ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସରକାରୀ ଅର୍ଥ ହଡ଼ପ ମାମଲା: ପୂର୍ବତନ ପିଇଓ, ସରପଞ୍ଚକୁ ୪ ବର୍ଷ ଜେଲ୍, ଦେଢ଼ ଲକ୍ଷ ଜରିମାନା

ସୁନ୍ଦରଗଡ଼: ସରକାରୀ ଅର୍ଥ ହଡ଼ପ ମାମଲାରେ ସୋମବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ହେମଗିର ବ୍ଲକ୍ କେନ୍ଦୁଡିହିର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ଘାସି (୬୧) ଓ ପୂର୍ବତନ ସରପଞ୍ଚ ଶଙ୍କର କିସାନ (୫୧)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୪ ବର୍ଷ ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ଗ୍ରାହକ ସେବା କେନ୍ଦ୍ରରୁ ୩୦ ହଜାର ଲୁଟ୍

ସୁନ୍ଦରଗଡ଼: ବନ୍ଧୁକ ମୁନରେ ଗ୍ରାହକ ସେବା କେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟ ଅଭିଯୋଗ ହୋଇଛି। ଧାରୁଆଡିହି ଥାନା ସାଲେପାଲି କଲୋନୀ ପଡ଼ାର ଅନିଲ କୁମାର ବାଗଙ୍କ ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଲୁଟ ହୋଇଥିବା ଜଣାଯାଇଛି। ଏକ ନମ୍ୱର ବିହୀନ ଆପାଚେ ବାଇକରେ ୩ ଜଣ ଦୁର୍ବୃତ୍ତ ହେଲମେଟ…
ଅଧିକ ଖବର ଦେଖନ୍ତୁ...

ହାତୀ ପାଇଁ ରାତି ଅନିଦ୍ରା: ରାସ୍ତା ଅବରୋଧ କଲେ ଗ୍ରାମବାସୀ, ରେଞ୍ଜର ଓ ଫରେଷ୍ଟର ଅଟକ

ରାଉରକେଲା: ସୁନ୍ଦରଗଡ଼ ବଣାଇ ରେଞ୍ଜର ଧରଣୀଧରପାଲି, ତଳିତା ସେକ୍ସନର ସିଂଟୋଲ୍ଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡ ଡ଼ିହି, ସମତେ ପ୍ରାୟ ୨୦ରୁ ଅଧିକ ଗାଁରେ ଦୁଇଟି ଦନ୍ତା ହାତୀ ଦୀର୍ଘ ଏକ ମାସ ଧରି ଉତ୍ପାତ ଚଳାଇଛି। ଗାଁରେ ପଶି ଘର ଭାଙ୍ଗିବା, ଧାନ ଖାଇବା ସହିତ ଘରର…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାରେ ବଦଳୁନି ଶିଳ୍ପର ଭାଗ୍ୟ: ପ୍ରତିଶ୍ରୁତି ଦେଇ ଭୁଲିଗଲେ ଶିଳ୍ପମନ୍ତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପର ଭାଗ୍ୟ ବଦଳୁନି। ରାଉରକେଲା ଗସ୍ତ ଅବସରରେ ତତ୍କାଳୀନ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବର୍ତ୍ତମାନର ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଶିଳ୍ପର ବିକାଶକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଥିଲେ। କିନ୍ତୁ ଏସବୁ…
ଅଧିକ ଖବର ଦେଖନ୍ତୁ...

ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କୁ ଏବେ ବସ୍ତି ବିକାଶ ଚିନ୍ତା

ରାଉରକେଲା: ଆଗକୁ ସାଧାରଣ ନିର୍ବାଚନ। ନେତାଙ୍କୁ ଘାରିଛି ବସ୍ତି ବିକାଶ ଚିନ୍ତା। ବର୍ଷ ବର୍ଷ ଧରି ପାଦ ପଡୁ ନଥିବା ବସ୍ତିଗୁଡ଼ିକୁ ଏବେ ରାଜନୈତିକ ଦଳ ନେତାଙ୍କ ସୁଅ ଛୁଟିଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଚାଲୁଛି ବିଭିନ୍ନ କାର୍ଯ୍ୟକ୍ରମ। ନାନାଦି ସମସ୍ୟାକୁ ନେଇ ହଇରାଣ ହରକତ…
ଅଧିକ ଖବର ଦେଖନ୍ତୁ...

