ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ସଂରକ୍ଷିତ ଜଙ୍ଗଲକୁ ବିକିଦେବାକୁ ମସୁଧା: ନୟାଗଡ଼ ବନାଞ୍ଚଳ କର୍ତ୍ତୃପକ୍ଷ ଚଢ଼ଉ କରି ବନ୍ଦ କଲେ

ନୟାଗଡ଼: ରୁକ୍ଷୀ, ବଳରାମ ଭଳି ଦୁଇ ସଂରକ୍ଷିତ ଜଙ୍ଗଲ ତଥା ପାହାଡ଼ ମଧ୍ୟରେ ନୟାଗଡ଼ ସହର ଗଢ଼ିଉଠିଥିବା ବେଳେ, କ୍ରମେ ଜଙ୍ଗଲ, ପାହାଡ଼ ହ୍ରାସ ପାଉଥିବା ଦେଖାଯାଉଛି। ବର୍ଷକୁ ବର୍ଷ ପାହାଡ଼, ଜଙ୍ଗଲ କାଟି ଘର ନିର୍ମାଣ ଚାଲିଥିବା ବେଳେ ବନ ବିଭାଗର କଡ଼ା ତନାଘନା ନାହିଁ। ଏଭଳି ସ୍ଥିତିରେ ଖୋଦ୍‌…
ଅଧିକ ଖବର ଦେଖନ୍ତୁ...

ପୁଣି ଭାପୁର ରାଜନୀତି ସରଗରମ: ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ନାମରେ ମିଥ୍ୟା ସତ୍ୟପାଠ ଅଭିଯୋଗ

ନୟାଗଡ଼: କିଛି ମାସର ନିରବତା ପରେ ପୁଣି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ରାଜନୀତି ସରଗରମ ହୋଇଛି। ବିଜୁ ଜନତା ଦଳରେ ଥିଲେ ମଧ୍ୟ, ଦୁଇ ବିରୋଧୀ ଭାପୁର ପଞ୍ଚ‌ାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ମଧ୍ୟ‌ରେ ଛକାପଞ୍ଝା ଘନେଇଛି।…
ଅଧିକ ଖବର ଦେଖନ୍ତୁ...

ବାଘଙ୍କ ଉପରେ ନିଘା ନାହିଁ: ବାଘ ବଢ଼ିଛନ୍ତି ନା କମିଛନ୍ତି, ରିପୋର୍ଟ ମିଳିନି

ନୟାଗଡ଼: ଦେଶବ୍ୟାପୀ ପ୍ରତି ୪ ବର୍ଷରେ ଥରେ ବାଘ ଗଣନା କରାଯାଉଥିବା ବେଳେ, ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବର୍ଷ ବାଘ ଗଣନା କରାଯିବାକୁ ଯୋଜନା ହୋଇଛି। ଫଳ‌ରେ ନୟାଗଡ଼ ଜିଲ୍ଲାରେ ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଉଭୟ ପକ୍ଷରୁ ବାଘଗଣନା ଆରମ୍ଭ ହୋଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା ବ୍ଲକ୍‌ ଅଞ୍ଚଳରେ ମୃତବ୍ୟକ୍ତିଙ୍କ ନାମରେ ଉଠୁଛି ରାସନ୍‌

ଦଶପଲ୍ଲା: ମୃତବ୍ୟକ୍ତିଙ୍କ ନାମରେ ମାସମାସ ଧରି ରାସନ ସାମଗ୍ରୀ ଉଠାଉଛନ୍ତି ହିତାଧିକାରୀ। ଏହାର ଯାଞ୍ଚ କରାଯାଇ ମୃତବ୍ୟକ୍ତିଙ୍କ ନାମକୁ ବାଦ୍‌ ଦିଆଯାଉନଥିବାରୁ ହିତାଧିକାରୀମାନେ ଏହାର ବେଶ୍ ଫାଇଦା ଉଠାଇ ଚାଲିଛନ୍ତି। ଦଶପଲ୍ଲା ବ୍ଲକ୍‌ର ଚଡ଼େୟାପଲ୍ଲୀ, ବାଣିଗୋଛା, କୁଲୁରୁକୁମ୍ପା,…
ଅଧିକ ଖବର ଦେଖନ୍ତୁ...

