ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ସାମାନ୍ୟ କଥନ: ଭାରତୀୟ ଜ୍ଞାନ ପରଂପରା ଓ ଭାରତ

ବିଶ୍ବର କୌଣସି ସମାଜ କେବେ ହେଲେ ଜ୍ଞାନଶୂନ୍ୟ ନ ଥିଲା; ତା’ର ଜନସଂଖ୍ୟା ଓ ‌ଭୌଗୋଳିକ ପରିଧି ଯେତେ କମ୍‌ ହେଉ ପଛକେ! ପ୍ରତ୍ୟେକ ସମାଜ ନିଜର ଆବଶ୍ୟକତା ଏବଂ ଉପାଦାନର ଉପଲବ୍‌ଧତା ଅନୁସାରେ ଜ୍ଞାନ ଓ ଜ୍ଞାନ-କୌଶଳର ବିକାଶ କରେ ଓ ତାହାକୁ ସାଇତି ରଖେ। ତାହା ଉକ୍ତ ସମାଜରେ ବ୍ୟାପ୍ତ…
ଅଧିକ ଖବର ଦେଖନ୍ତୁ...

ମୋ ତୀର୍ଥ ସରିଲା

ଗାଁ ଲୋକେ ତୀର୍ଥରେ ବାହାରିଲେ। ଜଣେ ଯୁବକ ଯାହାକୁ ସମସ୍ତେ ଆଡ଼ବାୟା ବୋଲି କହନ୍ତି ପଚାରିଲା- ତୀର୍ଥ କ’ଣ ପାଇଁ? ଲୋକେ କହିଲେ- ଭଗବାନଙ୍କ ଦର୍ଶନ ପାଇଁ। ଆଡ଼ବାୟା କହିଲା- ମୁଁ ବି ଯିବି। ସମସ୍ତେ କହିଲେ- ବାବୁରେ, ଭାରି ବିପଦସଙ୍କୁଳ ରାସ୍ତା। ଯିବା କଥା କହନା। କିନ୍ତୁ ତା’ର ଏକା ଜିଦ…
ଅଧିକ ଖବର ଦେଖନ୍ତୁ...

ଗୋଲାପି କର

‘ଅକ୍‌ସଫୋର୍ଡ ଇକନମିକ୍‌ସ’ର ରିପୋର୍ଟରୁ ଯାତାୟାତର ଏହି ଲିଙ୍ଗଗତ ଗୁରୁତ୍ବ ଲୋକଲୋଚନକୁ ଆସିବା ପରେ ରାଷ୍ଟ୍ର ଅର୍ଥାତ୍ ସରକାରଙ୍କର ଦାୟିତ୍ବ ହେଉଛି ନିର୍ଦ୍ଦିଷ୍ଟ ଭାବ‌େର ମହିଳାମାନଙ୍କ ପାଇଁ ସୁବିଧାଜନକ, ସୁରକ୍ଷିତ ଓ ଦ୍ରୁତ ଗଣପରିବହନ ସେବା ଉପଲବ୍‌ଧ କରାଇବା, ଯାହା ନିମ୍ନ ଆୟବର୍ଗର…
ଅଧିକ ଖବର ଦେଖନ୍ତୁ...

କାଲି ପାଇଁ କଥାଟିଏ: ବିଶ୍ବ ମାଟିର ସନ୍ତାନ

ଦିନ ଦିପହରର ଧୁ ଧୁ ଖରା। କଚେରିରୁ ଫେରିବାର ବେଳ ତ ହୋଇ ନାହିଁ। ଆସିଲା କିଏ? ଘର ସାମ୍‌ନାରେ ଘୋଡ଼ା ଗାଡ଼ିଟିଏ ଠିଆ ହୋଇଛି। ଆଉ ତା’ ପାଖରେ ଦୁଇ ତିନି ଜଣ ଲୋକ କିପରି ଅପ୍ରସ୍ତୁତ ଭାବରେ ଠିଆ ହୋଇଛନ୍ତି। କ’ଣ ହୋଇଛି ଜାଣିବା ପାଇଁ କବାଟ ଖୋଲି ବାହାରି ଆସିଲେ ପ୍ରଫୁଲ୍ଲ ଦେବୀ।…
ଅଧିକ ଖବର ଦେଖନ୍ତୁ...

ସାହାଯ୍ୟ ନେଲିନି କାହିଁକି?

ଜଣେ ବ୍ୟକ୍ତି ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ଼ ହରାଇଲେ। ନିଜର ଏ ଅକ୍ଷମତାକୁ ଅତିକ୍ରମ କରି ସେ କଷ୍ଟେମଷ୍ଟେ ନିଜ ଜୀବନ କାଟିବାକୁ ଲାଗିଲେ। ଦିନକର କଥା। ସେ ଗୋଟିଏ ଉଠାଣି ରାସ୍ତାରେ ପାଦରେ ଚାଲି ଚାଲି ଯାଉଥିଲେ। ସ୍ବାଭାବିକ ଭାବେ ଆଶାବାଡ଼ିର ସହାୟତାରେ ସେ ଅତି ଧୀରେ ଧୀରେ ଉଠୁଥିଲେ…
ଅଧିକ ଖବର ଦେଖନ୍ତୁ...

