ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ବହୁବଚନ: ଓଡ଼ିଆ ଜାତୀୟତାର ଜାତକ

ଉତ୍କଳ ସମ୍ମିଳନୀ ଓଡ଼ିଆ ଜାତୀୟତାର ପହିଲି ପୁଲକ ଏବଂ ଏହାର ଆଦ୍ୟ ଅଧିବେଶନ ଓଡ଼ିଆ ଜାତୀୟ ଜୀବନର ଆଦ୍ୟ ସମାବେଶ। ଗୋଟିଏ ଜାତିର ଅସ୍ତିତ୍ୱ ବିନା ତା’ର ଅସ୍ମିତା କ’ଣ ପ୍ରମୂର୍ତ୍ତ ହୋଇପାରେ? ବ୍ରିଟିଶ ଶାସନ କାଳରେ ତିନିଟି ମହାପ୍ରଦେଶର ଉପାଙ୍ଗ ହୋଇ ରହିଥିବାରୁ ଓଡ଼ିଶା ଥିଲା ଏକ ଅଜ୍ଞାତ…
ଅଧିକ ଖବର ଦେଖନ୍ତୁ...

ବେଢଙ୍ଗିଆ ଚାଲି

ଦିନକର କଥା। ଜଣେ ଭଦ୍ର ଲୋକ ମନକୁ ଭୁଲାଇବା ସକାଶେ ସା˚ଧୢ ଭ୍ରମଣରେ ବାହାରିଲେ। ପାରିବାରିକ କାରଣରୁ ମନଟି ବିରକ୍ତିରେ ଭରି ରହିଥିଲା। ଏଭଳି ଦଶା ଲାଗି ସେ ମନେ ମନେ ଭଗବାନଙ୍କୁ ଗାଳି ଦେବାରେ ଲାଗିଲେ। ତାଙ୍କୁ ଲାଗିଲା ସମସ୍ତେ ଯେମିତି ତାଙ୍କୁ କଷ୍ଟ ଦେବାକୁ ତତ୍ପର। ଏମିତି ମନେ ମନେ କହି…
ଅଧିକ ଖବର ଦେଖନ୍ତୁ...

ପଳାତକ ଚାଳକ

ଦୁର୍ଘଟଣା ସ୍ଥଳରୁ ପଳାତକ ଗାଡ଼ି ଚାଳକମାନେ ଯଦି ପୀଡ଼ିତଙ୍କ କଷଣ ଦେଖିପାରନ୍ତେ, ତେବେ ହୁଏତ ସେମାନେ ଦୁର୍ଘଟଣାଗ୍ରସ୍ତମାନଙ୍କ ପ୍ରାଣ ବଞ୍ଚାଇବାର ପ୍ରୟାସ ମଧ୍ୟ କରନ୍ତେ। କିନ୍ତୁ ସେଥି ଲାଗି ସେମାନଙ୍କ ମନରୁ ଦୁର୍ଘଟଣା ପରବର୍ତ୍ତୀ ଭିଡ଼ତନ୍ତ୍ରର ଭୟ ଦୂରୀଭୂତ ହେବା ଜରୁରୀ। ଯଦି କୌଣସି ଆଇନ…
ଅଧିକ ଖବର ଦେଖନ୍ତୁ...

କଚ୍ଛପର କବର

ଏହା ସତ ଯେ ପରିସ୍ଥିତିରେ ଉନ୍ନତି ପାଇଁ ଆମ ନ୍ୟାୟପାଳିକାକୁ ତା’ର ପାରମ୍ପରିକ ଔପନିବେଶିକ ମାନସିକତା ପରିହାର କରି ନିଜର ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। କିନ୍ତୁ ଏଥିରେ ସରକାରଙ୍କ ଭୂମିକା ମଧ୍ୟ ଅନୁରୂପ ଭାବରେ ଗୁରୁତ୍ବପୂର୍ଣ୍ଣ, କାରଣ ବିଚାରପତି ନିଯୁକ୍ତି ଠାରୁ ଭିତ୍ତିଭୂମି ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ବ୍ୟବସ୍ଥାରେ ଅସଂଗତି: ବିଚାରାଧୀନ ବନ୍ଦୀଙ୍କ ଦଶା

କହିବା ବାହୁଲ୍ୟ ଯେ, ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ବ୍ରିଟିସ ଶାସନ କାଳରେ ଥିବା ଶାସନ-ପ୍ରଶାସନ ବ୍ୟବସ୍ଥା ଓ ନ୍ୟାୟ ବ୍ୟବସ୍ଥା ଇତ୍ୟାଦି ଆମେ ମୋଟାମୋଟି ଭାବେ ଉତ୍ତରାଧିକାର ସୂତ୍ରରେ ପାଇଛୁ। ଆମେ ଭାରତୀୟମାନେ ଅଧିକାଂଶ ହେଲୁ ପ୍ରଭୁ ଭକ୍ତ। ୧୯୪୭ ପୂର୍ବରୁ ପ୍ରଶାସନିକ ଅଧିକାରୀ ଓ…
ଅଧିକ ଖବର ଦେଖନ୍ତୁ...

