ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ସିଦ୍ଧ ପୁରୁଷଙ୍କ ହସ

ଥରେ ଜଣେ ଯୁବକ ସିଦ୍ଧ ପୁରୁଷଙ୍କୁ ଭେଟିଲା। ସେ ଜାଣିପାରିଲା ଯେ ସିଦ୍ଧ ପୁରୁଷ ଯାହା କହିବେ ତାହା ଫଳିବ। ତେଣୁ ସେ କହିଲା- ମହାତ୍ମା, ମୋତେ ଏଇ ବର ଦିଅନ୍ତୁ ଯେମିତି ମୁଁ ଧନୀ ହୋଇଯାଏ। ଯୋଗର କଥା। ସେ ଯେଉଁ ସମୟରେ ଏ ବରଟି ମାଗିଲା, ସେଇ ସମୟରେ ହିଁ ସିଦ୍ଧ ପୁରୁଷ ପ୍ରତି ବର୍ଷ କାହାକୁ…
ଅଧିକ ଖବର ଦେଖନ୍ତୁ...

ସତ-ମିଛ

ବର୍ତ୍ତମାନ ‘ସେବି’ର ଦାୟିତ୍ବ ହେଉଛି ନିବେଶକମାନେ ତା’ ଉପରେ ସ୍ଥାପନ କରିଥିବା ଏହି ଭରସାକୁ ଯଥାର୍ଥ ପ୍ରତିପାଦନ କରିବା। ଅନୁସନ୍ଧାନ ଓ ନିୟନ୍ତ୍ରଣରେ ଦକ୍ଷତା ଓ ସ୍ବଚ୍ଛତା ବଜାୟ ରଖିବା ଦ୍ବାରା ହିଁ ‘ସେବି’ ଏହା ହାସଲ କରିପାରିବ। ଯଦି ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼େ ତେବେ ଆଦାନି…
ଅଧିକ ଖବର ଦେଖନ୍ତୁ...

ସତ କହୁଛି: ରାଜନୀତିରେ କାର୍ଟୁନ୍ ଓ ମିମିକ୍ରି

ରାଜନୀତିରେ ‘କାର୍ଟୁନ୍’ ହେଉଛି ରାଜ୍ୟରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଏବଂ ଏହାର ନାୟକ ନାୟିକାମାନଙ୍କର ବ୍ୟଙ୍ଗ ଚିତ୍ର, ଯାହାକି ଅାଜକୁ ବର୍ଷ ବର୍ଷ ଧରି ଛାପା ଗଣମାଧ୍ୟମରେ ପ୍ରକାଶ ପାଇଅାସୁଛି। ‘ମିମିକ୍ରି’ ହେଉଛି ଏହାର ଏକ ଅାଧୁନିକ ସଂସ୍କରଣ ଅର୍ଥାତ୍‌ ଏହି ଘଟଣାବଳୀର…
ଅଧିକ ଖବର ଦେଖନ୍ତୁ...

ଯଦୁନାଥର ପ୍ରଶ୍ନ

ୟୁଜି‌େକ ଥରେ ତାଙ୍କ ଅନୁଗାମୀମାନଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଏହି ହାସ୍ୟରସାତ୍ମକ କଥାଟି କହିଥିଲେ। ଜଣେ ଅତି ପ୍ରାଜ୍ଞ ପ୍ରବଚକ ଗୋଟିଏ ଗ୍ରାମରେ ପହଞ୍ଚିଲେ। ମନ୍ଦିର ପ୍ରାଙ୍ଗଣରେ ପ୍ରବଚନ ସଭାର ଆୟୋଜନ କରାଗଲା। ଗାଁର ଜ୍ଞାନୀ ଲୋକେ ଏକତ୍ର ହୋଇ ବିଦ୍ବାନ ପ୍ରବଚକଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ଆରିଶିର ରାୟ

ଆରିଶିରେ ସେମାନେ ନିଜର ଯେଉଁ ଚେହେରା ଦେଖିବେ ତାହା ହେଲା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିଦ୍ରୋହ, ‌େଯଉଁ ମାମଲା ବର୍ତ୍ତମାନ ଆମେରିକା ରାଜନୀତିକୁ ଉତ୍ତପ୍ତ କରି ରଖିଛି; କିମ୍ବା କାନାଡାରେ ଅନୁସୃତ ଖାଲିସ୍ଥାନୀ ଓ ନାତ୍‌ସି ତୁଷ୍ଟୀକରଣ…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟ ଚେତନା: ସ୍ୱଳ୍ପ ଅବଧିର ବିବାହ

