ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଚନ୍ଦ୍ରଯାନ-୩ ଟିମରେ ଭିସୁଟରୁ ଉର୍ତ୍ତୀର୍ଣ୍ଣ ୧୪ ବୈଜ୍ଞାନିକ

ବୁର୍ଲା: ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଐତିହାସିକ ଅବତରଣ କରିଛି। ଇସ୍ରୋର ଏହି ଟିମରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ (ଭିସୁଟ୍)ର ବିଭିନ୍ନ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ୧୪ ଜଣ ବୈଜ୍ଞାନିକ ସାମିଲ ଥିବା ଜଣାପଡ଼ିବା ପରେ ଶିକ୍ଷାନୁଷ୍ଠାନରେ ଖୁସିର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ମହିଳା ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା: ଆସିଷ୍ଟାଣ୍ଟ୍‌ ପ୍ରଫେସର ନିଲମ୍ବିତ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ତାଙ୍କ ବିଭାଗର ଅନ୍ୟ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁର ତାଙ୍କୁ ଦୀର୍ଘ ବର୍ଷ ହେଲା ମାନସିକ ନିର୍ଯାତନା…
ଅଧିକ ଖବର ଦେଖନ୍ତୁ...

ସଫା କରିବାକୁ କହି ପୁଣି ନେଇ ଚାଲିଗଲେ ସୁନା ଅଳଙ୍କାର

ସମ୍ବଲପୁର: ସୁନା ଧୋଇବାକୁ ଆସିଲେ, ଚୁନା ଲଗାଇ ଚାଲିଗଲେ। ରାଜ୍ୟ ବାହାରୁ ଆସୁଥିବା କିଛି ଅସାଧୁ ବ୍ୟକ୍ତି ଲୋକଙ୍କୁ ଠକିବାକୁ ଏଭଳି ଜାଲ ବିଛାଉଛନ୍ତି। ଲୋକେ ସେମାନଙ୍କ ଚାଲ୍‌ ବୁଝି ନପାରି ଠକେଇର ଶିକାର ମଧ୍ୟ ହେଉଛନ୍ତି। ଧନୁପାଲି ଥାନା ସର୍‌ଲାକାନି ଅଞ୍ଚଳରେ ପୁଣି ଏକ ଘଟଣା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀରେ ପୁଣି ଚମକିଲେ ସମ୍ବଲପୁରର ସୌମ୍ୟ

ସମ୍ବଲପୁର: ନୂଆଦିଲ୍ଲୀରେ ପୁଣିଥରେ ସମ୍ବଲପୁରର ସୌମ୍ୟରଞ୍ଜନ ବଡ଼ପଣ୍ଡା ଚମକିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରରେ ଆୟୋଜିତ ବିଶ୍ଵବିଦ୍ୟାଳୟସ୍ତରୀୟ ଭାଷଣ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ…
ଅଧିକ ଖବର ଦେଖନ୍ତୁ...

ମାସିକ ୫୦୦ ଟଙ୍କାର ଭତ୍ତା ବ୍ୟବସ୍ଥା ଅସହାୟ ହିତାଧିକାରୀଙ୍କ ପ୍ରତି ଚରମ ଉପହାସ

ସମ୍ବଲପୁର: ଜନମଙ୍ଗଳ ରାଷ୍ଟ୍ରରେ ମାସିକ ୫୦୦ ଟଙ୍କାର ଭତ୍ତା ବ୍ୟବସ୍ଥା ସଂପୃକ୍ତ ଅସହାୟ ହିତାଧିକାରୀଙ୍କ ପ୍ରତି ଏକ ଚରମ ଉପହାସ। କ୍ଷମତାଲୋଭୀ ଗଣତନ୍ତ୍ରରେ ଗରିବଙ୍କ ସ୍ୱର ଚାପି ହୋଇଗଲାଣି। ସଚେତନ ବରିଷ୍ଠ ନାଗରିକ ସମାଜ ଓ ବୁଦ୍ଧିଜୀବୀ ଯଦି ସେମାନଙ୍କ ସ୍ୱର ହେବେ, ତାହେଲେ ସରକାର ବି…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟିକା କିରଣବାଳା ରଥଙ୍କ ପରଲୋକ

ସମ୍ବଲପୁର: ସାହିତ୍ୟିକା, ସୁବକ୍ତା ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷା ଡ. କିରଣବାଳା ରଥଙ୍କ ଶୁକ୍ରବାର ଭୁବନେଶ୍ବର ନନ୍ଦନ ବିହାରସ୍ଥିତ ବାସଭବନରେ ୭୨ ବର୍ଷ ବୟସରେ ପରଲୋକ ହୋଇଛି। ଶେଷଶଯ୍ୟା ନିକଟରେ ଝିଅ ସ୍ବୟଂପ୍ରଭା ରଥ ଓ ଜାମାତା ଆଶୁତୋଷ ରଥ ଉପସ୍ଥିତ ଥିଲେ। କିରଣବାଳା ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାନଗରୀ ବୁର୍ଲାରେ ମଦର ବନ୍ୟା: ପୁଲିସ୍ ଏବଂ ଅବକାରୀ ଅଧିକାରୀଙ୍କ ଜାଣତରେ ଚାଲିଛି କାରବାର

ବୁର୍ଲା: ବିଦ୍ୟାନଗରୀ ବୁର୍ଲା ସହର। ଏଠି ସରକାରୀ ସ୍ତରରେ କୌଣସି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ନାହିଁ। କାରଣ ବୁର୍ଲା ସହର ଶିକ୍ଷା ଓ ସ୍ୱାସ୍ଥ୍ୟର ପେଣ୍ଠସ୍ଥଳୀ। ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଯୋଗୁଁ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଖୋଲିବା ଉପରେ ଏଠି କଟକଣା ଜାରି କରାଯାଇଛି। ହେଲେ…
ଅଧିକ ଖବର ଦେଖନ୍ତୁ...

୨୦୧୩ରେ ୩ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର: ୨୦୧୩ ମସିହାରେ ନକ୍ସାପାଲି ସ୍ଥିତ ବାବା ଦୀପ ବାଲଜ୍ୟୋତି ଶିଶୁ ଆଶ୍ରମରେ ରହୁଥିବା ୩ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ଅଭିଯୁକ୍ତ ସେହି ଆଶ୍ରମ କେୟାର ଟେକର୍‌ ଦାୟିତ୍ବରେ ଥିବା ଉପେନ୍ଦ୍ର ଦାଶ। ସେତେବେଳେ ତାର ବୟସ ୫୩ ବର୍ଷ ଥିବା ବେଳେ ଦୁଷ୍କର୍ମ ଶିକାର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା; ୯ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୦ ଜିଲ୍ଲାରେ କାଳବୈଶାଖୀ ଜନିତ…

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ଗୁରୁବାର) ପଞ୍ଜାବର ଫିରୋଜ଼ପୁରରୁ ବାହାରି କର୍ଣ୍ଣଲ, ମିରଟ, ଆଜମଗଡ, ପାଟନା, ମୁଙ୍ଗେର, ଦେଓଘର, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଡାଇମଣ୍ଡ-ହାରବରରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ବୁଧବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଫିରୋଜ଼ପୁରରୁ ବାହାରି ଆମ୍ବାଲା, ବରେଲୀ, ପାଟନା, ମଧ୍ୟ ଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ମିଜୋରାମ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...