ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁରରେ ମା’-ପୁଅଙ୍କ ଆତ୍ମହତ୍ୟା ଘଟଣା: ଗୁମର ଖୋଲିପାରେ ସିଡିଆର୍‌

ସମ୍ବଲପୁର: ସମ୍ବଲପୁର ଟାଙ୍ଗରପାଲିରେ ଶିକ୍ଷୟିତ୍ରୀ ମା’ ଜ୍ୟୋତ୍ସ୍ନାରାଣୀ ଦାଶ(୫୫) ଏବଂ ତାଙ୍କ ବିବାହିତ ପୁଅ ସୁଧୀର ପଣ୍ଡା(୩୦)ଙ୍କ ଆତ୍ମହତ୍ୟା ପରେ ପୂରା ପରିବାରରେ ଏବେ କେବଳ ବୋହୂ ଓ ତାଙ୍କ ୭ ମାସର ଝିଅ। ଘରେ ବୋହୂ ଓ ୭ ମାସର ନାତୁଣୀ ଅନୁପସ୍ଥିତ ଥିବା ସମୟରେ ଜ୍ୟୋତ୍ସ୍ନାରାଣୀ ଓ…
ଅଧିକ ଖବର ଦେଖନ୍ତୁ...

ନକଲି ପ୍ଲାନ ମଞ୍ଜୁରି କେଳେଙ୍କାରୀ: ଏସ୍‌ଡିଏର ୨ କର୍ମଚାରୀଙ୍କ ସମେତ ୫ ଗିରଫ

ସମ୍ବଲପୁର: ସମ୍ବଲପୁର ବରେଇପାଲି ଏସ୍‌ବିଆଇ ଶାଖାରେ ଏସ୍‌ଡିଏର ନକଲି କୋଠା ପ୍ଲାନ୍‌ ମଞ୍ଜୁରୀପତ୍ର ପ୍ରଦାନ କରି ୨ ଜଣ ଋଣ ଆବେଦନ କରିଥିବା ଘଟଣାରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନକଲି ମଞ୍ଜୁରୀପତ୍ର ଜଣାପଡ଼ିବା ପରେ ଏସ୍‌ଡିଏର ପ୍ଲାନିଂ ସଭ୍ୟ ବନ୍ଦିତା ମହାପାତ୍ର କ୍ଷେତରାଜପୁର…
ଅଧିକ ଖବର ଦେଖନ୍ତୁ...

୩ ଦିନ ନୂଆଁଖାଇ ଛୁଟି ଦାବିରେ ଧସ୍ତାଧସ୍ତି: ଆର୍‌ଡିସି ଅଫିସକୁ ଧସେଇ ପଶିଲେ

ସମ୍ବଲପୁର: କୋଶଳ ରାଜ୍ୟ ସପକ୍ଷବାଦୀ ନୂଆଁଖାଇରେ ୩ ଦିନ ଛୁଟି ଘୋଷଣା ସହିତ ଅନ୍ୟାନ୍ୟ ୭ ଦଫା ଦାବିରେ ଆଜି ଆର୍‌ଡିସି କାର୍ଯ୍ୟାଳୟରେ ‌ଧସେଇ ପଶିବା ସହ ପୁଲିସ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଛି। ଦୀର୍ଘ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ଆର୍‌ଡିସି କାର୍ଯ୍ୟାଳୟ ପରିସରରେ ହଙ୍ଗାମା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ମଙ୍ଗଳବାର) ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଅମୃତସରରୁ ବାହାରି, କର୍ଣ୍ଣଲ, ମିରଟ, ଲକ୍ଷ୍ନୌ, ଗୟା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ନାଗାଲାଣ୍ଡ ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀ ମା’, ବିବାହିତ ପୁଅର ଆତ୍ମହତ୍ୟା

ସମ୍ବଲପୁର: ଶିକ୍ଷୟିତ୍ରୀ ମା’ ଜ୍ୟୋତ୍ସ୍ନାରାଣୀ ଦାଶ (୫୫) ଓ ତାଙ୍କ ବିବାହିତ ପୁଅ ସୁଧୀର ପଣ୍ଡା (୩୦) ଏକ ସଂଗରେ ଆତ୍ମହତ୍ୟା କରିଛନ୍ତି। ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଟାଙ୍ଗରପାଲିରେ ଏହି ଅଭା‌ବନୀୟ ଘଟଣା ଘଟିଛି। ଘଟଣା ଉପରୁ ପରଦା ଉଠିନଥିଲେ ମଧ୍ୟ ପାରିବାରିକ କଳହ ବୋଲି…
ଅଧିକ ଖବର ଦେଖନ୍ତୁ...