ଶିକାର ପାଇଁ ବିଛାଯାଇଥିବା ବିଦୁତ୍ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କର ମୃତ୍ୟୁ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଛାମୁଣ୍ଡିଆ ଫରେଷ୍ଟ ଅନ୍ତର୍ଗତ କଣପଦା ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି। ଶିକାର ପାଇଁ ଛାମୁଣ୍ଡିଆ ବିଟ୍ ହାଉସରେ ଜଗୁଆଳି  ଭାବେ କାର୍ଯ୍ୟରତ ଛାମୁଣ୍ଡିଆ ଗ୍ରାମର ରଞ୍ଜିତ ସେଠୀ ବିଦ୍ୟୁତ୍ ତାରରେ ଛନ୍ଦି ହୋଇ ମୃତ୍ୟୁବରଣ କରିଛନ୍ତି। ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ସଂସ୍କୃତି ସୁରକ୍ଷା ସହିତ ଆଧୁନିକତାରେ ସମୃଦ୍ଧ ହେବ ଆମ ଗାଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ…
ଅଧିକ ଖବର ଦେଖନ୍ତୁ...

ଶିକାର କରିବାକୁ ଯାଇଥିଲେ: ନିଜ ବନ୍ଧୁକରୁ ଗୁଳିଫୁଟି ଗୁରୁତର ହେଲେ ଶିକାରୀ

ଦଶପଲ୍ଲା: ନୟାଗଡ଼- ବୌଦ୍ଧ ସୀମାନ୍ତ ବଦଲା ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବଦଲା ଗାଁର ସନ୍ନ୍ୟାସୀ ଜାନୀ ନାମକ ଜଣେ ଲୋକ ଶିକାର କରିବାକୁ ଯାଇଥିବା ବେଳେ ନିଜ ବନ୍ଧୁକରେ ଗୁଳି ଭର୍ତ୍ତି କରି ଯାଉଥିବା ବେଳେ ହଠାତ୍ ଝୁଣ୍ଟି ପଡ଼ିଥିଲେ। ଏହି ସମୟରେ ହଠାତ୍…
ଅଧିକ ଖବର ଦେଖନ୍ତୁ...

ଚୋରଙ୍କ ଆଡ଼ାସ୍ଥଳୀ ପାଲଟିଲାଣି ଚିନିକଳ: ଯନ୍ତ୍ରାଂଶ ସମେତ ମୂଲ୍ୟବାନ ଗଛ କଟାଚାଲିଛି

ନୟାଗଡ଼: ନୟାଗଡ଼ରେ ବନ୍ଦ ପଡ଼ିଥିବା ସମବାୟ ଚିନିକଳ ନାନା ଅଡ଼ୁଆରେ ଛନ୍ଦି ହୋଇଥିବା ବେଳେ, କ୍ରମେ ଏଠାରୁ ଯନ୍ତ୍ରପାତି ସବୁ ଗାଏବ୍‌ ହେବାରେ ଲାଗିଛି। ଚିନିକଳରୁ ଯନ୍ତ୍ରାଂଶ ଚୋରି ଏକରକମ ନିତିଦିନିଆ ଘଟଣା ପାଲଟିଥିବା ବେଳେ, ଏଠାରେ ଥିବା ବିଭିନ୍ନ ମୂଲ୍ୟବାନ ଗଛ ମଧ୍ୟ ଲୁଟ୍‌ ହେଉଥିବା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି (ଶନିବାର) ସୃଷ୍ଟି ହୋଇଥିବା ସଦୃଶ୍ୟ ଲଘୁଚାପ ଏବେ ଗାଙ୍ଗେୟ ଉପତ୍ୟକା, ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର…
ଅଧିକ ଖବର ଦେଖନ୍ତୁ...