ଥମୁନି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ: ଗ୍ରାମବାସୀଙ୍କ ରାସ୍ତାରୋକ

ବାଲିଶଙ୍କରା: ସୁନ୍ଦରଗଡ଼ ରେଞ୍ଜ ଅଧିନସ୍ଥ ରାଉଳଡେଗା ସେକ୍ସନ ଅନ୍ତର୍ଗତ ତେଲିଯୋର, ସଲିହାପଡା, ଭଗତପଡା, ମହୁଲଗାଁ, ହେଣ୍ଡୁଆଶୁଖା, ରାମପୁର, ଗଇକନପାଲି, ଗଣ୍ଡାମରା ଆଦି ଗାଁରେ ସନ୍ଧ୍ୟା ହେଲା ମାତ୍ରକେ ହାତୀପଲଙ୍କ ଉପଦ୍ରବ ଗତ ୨୨ ତାରିଖରୁ ଲାଗିରହିଛି। ହାତୀପଲଙ୍କ ଉପଦ୍ରବ ଯୋଗୁ…
ଅଧିକ ଖବର ଦେଖନ୍ତୁ...

ଘୋଷଣାରେ ଅଟକିଛି ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌; କମିସନରେଟ୍‌ ପୁଲିସର ସମାନ ସ୍ଥିତି, ହଟିଗଲା ଇଏସ୍‌ଆଇ ମେଡ଼ିକାଲ କଲେଜ

ରାଉରକେଲା,୬/୧(ଇମିସ): ନିକଟରେ ରାଉରକେଲାରେ ଅନେକ ବିକାଶମୂଳକ କାମ ହୋଇଛି। ହେଲେ ତରବରିଆ କାମ ଯୋଗୁ ଅଧିକାଂଶ ପ୍ରକଳ୍ପ ନିମ୍ନମାନ ହୋଇଛି। ଯାହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି। ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହେଲେ ଆଜି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାର ତିନି ନିର୍ବାଚନ ମଣ୍ଡଳୀରେ ଏଥର ୨୩,୧୫୨ ଅଧିକ ଭୋଟର

ରାଉରକେଲା: ପାନପୋଷ  ଉପଖଣ୍ଡ  ଅନ୍ତର୍ଗତ ରାଉରକେଲା, ରଘୁନାଥପାଲି ଓ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୨୦୧୯ ତୁଳନାରେ ୨୦୨୪ରେ ୨୩,୧୫୨ ଜଣ ଭୋଟ୍‌ର ବଢ଼ିଛନ୍ତି। ଏହି କ୍ରମରେ ରାଉରକେଲାରେ ନିର୍ବାଚନ ମଣ୍ଡଳୀରେ ଏଥର ୮,୮୨୩ ଜଣ ଅଧିକ ଭୋଟର ଥିବାବେଳେ ରଘୁନାଥପାଲିରେ ଅଧିକ ୪,୬୬୩ ଓ…
ଅଧିକ ଖବର ଦେଖନ୍ତୁ...

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ: ରାଉରକେଲା ହନୁମାନବାଟିକାରେ ଜଳିବ ବିଶ୍ବର ବଡ଼ ଦୀପ

ରାଉରକେଲା: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାର ନବନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶ ଉତ୍ସବମୁଖର ହୋଇଛି। ବିଭିନ୍ନ ସଂଗଠନ ମଧ୍ୟ ନିଜନିଜ ସମ୍ବଳରେ ନିଆରା ଢଙ୍ଗରେ ଉତ୍ସବ ମନାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଉପଲକ୍ଷେ…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ; ଯୁବକ ଅଟକ

ରାଉରକେଲା: ଲେବରଟେନାମେଣ୍ଟ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ସରକାରୀ ଆଇଟିଆଇ ପାର୍ଶ୍ବ ଶୌଚାଳୟ ଭିତରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୁବକ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ପୁଲିସ ଯୁବକକୁ ଥାନାରେ ଅଟକ ରଖିଛି। ପୀଡ଼ିତାଙ୍କ ଡାକ୍ତରମାଇନା…
ଅଧିକ ଖବର ଦେଖନ୍ତୁ...