ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ: ମହିଳାଙ୍କୁ ମାରି ଖାଇଥିଲା

ନୂଆପଡ଼ା: ଶେଷରେ ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ (କଲରାପତିରିଆ)। ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଉତ୍ପାତ ଚଳାଇଥିବା ଏହି ବାଘ ଆଜି ସନ୍ଧ୍ୟା ବେଳେ କୋଦୋପାଲି ଗାଁକୁ ଆସିଥିଲା ବେଳେ ଧରାପଡ଼ିଛି। ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ପାଟି କରିବାରୁ ବାଘ ଗାଁର ଜିରାଖଣ୍ଡ ସାହୁଙ୍କ ଘ‌ର…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇ ପ୍ରାଣ ହରାଇଲେ ଦୁଇ ନାବାଳକ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଅଭିମାନପୁର ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ। ମୃତ ୨ ନାବାଳକ ହେଲେ ସର୍ବେଶ୍ୱର କରଙ୍କ ପୁଅ ପ୍ରତୀକ ପ୍ରଣୟନ କର(୧୧) ଏବଂ କାର୍ତିକ କରଙ୍କ ପୁଅ ଲିଙ୍କୁନ କର(୧୨)। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ପୋଖରୀକୁ…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନରେ ଦନ୍ତା, ଭୟରେ ଦୌଡ଼ିଲେ ଯାତ୍ରୀ

ରାୟଗଡ଼ା: ରେଳ ଷ୍ଟେସନ ଭିତରକୁ ହଠାତ୍‌ ପଶି ଆସିଥିଲା ହାତୀ। ହାତୀକୁ ଦେଖିବା ମାତ୍ରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ। ଷ୍ଟେସନ ପରିସରରେ ହାତୀ ପ୍ରାୟ ୪ଘଣ୍ଟା ବୁଲାବୁଲି କରିଥିଲେ ହେଁ କୌଣସି କ୍ଷୟକ୍ଷତି ନ କରି ଶେଷରେ ଜଙ୍ଗଲକୁ ଚାଲି…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ର ଶ୍ରୀ ଶ୍ୟାମ ଗାରମେଣ୍ଟସରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କୋଟିଏ ଟଙ୍କାର ପୋଷାକପତ୍ର

ନୟାଗଡ଼: ନୟାଗଡ଼ ସହର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ୟାମ ଗାରମେଣ୍ଟସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ପୋଷାକପତ୍ର ପୋଡ଼ିପାଉଁଶ ହୋଇଯାଇଛି।  ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ କାବୁ କରିବାକୁ ୪ଟି ଦମକଳ ନିୟୋଜିତ ହୋଇଥିଲା। ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ଲୋହଡ଼ୋପାଲି ଗାଁର ପୋଖରୀ ଖନନରେ ଦୁର୍ନୀତି ଘଟଣା: ବ୍ଲକ୍‌ ଅଫିସ୍‌ ଘେରିଲା ଦଳିତ ମଞ୍ଚ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ନୂଆଗାଁ ପଞ୍ଚାୟତର ଲୋହଡ଼ୋପାଲି ଗ୍ରାମରେ ଗତ ବର୍ଷ ୨୦୨୨/୨୩ ବର୍ଷରେ ଜମି ମରାମତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଲୋହଡୋପାଲି ଚେରେମୁଣ୍ଡା ପେଚ୍‌ର ମନରେଗା ଅଧୀନରେ ହୋଇଥିବା ଜମି ମରାମତି କାମରେ ହିତାଧିକାରୀମାନଙ୍କର ପାଉଣା ଆତ୍ମସାତ୍‌…
ଅଧିକ ଖବର ଦେଖନ୍ତୁ...

ଖୋଲୁଛି ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକାର ଗୁମର: ବାଉଁଶ କଟାଯାଇଥିବା ଖବର ପ୍ରକାଶନ ପରେ ଜରିମାନା

ଦଶପଲ୍ଲା: ସଭାପତିଙ୍କ ଅଜାଣତରେ କମିଟିକୁ ମୋହରା ସଜାଇ ସରକାରୀ ଅନୁଦାନକୁ ଆତ୍ମସାତ୍ କରୁଛି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ। ଦଶପଲ୍ଲା ବ୍ଲକ୍‌ର କୁଲୁରୁକୁମ୍ପା ପଞ୍ଚାୟତରେ ମା’ ମଣ୍ତଳଦେବୀ ଅଣୁ ଜଳ ବିଭାଜିକା କମିଟି ନାମରେ ଆଡ଼ିବନ୍ଧଠାରୁ ଆରମ୍ଭ କରି ପୋଖରୀ ଖନନ, ଜମିବନ୍ଧ…
ଅଧିକ ଖବର ଦେଖନ୍ତୁ...

