖଣ୍ଡ ସାହୁଙ୍କ ଘ‌ର…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇ ପ୍ରାଣ ହରାଇଲେ ଦୁଇ ନାବାଳକ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଅଭିମାନପୁର ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ। ମୃତ ୨ ନାବାଳକ ହେଲେ ସର୍ବେଶ୍ୱର କରଙ୍କ ପୁଅ ପ୍ରତୀକ ପ୍ରଣୟନ କର(୧୧) ଏବଂ କାର୍ତିକ କରଙ୍କ ପୁଅ ଲିଙ୍କୁନ କର(୧୨)। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ପୋଖରୀକୁ…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନରେ ଦନ୍ତା, ଭୟରେ ଦୌଡ଼ିଲେ ଯାତ୍ରୀ

ରାୟଗଡ଼ା: ରେଳ ଷ୍ଟେସନ ଭିତରକୁ ହଠାତ୍‌ ପଶି ଆସିଥିଲା ହାତୀ। ହାତୀକୁ ଦେଖିବା ମାତ୍ରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ। ଷ୍ଟେସନ ପରିସରରେ ହାତୀ ପ୍ରାୟ ୪ଘଣ୍ଟା ବୁଲାବୁଲି କରିଥିଲେ ହେଁ କୌଣସି କ୍ଷୟକ୍ଷତି ନ କରି ଶେଷରେ ଜଙ୍ଗଲକୁ ଚାଲି…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ର ଶ୍ରୀ ଶ୍ୟାମ ଗାରମେଣ୍ଟସରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କୋଟିଏ ଟଙ୍କାର ପୋଷାକପତ୍ର

ନୟାଗଡ଼: ନୟାଗଡ଼ ସହର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ୟାମ ଗାରମେଣ୍ଟସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ପୋଷାକପତ୍ର ପୋଡ଼ିପାଉଁଶ ହୋଇଯାଇଛି।  ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ କାବୁ କରିବାକୁ ୪ଟି ଦମକଳ ନିୟୋଜିତ ହୋଇଥିଲା। ପ୍ରାୟ…
ଅଧିକ ଖବର ଦେଖନ୍ତୁ...