କିଛିଦିନ ତଳେ ଗୋଟିଏ ଖବରକାଗଜରେ ଏକ ରୋଚକ ବୈବାହିକ ବିଜ୍ଞାପନ ବାହାରିଥିଲା, ଯାହାକି ଅଳ୍ପ କ୍ଷଣରେ ସାମାଜିକ ଗଣମାଧ୍ୟମଗୁଡ଼ିକରେ ଚାଞ୍ଚଲ୍ୟ ସୃଷ୍ଟି କରିପକାଇଲା। ମୁମ୍ବାଇର ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାର ତାଙ୍କର କନ୍ୟା ପାଇଁ ବରପାତ୍ର ଖୋଜିବା ଉଦ୍ଦେଶ୍ୟରେ ଏହି ବିଜ୍ଞାପନଟି…
ଅଧିକ ଖବର ଦେଖନ୍ତୁ...

ଅଶାନ୍ତ ସାଗର

ଏକ ମୁଖ୍ୟ ଆଲୋଡ଼ନକାରୀ ବିଷୟ ହେଲା ପୂର୍ବରୁ ଘଟି ନ ଥିବା ଭଳି ଘଟଣା ଏବେ ଘଟିବା ଆରମ୍ଭ ହୋଇଛି। ଆତଙ୍କବାଦର ପ୍ରଥମ ତରଙ୍ଗରେ ତାହାର ଭୟାବହତା କେବଳ ସ୍ଥଳ ଭାଗରେ ହିଁ ସୀମିତ ହୋଇ ରହିଥିଲା। ହେଲେ, ସଂପ୍ରତି ତା’ର ଦ୍ବିତୀୟ ତରଙ୍ଗ ପ୍ରାରମ୍ଭ ହେଉ ହେଉ ଭୟଙ୍କର ପରିଣାମ ଉଛୁଳି ପଡ଼ି ଜଳ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ନୂଆ ଭାରତୀୟ ପାଇଲଟ୍‌

ଭାରତରେ ବେସାମରିକ ବିମାନ ଚଳାଚଳକୁ ନିୟନ୍ତ୍ରଣ କରୁଥିବା ସରକାରୀ ସଂସ୍ଥା ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍‌ ସିଭିଲ୍‌ ଏଭିଏସନ୍ (ଡିଜିସିଏ)ର ତଥ୍ୟ ଅନୁସାରେ ୨୦୨୩ ମସିହାରେ ଜାରି କରାଯାଇଥିବା କମର୍ସିଆଲ୍ ପାଇଲଟ୍‌ ଲାଇସେନ୍‌ସ ବା ‘ସିପିଏଲ୍‌’ ସଂଖ୍ୟା ଭାରତ ଇତିହାସରେ ସର୍ବୋଚ୍ଚ ସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଯାହା ମୁଁ ନୁହେଁ

ଥରେ ଗୋଟିଏ ରାଜ୍ୟରେ ରାଜା ଅପୁତ୍ରକ ଥିବାରୁ ତାଙ୍କ ଅନ୍ତେ ନୂଆ ରାଜା ଲାଗି ହାତୀ ସୁନା କଳସ ଧରି ରାଜଧାନୀରେ ବୁଲିଲା। ଶେଷରେ ଜଣେ ଯୁବକର ମସ୍ତକରେ ହାତୀ ସୁନା କଳସ ଢାଳିବାରୁ ସେଇ ଯୁବକକୁ ରାଜା ଭାବେ ଅଭିଷେକ କରାଗଲା। ଅଭିଷେକ ହେବାର ପର ଦିନ ନୂଆ ରାଜାଙ୍କ ପାରିଧିର ଆୟୋଜନ କରାଗଲା।…
ଅଧିକ ଖବର ଦେଖନ୍ତୁ...

କିଏ କାହାର?

ସୋଲେମାନୀ ସମଗ୍ର ସିହା ସଂପ୍ରଦାୟ ଲାଗି କିଂବଦନ୍ତିର ନାୟକ ତୁଲ୍ୟ ହୋଇଥିବା ବେଳେ ଆମେରିକା ବା ତାହାର ସହଯୋଗୀଙ୍କ ଚକ୍ଷୁରେ ସେ ଜଣେ କୁଖ୍ୟାତ ଆତଙ୍କବାଦୀ। ‘ହିଜବୋଲ୍ଲା’ ବା ‘ହୁଥି’ ବା ‘ହମାସ’ ଭଳି ସଂଗଠନ ଆତଙ୍କବାଦୀ ରୂପେ ପାଶ୍ଚାତ୍ୟ ଦେଶ ଦ୍ବାରା ପରିଭାଷିତ ହେଉଥିବା ବେଳେ ଏସିଆ…
ଅଧିକ ଖବର ଦେଖନ୍ତୁ...