ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଲଘୁଚାପ ପ୍ରଭାବ: ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ରେଡ୍ , ୯ ଜିଲ୍ଲାକୁ…

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲି (ବୁଧବାର) ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ହେଲା ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୫ ଜିଲ୍ଲାକୁ ଲାଲ୍‌, ୮ ଜିଲ୍ଲାକୁ…

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର…
ଅଧିକ ଖବର ଦେଖନ୍ତୁ...

ଅରୁଣ ସାହୁଙ୍କୁ ବିଜେପି ଓ କଂଗ୍ରେସର ଟାର୍ଗେଟ୍‌: ଚିନିକଳ ବନ୍ଦ ପଛରେ ଅଛନ୍ତି ପ୍ରଭାବୀ ନେତା

ନୟାଗଡ଼: ୨୦୦୨ ନୟାଗଡ଼ ବିଧାନସଭା ଆସନ ଉପନିର୍ବାଚନରେ ନୟାଗଡ଼ ଚିନିକଳ ପ୍ରସଙ୍ଗ ଜୋର୍‌ ଧରିଲା, ଚିନିକଳ ଚଳାଇଲେ ଆମେ ଭୋଟ୍‌ ଦେବୁ ବୋଲି ଗାଁଗାଁରେ ସ୍ବର ଉଠିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସମ୍ମତ୍ତି ଜଣାଇଲେ। ଉପନିର୍ବାଚନରେ ସ୍ବର୍ଗତ ଭାଗବତ ବେହେରାଙ୍କ ପତ୍ନୀ ମନ୍ଦାକିନୀ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

‘ପାଣ୍ଡିଆନ୍‌ଙ୍କୁ ସନ୍ତୁଷ୍ଟ କରିବାକୁ ଅରୁଣ ବାଚାଳାମି କରୁଛନ୍ତି’: ପ୍ରତି ନିର୍ବାଚନ ପୂର୍ବରୁ ମନ୍ତ୍ରୀପଦରୁ କାହିଁକି…

ନୟାଗଡ଼: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଗଣମାଧ୍ୟମରେ ବାଇଟ୍‌ ଦେଇ ଟାର୍ଗେଟ୍‌ କରିବା ପରେ, ଆଜି ଅରୁଣଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାର୍ଗେଟ୍‌ କରାଯାଇଛି। ପୁଣି ମନ୍ତ୍ରୀ ହେବା ଲୋଭରେ ସୌମ୍ୟଙ୍କୁ ଅରୁଣ ଆକ୍ଷେପ କରୁଥିବା…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଜିଲ୍ଲାରେ ଦୁର୍ନୀତିର ଗନ୍ତାଘର ପାକ୍ସ: କୌଣସି ପାକ୍ସ ବାଲାନ୍ସ ‌ରେଜିଷ୍ଟର ଦାଖଲ କରୁନାହାନ୍ତି

ନୟାଗଡ଼: ଗତ ଜୁନ୍‌ ମାସଠାରୁ ଆରମ୍ଭ କରି ‌ସେପ୍ଟେମ୍ବର ମାସ ମଧ୍ୟରେ ନୟାଗଡ଼ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ (ଏଆର୍‌ସିଏସ୍‌) ୪ରୁ ଅଧିକ ଥର ଚିଠି କରିସାରିଲେଣି। ହେ‌‌ଲେ ନୟାଗଡ଼ ଜିଲ୍ଲାର କୌଣସି ବି ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ) ସେମାନଙ୍କର ବାଲାନ୍ସ ‌ରେଜିଷ୍ଟର ଦାଖଲ…
ଅଧିକ ଖବର ଦେଖନ୍ତୁ...

ହନୁମାନ ପଇସା ନାଁରେ ୨ ଲକ୍ଷ ଠକେଇ: ଫେସ୍‌ବୁକ୍‌ରେ ଡକାଇଲେ, ମାଡ଼ ମାରି ଲୁଟିଲେ

ଖଣ୍ଡପଡ଼ା: ପ୍ରାୟ ବର୍ଷେ ପରେ ଖଣ୍ଡପଡ଼ା ଅଞ୍ଚଳରେ ହନୁମାନ ପଇସା ନାଁରେ ଠକେଇ ଘଟଣା ଫେରିଥିବା ବେଳେ ଏହି ଲୋଭରେ ୨ ଲକ୍ଷ ଟଙ୍କା ହରାଇଛନ୍ତି ଜଣେ ଯୁବକ। ଅନ୍ୟପକ୍ଷରେ, ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ସ୍ଥାନୀୟ ପୁଲିସ ବାନ୍ଧିଥିବା ବେଳେ ଅନ୍ୟମାନଙ୍କର ସନ୍ଧାନ ଚଳାଇଥିବା ନେଇ ଥାନାଧିକାରୀ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୬ ଜିଲ୍ଲାରେ ଝଡ଼ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା

ଭୂବନେଶ୍ୱର: ଉତ୍ତର- ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ଝଡ଼ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ଟୁଇନ ସିଟିରେ ଅପରାହ୍ନ ୩ରୁ ୫…

ଭୁବନେଶ୍ୱର: ସଂପ୍ରତି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...