ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଅବୋଲକରା ଜିଭ

ମିଆଁମାର ଦେଶର ଲୋକ କଥା। ଯେତେବେଳେ ଈଶ୍ବର ମଣିଷ ସୃଷ୍ଟି କରିବାକୁ ସ୍ଥିର କଲେ, ସେତିକି ବେଳେ ବିଭିନ୍ନ ଦେବଦୂତଙ୍କୁ ମଣିଷର ବିଭିନ୍ନ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ ତିଆରି କରିବା କାମରେ ଲଗାଇ ଦେଲେ। ସୈତାନ ତ ଭଗବାନଙ୍କ ପାଖେପାଖେ ଛାଇ ଭଳି ଥାଏ, କିନ୍ତୁ କେବେ ତାଙ୍କୁ ସାହାଯ୍ୟ କରେନା।…
ଅଧିକ ଖବର ଦେଖନ୍ତୁ...

ଧାତବ ନଳୀ

ଯାତ୍ରୀମାନଙ୍କ ଆଚରଣରେ ସଂଶୋଧନ ଘଟାଇବା ପାଇଁ ମାତ୍ର ଦୁଇଟି ବାଟ ରହିଛି: ଆହ୍ବାନ ଓ ଦଣ୍ଡ ଦାନ। କର୍ମଚାରୀମାନଙ୍କ ଆଚରଣରେ ଉନ୍ନତି ଘଟାଇବା ନିମିତ୍ତ ଏକ ଶକ୍ତିଶାଳୀ ତୃତୀୟ ଉପାୟ ଉପଲବ୍‌ଧ ଅଛି: ଉପଯୁକ୍ତ ତାଲିମ। ସରକାର ଓ ବିମାନ କମ୍ପାନିମାନଙ୍କୁ ଯେ କର୍ମଚାରୀଙ୍କ ତାଲିମ ପ୍ରତି ଅଧିକ…
ଅଧିକ ଖବର ଦେଖନ୍ତୁ...

ସତ କହୁଛି: ଗ୍ୟାରେଣ୍ଟି ବନାମ ପ୍ରତିଶ୍ରୁତି

ଆଜିକାଲି ଟିକିଏ ଟିକିଏ କଥାରେ ସରକାର ଗ୍ୟାରେଣ୍ଟି ଦେଇ କଥାବାର୍ତ୍ତା କରୁଛନ୍ତି। ପ୍ରତ୍ୟହ ଖବରକାଗଜଗୁଡ଼ିକରେ ଅମୁକ ସରକାରଙ୍କ ସମୁକ ଗ୍ୟାରେଣ୍ଟି କିମ୍ବା ସମୁକ ସରକାରଙ୍କ ଅମୁକ ଗ୍ୟାରେଣ୍ଟି ବୋଲି ବାର୍ତ୍ତା ପ୍ରକାଶ ପାଉଛି। ଆମ ଭାଷାରେ ‘ଶପଥ କରି କହୁଛି’ କିମ୍ବା ‘ନିର୍ଭର ପ୍ରତିଶ୍ରୁତି…
ଅଧିକ ଖବର ଦେଖନ୍ତୁ...

ପୁରସ୍କାର ଚାହେଁ ନାହିଁ

ଜଣେ ଅତ୍ୟନ୍ତ ଧନୀ ବଣିକଙ୍କ ପତ୍ନୀଙ୍କ ବେକରୁ ବହୁ ମୂଲ୍ୟବାନ ହାରଟି ଖସି ପଡ଼ିଲା। ଦୁଇ ଦିନ ପରେ ଜଣେ ବ୍ୟକ୍ତି ତାହା ତାଙ୍କ ପାଖକୁ ଫେରାଇବାକୁ ଆଣିଲେ। ତାଙ୍କ ସାଧୁତା ଲାଗି ବଣିକ ତାଙ୍କୁ ପୁରସ୍କାର ଦେବାକୁ ସ୍ଥିର କଲାରୁ ସେ କହିଲେ- ପ୍ରଥମେ ମୋ କଥା ଶୁଣନ୍ତୁ। ଯେଉଁ ଦିନ ମୋର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଘର ବଇଦ

ଏପରି ଏକ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ତା’ର ଅନ୍ତିମ ପରିଣାମ କ’ଣ ହେବ, ତାହା ଅନୁମାନ କରିବା କଷ୍ଟକର ନୁହେଁ। ବ୍ୟବସ୍ଥାର ସୁଯୋଗ ନେଇ ଅନେକ ନକଲି ଚିକିତ୍ସକ ଅସାଧୁ ଉପାୟରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରମାଣପତ୍ର ହାସଲ କରିବାରେ ଲାଗିଯିବେ। ଏହା କେବଳ ଦୁର୍ନୀତିକୁ…
ଅଧିକ ଖବର ଦେଖନ୍ତୁ...

