ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ଉଡ଼ିଲା ବିଜେଡି ପତାକା

ସୁନ୍ଦରଗଡ଼, ୫-ଟି ଅଧ୍ଯକ୍ଷ ଭିକେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ଲାଗିଲା ବିଜେଡି ପତାକା। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ୩ ଓ ୪ ତାରିଖ ଦୁଇଦିନ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସୁଛନ୍ତି। ୩ ତାରିଖରେ ସେ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ଭୋଜିରେ ଫୁଟିଲା ଗୁଳି: ବଡ଼ର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ

ରାଉରକେଲା: ଫିକା ପଡ଼ିଲା ନୂଆ ବର୍ଷରେ ଭୋଜିଭାତ। ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ତେତେରକେଲାର କ୍ଷୀରୋଧର ସିଂହ (୨୬)। ଗତକାଲି ରାତିରେ ତେତେରକେଲା ବାଲିଘାଟ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମଦ ପାଇଁ ଟଙ୍କା ମିଳିଲାନି ବୋଲି ସ୍ତ୍ରୀଙ୍କୁ ଟାଙ୍ଗିଆ ଚୋଟ, ଅଭିଯୁକ୍ତ ସ୍ବାମୀ ଗିରଫ

ରାଉରକେଲା: ମଦ ପିଇବାକୁ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲା ସ୍ବାମୀ। ତେବେ ପୂର୍ବରୁ ମାତାଲ ହୋଇସାରିଥିବାରୁ ସ୍ତ୍ରୀ ମନାକରିବାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ବାମୀ ସାରନଗରୀ ଅଟୋକଲୋନିରେ ସୁଖଲାଲ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାକୁ ଅବହେଳା: ରାଉରକେଲା ରେଳ ଡିଭିଜନଙ୍କୁ ନା

ରାଉରକେଲା(ମଳୟ ରଞ୍ଜନ ସାହୁ): ରେଳବାଇ ବିକାଶରେ ରେଳବାଇ ସୁନ୍ଦରଗଡ଼ ଜିଲ୍ଲାକୁ ସର୍ବଦା ଅବହେଳା କରିଆସୁଛି। ପ୍ରସ୍ତାବିତ ଓ ଚାଲିଥିବା ପ୍ରକଳ୍ପଗୁଡ଼ିକୁ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସରୁନି। ଜିଲ୍ଲାର ରେଳ ବିକାଶକୁ ନେଇ ବର୍ଷ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିବା ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ଭାଇର ଗୁଳିମାଡ଼ରେ ସାନର ଜୀବନ ଗଲା

ରାଉରକେଲା : ଗତକାଲି ଭୋଜିଭାତ ଚାଲିଥିବା ବେଳେ କଥା କଟାକଟିକୁ ନେଇ ଗୁଳି ଫୁଟିଛି। ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ତେତେରକେଲାର କ୍ଷୀରୋଧର ସିଂହ (୨୬)। ପାରିବାରିକ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ବିଶ୍ରା ପୁଲିସ ଶବ ଜବତ କରି…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ହେବ ଆଇଟି ହବ୍‌: ୨୫୦ କୋଟି ଟଙ୍କା ମଞ୍ଜୁର

ରାଉରକେଲା: କ୍ରୀଡ଼ା ହବ୍‌ ପରେ ରାଉରକେଲା ହେବାକୁ ଯାଉଛି ଆଇଟି ହବ୍‌। ଏଥିପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେକ୍ଟର-୫ ପାନ୍ଥନିବାସ ପାର୍ଶ୍ବସ୍ଥ ପ୍ରାୟ ୩ ଏକର ଜାଗାରେ ୧୧ ମହଲା ବିଶିଷ୍ଟ ବିଲ୍‌ଡିଂ ନିର୍ମାଣ ହେବାକୁ ଯାଉଛି। ଇଡ଼୍‌କୋ ଏହି ବିଲ୍‌ଡିଂ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ

ରାଉରକେଲା: ରାଉରକେଲାରେ ହଇଜା ବ୍ୟାପିବା ଘଟଣାର ନିରୀକ୍ଷଣ ଏବଂ ଅନୁଧ୍ୟାନ କରିବା ଲାଗି ଆଜି କେନ୍ଦ୍ରୀୟ ଟିମ୍ ର ୨ ଜଣ ସଦସ୍ୟ ଆସି ରାଉରକେଲାରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ୫ ଜଣିଆ ଟିମରୁ ଆସିଥିବା ଦୁଇ ଜଣ ସଦସ୍ୟ ହଇଜା ବ୍ୟାପିବାର କାରଣ…
ଅଧିକ ଖବର ଦେଖନ୍ତୁ...

ବାହାଘର ଭୋଜି ଖାଇ ଜଣେ ମୃତ, ୨୦ରୁ ଅଧିକ ଗୁରୁତର

ସୁନ୍ଦରଗଡ଼: ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସନ୍ଦେହ ଉପୁଜିଛି। ସୁନ୍ଦରଗଡ଼ ସବଡ଼େଗା ବ୍ଲକ ଦେଓଗାଁରେ ଅଘଟଣ ଘଟିଛି। ମୃତକ…
ଅଧିକ ଖବର ଦେଖନ୍ତୁ...

୭ ପର୍ଯ୍ୟନ୍ତ ଉଡ଼ିବନି ବିମାନ: ୨୦୨୩ରେ ଯାତ୍ରୀଙ୍କ ଦୁର୍ଦ୍ଦଶା, ୨୦୨୪ରେ ହେବ ନି ତ ?

ରାଉରକେଲା: ବର୍ଷ ତମାମ ଯାତ୍ରୀଙ୍କୁ ଧୋକ୍କା ଚାଲିଥିଲା ରାଉରକେଲାରୁ ଭୁବନେଶ୍ବର ବିମାନ ସେବା। କେବଳ ଏତିକି ନୁହେଁ ୨୬ରୁ ଆରମ୍ଭ ହୋଇଥିଲା ରାଉରକେଲା- କୋଲକାତା ସିଧାସଳଖ ବିମାନ ସେବା। କିନ୍ତୁ ଥରୁଟିଏ ବି ରାଉରକେଲା କୋଲକାତା ଉଡ଼ିଲାନି। ଘନକୁହୁଡ଼ି ଓ ସଠିକ୍‌ ଭିଜିଭିଲିଟ୍‌ ଅଭାବରୁ…
ଅଧିକ ଖବର ଦେଖନ୍ତୁ...

ଯୁଗଯୁଗର ଯନ୍ତ୍ରଣା

ଡମ୍ବରୁଧର ନାୟକ ସୁନ୍ଦରଗଡ଼: ଦେଶର ବୃହତ୍ତର ସ୍ବାର୍ଥ ପାଇଁ ନିଜ ପିତୃପୁରୁଷ ଅର୍ଜିଥିବା ଭିଟାମାଟି, ପଦର, ଜମି, ଘରବାଡ଼ି, ଗାଁ ଟେକିଦେଇ ଏକପ୍ରକାର ନିଃସ୍ବ ପାଲଟିଥିବା ବିସ୍ଥାପିତଙ୍କ ତ୍ୟାଗର ମୂଲ୍ୟ କେତେ! ସୁନ୍ଦରଗଡ଼ର ବିସ୍ଥାପିତଙ୍କ ଯନ୍ତ୍ରଣାକୁ ଦେଖିଲେ ଏହାର ଉତ୍ତର ମିଳିଯିବ।…
ଅଧିକ ଖବର ଦେଖନ୍ତୁ...