ଦୂର ଦେଶର ଅତିଥି

ଏହା ବିସ୍ମୟକର ମନେ ହେଲେ ବି ସତ ଯେ ବିହଙ୍ଗ ବା ପକ୍ଷୀ ଜାତିଟି ହେଉଛି ବିଲୁପ୍ତ ଡାଇନୋସୋରସ ଓ ବିଦ୍ୟମାନ କୁମ୍ଭୀରଙ୍କର ବଂଶଜ। ଏହି ପର ଶୋଭିତ, ପକ୍ଷଯୁକ୍ତ ଓ ଦନ୍ତବିହୀନ ଅଥଚ ତୀକ୍ଷଣ ଥଣ୍ଟର ଅଧିକାରୀ, ଅଣ୍ଡା ପ୍ରଦାନ କରୁଥିବା ଉଷ୍ମ ରକ୍ତ ବିଶିଷ୍ଟ ମେରୁଦଣ୍ଡୀ ପ୍ରାଣୀ ବିଭିନ୍ନ ଆକାରରେ…
ଅଧିକ ଖବର ଦେଖନ୍ତୁ...

ସାତମୟ ଜୀବନ

ଜଣେ ବ୍ୟକ୍ତିଙ୍କ ‘ସାତ’ ଅଙ୍କକୁ ନେଇ ଗଭୀର ବିଶ୍ବାସ ଥିଲା। ସେ ଜୁଲାଇ ମାସ ଅର୍ଥାତ୍‌ ବର୍ଷର ସପ୍ତମ ମାସରେ ଜନ୍ମ ହୋଇଥିଲେ, ପୁଣି ସାତ ତାରିଖରେ। ତାଙ୍କୁ ସାତ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ନାମରେ ସାତ ଲକ୍ଷ ଟଙ୍କାର ଲଟେରି ଉଠିଲା। ସେ ସବୁ ପରୀକ୍ଷାରେ ସପ୍ତମ ସ୍ଥାନରେ ରହି…
ଅଧିକ ଖବର ଦେଖନ୍ତୁ...

ନିଃଶବ୍ଦ ଉଦ୍ଧାର

ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଭାରତ ଉଭୟ କାତାର୍ ଓ ଅନ୍ୟାନ୍ୟ ଉପସାଗରୀୟ ଆରବ ଦେଶମାନଙ୍କ ସହିତ ଓ ସେମାନଙ୍କର ପ୍ରତିପକ୍ଷ ଇସ୍ରାଏଲ୍ ସହିତ ଉତ୍ତମ ସଂପର୍କ ପ୍ରତିଷ୍ଠା କରିପାରିଛି। ବର୍ତ୍ତମାନ ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ଉଦ୍ୟମରେ…
ଅଧିକ ଖବର ଦେଖନ୍ତୁ...

ବଣିଜ ବିଚାର: ସାଇକେଲ ବ୍ୟବସାୟର ରୂପରେଖ

ଆଜିକୁ ଅର୍ଦ୍ଧ ଶତାବ୍ଦୀ ତଳେ ସାଇକେଲ ଥିଲା ଜନସାଧାରଣଙ୍କ ଗମନାଗମନର ମୁଖ୍ୟ ମାଧ୍ୟମ। ସେହି ସମୟରେ ବିବାହ ବେଳେ ଯୌତୁକ ଭାବେ ସବୁଠାରୁ ଅଧିକ ଲୋଡ଼ା ପଡୁଥିଲା ରାଲେ ସାଇକେଲ। ନବମ ଦଶକରୁ କ୍ରମେ ଦୁଇଚକିଆ ଏବଂ ଚାରିଚକିଆ ମୋଟରଗାଡ଼ିର ପ୍ରାଧାନ୍ୟ ବୃଦ୍ଧି ପାଇଲା ଏବଂ ସାଇକେଲ ବ୍ୟବହାରରେ…
ଅଧିକ ଖବର ଦେଖନ୍ତୁ...

ଧର୍ମ ହେଉ କରୁଣା, ନୀତି ହେଉ ପ୍ରେମ

ଆମ ପାଖରେ ଏବେ ନୂଅାବର୍ଷର ସକାଳ। ଅରୁଣିମାରେ ଅାଲୋକିତ ତା’ର ଓଠ, ପ୍ରତିଶ୍ରୁତିରେ ଉଜ୍ଜ୍ୱଳ ତା’ର ଚେହେରା। ନୂଅାବର୍ଷର ଏ ଶାନ୍ତ ସକାଳ କହୁଛି, ଯାହା କିଛି ଅପୂର୍ଣ୍ଣତା ରହିଯାଇଛି ତାକୁ ଭୁଲିଯାଅ, ଅବସୋସଗୁଡ଼ିକୁ ଅାଉ ଝୁରିହୁଅ ନାହିଁ, ସରି ନ ଥିବା କାମ ପାଇଁ ମନକଷ୍ଟ କରନାହିଁ- କାରଣ…
ଅଧିକ ଖବର ଦେଖନ୍ତୁ...