ଆଗରୁ ବାପା ଓ ସାନପୁଅ ଯାଇଥିଲେ: ଏବେ ଜୀବନ ହାରିଲେ ମା ଓ ବଡ଼ପୁଅ

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଟାଙ୍ଗରପାଲିରେ ମା ଓ ପୁଅ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମା ଜ୍ୟୋତ୍ସ୍ନା ରାଣୀ ଦାଶ(୬୦) ଓ ପୁଅ ସୁଧୀର ପଣ୍ଡା (୩୫)। ଜ୍ୟୋତ୍ସ୍ନା ଜଣେ ପ୍ରଧାନ ଶିକ୍ଷୟିତ୍ରୀ। ଉଭୟଙ୍କୁ ୨ ଦିନ ହେଲା ଦେଖିବାକୁ ମିଳିନ ଥିଲା। ଆଜି ସକାଳେ କେୟାର ଟେକର…
ଅଧିକ ଖବର ଦେଖନ୍ତୁ...

ରଜନୀ ଦେଖାଉଛନ୍ତି ଶିକ୍ଷାର ଆଲୋକ

ସମ୍ବଲପୁର: ସମ୍ୱଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଧୀନ ଜାମତାଲ ଗ୍ରାମର ରଜନୀ ଭୋଇ(୪୦) ଏବେ ତାଙ୍କ ଗାଁର ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆଲୋକ ଦେଖାଉଛନ୍ତି। ଶିକ୍ଷାର ଗୁରୁତ୍ବକୁ ବୁଝିଥିବା ରଜନୀ ଅର୍ଥାଭାବରୁ ପାଠ ଠାରୁ ଦୂରେଇଯାଉଥିବା ଛାତ୍ରାଛାତ୍ରୀଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ନିୟମିତ ଚାଲିଲା ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍, ସମ୍ବଲପୁର ଓ ରାଉରକେଲା ଦେଇ ଯିବ

ଭୁବନେଶ୍ବର: ତେଜସ୍ କୋଚ ସହିତ ସମ୍ବଲପୁର ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଛି। ଉନ୍ନତ ପ୍ରଯୁକ୍ତିରେ ନିର୍ମିତ ଏହି ଟ୍ରେନରେ ସୁଖଦ ଯାତ୍ରା ଅଭିଜ୍ଞତାର ସହ ଆଧୁନିକ ସୁବିଧା ଯୋଗାଇ ଦିଆଯାଇଛି । ଆଜି ଭୁବନେଶ୍ୱର ରେଳଷ୍ଟେସନରୁ ଏହାର ନିୟମିତ ସେବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଜଣେ ଠିକା ଡାକ୍ତରରେ ଚାଲିଛି ବୁର୍ଲା ଭିମସାର୍‌ର ସ୍ପେସାଲିଟି ବିଭାଗ

ବୁର୍ଲା: ବୁର୍ଲା ଭିମସାର୍‌ର ଅନେକ ବିଭାଗରେ ଡାକ୍ତର ସଂକଟ ଦେଖାଦେଇଛି। ବିଶେଷ କରି ସୁପର୍‌ ସ୍ପେସାଲିଟି ବିଭାଗରେ ଏହି ସମସ୍ୟା ଉଦ୍‌ବେଗଜନକ। ଜଣେ ଲେଖାଏଁ ଠିକାଭିତ୍ତିକ ଡାକ୍ତରଙ୍କ ଦ୍ବାରା ନାଫ୍ରୋଲୋଜି, ପ୍ଲାଷ୍ଟିକ୍ ସର୍ଜରି, ନ୍ୟୁରୋଲୋଜି ଏବଂ ୟୁରୋଲୋଜି ବିଭାଗ ଚାଲିଛି।…
ଅଧିକ ଖବର ଦେଖନ୍ତୁ...

ଅନ୍ତଃରାଜ୍ୟ ପାଇପ୍‌ ଚୋରି ଗ୍ୟାଙ୍ଗ୍‌ର ୯ ଗିରଫ: ୩୧ ପାଇପ୍‌, ୩ ଗାଡ଼ି, ୮୭ ହଜାର ଟଙ୍କା ଜବତ

ସମ୍ବଲପୁର: ସରକାର ଘରକୁ ଘର ବିଶୁଦ୍ଧ ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସାରା ରାଜ୍ୟରେ ଏଥିପାଇଁ ପାଇପ୍‌ ବିଛାଇବା କାର୍ଯ୍ୟ ମଧ୍ୟ ଜୋର୍‌ସୋର୍‌ରେ ଜାରି ରହିଛି। ଏସବୁ ଭିତରେ ଏକ ଗ୍ୟାଙ୍ଗ୍‌ ଚତୁରତାର ସହ ଉକ୍ତ ପାଇପ୍‌ ଚୋରି କରି ରାଜ୍ୟ ବାହାରେ ବିକ୍ରି କରୁଥିବା…
ଅଧିକ ଖବର ଦେଖନ୍ତୁ...