ଗୁମାନୀ ମାମୁ

ବାସ୍ତବରେ ଏହି ଉତ୍ସବଟି ଏକ ହିନ୍ଦୁ ମହାପର୍ବ ହେବାକୁ ବସିଲାଣି; ଯେଉଁ ପରିପ୍ରେକ୍ଷୀରେ କଂଗ୍ରେସର ରସଭଙ୍ଗକାରୀ ଆଚରଣ ହିନ୍ଦୁ ବିରୋଧୀ ଭାବେ ଅଭିହିତ ହେବା ସଙ୍ଗେସଙ୍ଗେ ଗୁମାନ କରି ରୁଷି ବସୁଥିବା ସେହି ମାମୁ ବା ପିଉସା ବା ମଉସାମାନଙ୍କ ଭଳି ହୋଇଥାଏ, ଯେଉଁମାନଙ୍କୁ ପ୍ରତ୍ୟେକ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ବିକଳ୍ପ ବିଶ୍ବ: ମାଳ ମାଳ ଦ୍ବୀପର ଦେଶ

ଏବେ କିଛିଦିନ ‌େହଲା ଭାରତ ଓ ମାଳଦ୍ବୀପ ସମ୍ପର୍କ ନେଇ ସାମାଜିକ ଗଣମାଧ୍ୟମ ବେଶ୍‌ ସକ୍ରିୟ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଦାୟିତ୍ବହୀନ ମନ୍ତବ୍ୟ ଦେଇ ମାଳଦ୍ବୀପର ତିନିଜଣ ମନ୍ତ୍ରୀ ନିଲମ୍ବିତ ହେଲେଣି। ସବୁ ସମୟରେ ଏହି ଦେଶ ପାଖରେ ଠିଆ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସାଧୁ ଓ ପଣ୍ଡିତ

ଜଣେ ସାଧୁ ତାଙ୍କ ଚେଲା ସହିତ ଘୂରି ବୁଲୁଥିଲେ। ଏମିତି ବୁଲୁବୁଲୁ ଜଣେ ପଣ୍ତିତଙ୍କ ସହିତ ସାଧୁଙ୍କ ଦେଖାହେଲା। ପଣ୍ତିତ ତାଙ୍କ ସହିତ ଶାସ୍ତ୍ର ଜ୍ଞାନକୁ ନେଇ ତର୍କ କରିବାକୁ ବାହାରିଲେ। ସାଧୁ ଦେଖିଲେ, ପଣ୍ତିତଙ୍କ ଜ୍ଞାନ ଖୁବ୍‌ ସୀମିତ, କିନ୍ତୁ ବିତଣ୍ତା ଯୁକ୍ତି କରିବାରେ ସେ ଧୁରନ୍ଧର।…
ଅଧିକ ଖବର ଦେଖନ୍ତୁ...

ସନତ ମିଶ୍ର: ଓଡ଼ିଶାରେ ବ୍ୟାଡମିଣ୍ଟନ୍ ଓ ସନତଙ୍କ ସ୍ମୃତି

କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଓଡ଼ିଶାରେ ବ୍ୟାଡମିଣ୍ଟନ୍ ୱର୍ଲଡ୍‌ ଫେଡେରେସନ୍‌ (ବି.ଡବ୍ଲ୍ୟୁ.ଏଫ୍‌.)ର ସୁପର ୧୦୦ ଟୁର୍ନାମେଣ୍ଟ ଗଲା ଡିସେମ୍ବର ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହୋଇଗଲା। ଏହି ପ୍ରତିଯୋଗିତାରେ ୩୦ଟି ଦେଶର ୪୫୦…
ଅଧିକ ଖବର ଦେଖନ୍ତୁ...

ଜୁକରବର୍ଗଙ୍କ ଗାଈ

ଏହାର କାରଣ ସ୍ପଷ୍ଟ; କାରଣ ସରାଗ ଏବଂ ସଯତ୍ନ ପ୍ରତିପାଳିତ ତାଙ୍କ ହତଭାଗ୍ୟ ଗାଈଗୁଡ଼ିକ ପରିଶେଷରେ ଚରମ ବିଶ୍ବାସଘାତର ସାମନା କରିବେ! ଅନେକ କହି ପାରନ୍ତି ଯେ ପଶୁ ମାଂସ ବ୍ୟବସାୟରେ ଏଭଳି ସ୍ଥିତି ଅତ୍ୟନ୍ତ ସ୍ବାଭାବିକ, ଯାହାକୁ ନେଇ ଭାବପ୍ରବଣ ହେବାର ଆବଶ୍ୟକତା ନାହିଁ। ତେଣୁ ତାଙ୍କୁ ଦରଦହୀନ…
ଅଧିକ ଖବର ଦେଖନ୍ତୁ...