ଗହନ ମନର କଥା: ବିବ୍ରତ କରୁଥିବା ଭାବନା ଓ କାର୍ଯ୍ୟର ଆବର୍ତ୍ତ

ପ୍ରଥମ ସନ୍ତାନ ଜନ୍ମ ଗ୍ରହଣ କରିବା ପରେ ମୋନିକାର ଅହରହ ଚିନ୍ତା ହେଲା ଯେ, ସେ ତା’ର ସନ୍ତାନର କ୍ଷତି କରି ବସିବ। ପିଲାଟିର ତଣ୍ଟି ଚିପିଦେବ ବା ଉଚ୍ଚ ସ୍ଥାନରୁ ତାକୁ ପକେଇ ଦେବ। ଏହି ଭଳି ଅପ୍ରୀତିକର ଏବଂ ଅବାନ୍ତର ଭାବନା ବାରମ୍ବାର ତା’ର ମନକୁ ଆସି ତାକୁ ବିରକ୍ତ କଲା। ଏହିପରି ଭାବନା…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ କଥନ: ଭାରତୀୟ ଜ୍ଞାନ ପରଂପରା ଓ ଭାରତ

ବିଶ୍ବର କୌଣସି ସମାଜ କେବେ ହେଲେ ଜ୍ଞାନଶୂନ୍ୟ ନ ଥିଲା; ତା’ର ଜନସଂଖ୍ୟା ଓ ‌ଭୌଗୋଳିକ ପରିଧି ଯେତେ କମ୍‌ ହେଉ ପଛକେ! ପ୍ରତ୍ୟେକ ସମାଜ ନିଜର ଆବଶ୍ୟକତା ଏବଂ ଉପାଦାନର ଉପଲବ୍‌ଧତା ଅନୁସାରେ ଜ୍ଞାନ ଓ ଜ୍ଞାନ-କୌଶଳର ବିକାଶ କରେ ଓ ତାହାକୁ ସାଇତି ରଖେ। ତାହା ଉକ୍ତ ସମାଜରେ ବ୍ୟାପ୍ତ…
ଅଧିକ ଖବର ଦେଖନ୍ତୁ...

ମୋ ତୀର୍ଥ ସରିଲା

ଗାଁ ଲୋକେ ତୀର୍ଥରେ ବାହାରିଲେ। ଜଣେ ଯୁବକ ଯାହାକୁ ସମସ୍ତେ ଆଡ଼ବାୟା ବୋଲି କହନ୍ତି ପଚାରିଲା- ତୀର୍ଥ କ’ଣ ପାଇଁ? ଲୋକେ କହିଲେ- ଭଗବାନଙ୍କ ଦର୍ଶନ ପାଇଁ। ଆଡ଼ବାୟା କହିଲା- ମୁଁ ବି ଯିବି। ସମସ୍ତେ କହିଲେ- ବାବୁରେ, ଭାରି ବିପଦସଙ୍କୁଳ ରାସ୍ତା। ଯିବା କଥା କହନା। କିନ୍ତୁ ତା’ର ଏକା ଜିଦ…
ଅଧିକ ଖବର ଦେଖନ୍ତୁ...

ଗୋଲାପି କର

‘ଅକ୍‌ସଫୋର୍ଡ ଇକନମିକ୍‌ସ’ର ରିପୋର୍ଟରୁ ଯାତାୟାତର ଏହି ଲିଙ୍ଗଗତ ଗୁରୁତ୍ବ ଲୋକଲୋଚନକୁ ଆସିବା ପରେ ରାଷ୍ଟ୍ର ଅର୍ଥାତ୍ ସରକାରଙ୍କର ଦାୟିତ୍ବ ହେଉଛି ନିର୍ଦ୍ଦିଷ୍ଟ ଭାବ‌େର ମହିଳାମାନଙ୍କ ପାଇଁ ସୁବିଧାଜନକ, ସୁରକ୍ଷିତ ଓ ଦ୍ରୁତ ଗଣପରିବହନ ସେବା ଉପଲବ୍‌ଧ କରାଇବା, ଯାହା ନିମ୍ନ ଆୟବର୍ଗର…
ଅଧିକ ଖବର ଦେଖନ୍ତୁ...

କାଲି ପାଇଁ କଥାଟିଏ: ବିଶ୍ବ ମାଟିର ସନ୍ତାନ

ଦିନ ଦିପହରର ଧୁ ଧୁ ଖରା। କଚେରିରୁ ଫେରିବାର ବେଳ ତ ହୋଇ ନାହିଁ। ଆସିଲା କିଏ? ଘର ସାମ୍‌ନାରେ ଘୋଡ଼ା ଗାଡ଼ିଟିଏ ଠିଆ ହୋଇଛି। ଆଉ ତା’ ପାଖରେ ଦୁଇ ତିନି ଜଣ ଲୋକ କିପରି ଅପ୍ରସ୍ତୁତ ଭାବରେ ଠିଆ ହୋଇଛନ୍ତି। କ’ଣ ହୋଇଛି ଜାଣିବା ପାଇଁ କବାଟ ଖୋଲି ବାହାରି ଆସିଲେ ପ୍ରଫୁଲ୍ଲ ଦେବୀ।…
ଅଧିକ ଖବର ଦେଖନ୍ତୁ...