ଢିପିସାହି ଗ୍ରାମକୁ ରାସ୍ତା ନିର୍ମାଣ ନହେବା ଘଟଣା: ଗାଁ ରାସ୍ତାରେ ପଡ଼ିଛି କଣ୍ଟାବାଡ଼

ନୂଆଗାଁ: ଢିପିସାହି ଗ୍ରାମକୁ ରାସ୍ତା ନାହିଁ ତ ଭୋଟ୍‌ ନାହିଁ। ଏଭଳି କିଛି ମନ୍ତବ୍ୟ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ମାଇଛେଳି ପଞ୍ଚାୟତ ଢିପିସାହି (ସଂପଡ଼ା) ଗ୍ରାମର ଗ୍ରାମବାସୀମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରଶାସନ ଏବଂ…
ଅଧିକ ଖବର ଦେଖନ୍ତୁ...

ଏବେ ଶୁଖିଲା ପଡ଼ିଛି ଧାନବିଲ: ଆଶ୍ୱିନରେ ଫୁଲ ଉଡ଼ାଉନାହିଁ ଧାନଗଛ

ଭାପୁର: ଆଶ୍ୱୀନ ମାସରେ ଧାନଗଛ ଫୁଲ ଉଡ଼ାଉଥିବା ବେଳେ ଚଳିତ ବର୍ଷ ବିଲରେ ପାଣିର ଅଭାବ ଯୋଗୁ ପ୍ରାୟତଃ ମରୁଡ଼ିର ପଦଧ୍ୱନି ଦେଖାଦେଇଛି। ବିଲ ଫାଟି ଆଁ କଲାଣି। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମ୍‌ ସବୁ ଶୁଖିଲା ପଡ଼ିଛି। ଧାନବିଲର ଏଭଳି ପରିସ୍ଥିତି ନେଇ କୃଷକମାନଙ୍କ…
ଅଧିକ ଖବର ଦେଖନ୍ତୁ...

ସତ ବଖାଣିଲେ ସମିତିସଭ୍ୟ: କାମ ନ ହୋଇ ଉଠିଛି ବିଲ୍, ନେତ୍ରୀଙ୍କ କଥାରେ ପ୍ରଶାସନ ଉଠ୍‌ବସ୍‌

ଓଡ଼ଗାଁ: ଜିଲ୍ଲା ପରିଷଦ ସଭ୍ୟା ସତେ ଯେମିତି ନିତିନିୟମକୁ ଦଳି ଚକଟି ଦେଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ରାସ୍ତା କାମ ହରିଲୁଟ୍‌ କରି ନିଜ ଘର କାନ୍ଥରେ ଫଳକ ଲେଖାଇ ତା’ ଉପରେ ଟିଣ ଘୋଡ଼ାଇ ଫଲ୍ସ ବିଲ୍ କରିବାରେ ସକ୍ଷମ ହୋଇଛନ୍ତି। ଏହାର ଗୁମର ଖୋଲିବା ପରେ ହଡ଼ବଡ଼େଇଯାଇଛନ୍ତି ନେତା ଓ ବ୍ଲକ୍…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ସପ୍ତାହ ହେଲା ବର୍ଷା ଗାଏବ୍‌: ଥୋଡ଼ ବାହାରିବା ସମୟରେ ଜମିରେ ପାଣି ନାହିଁ

ନୟାଗଡ଼: ଚଳିତ ବର୍ଷ ବର୍ଷା ଅଭାବ ଚାଷୀର ପିଛା ଛାଡ଼ୁନାହିଁ। ଚଳିତ ବର୍ଷ ଶ୍ରାବଣ (ଜୁଲାଇ, ଅଗଷ୍ଟ) ମାସରେ ବି ବୈଶାଖ ଭଳି ଖରାର ପ୍ରଭାବ ଦେଖିବାକୁ ମିଳିଥିବା ‌ବେଳେ, ବର୍ତ୍ତମାନ ବି ସେଇଭଳି ସ୍ଥିତି ରହିଛି। ଗତ ସେପ୍ଟେମ୍ବର ବର୍ଷା ଅଭାବ ଦୂର ହୋଇଥିବା ବେଳେ, ଚାଷୀ ଚାଷ କାର୍ଯ୍ୟ ଆଗେଇ…
ଅଧିକ ଖବର ଦେଖନ୍ତୁ...