ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଜହୁରୀର ଦୃଷ୍ଟି!

କିନ୍ତୁ, କେବଳ ମୋଦୀ ନୁହନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୬ ମସିହାରେ ଏଭଳି ଏକ ନିଷ୍ପତ୍ତି ନେଇଥିଲେ, ଯାହା ଫଳରେ କେ. କାମରାଜଙ୍କୁ ମରଣୋତ୍ତର ଭାବେ ‘ଭାରତରତ୍ନ’ ଦ୍ବାରା ଭୂଷିତ କରାଯାଇଥିଲା। ସ୍ମରଣ କରାଯାଇପାରେ କି ବୟୋବୃଦ୍ଧ ନେତା କାମରାଜ ଏବଂ ନବାଗତା ଇନ୍ଦିରା…
ଅଧିକ ଖବର ଦେଖନ୍ତୁ...

କାଲି ପାଇଁ କଥାଟିଏ: ସ୍ୱପ୍ନର କାରିଗର

ଓଡ଼ିଶାର ସ୍ୱାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ। ୧୯୦୩ ମସିହା, ଅର୍ଥାତ୍ ଆଜିକୁ ୧୨୧ ବର୍ଷ ପୂର୍ବେ ସେ ଉତ୍କଳ ସମ୍ମିଳନୀର ଆବାହନ କରିଥିଲେ। ମଧୁସୂଦନ ଦାସଙ୍କୁ ଆଧୁନିକ ଓଡ଼ିଶାର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ମଧୁସୂଦନ ଦାସ ନୁହନ୍ତି, ଓଡ଼ିଶା ମାଟି ତାଙ୍କ ପରି ବହୁ ମହାନ…
ଅଧିକ ଖବର ଦେଖନ୍ତୁ...

ସତର୍କ ଫଳକ ଉପରେ ନିଘା ରଖିବା କି?

ଆପଣମାନେ ଜାତୀୟ କିମ୍ବା ରାଜ୍ୟ ରାଜପଥ ଦେଇ ଗାଡ଼ିରେ ଯାତ୍ରା କଲାବେଳେ ରାସ୍ତାର ଦୁଇ ପଟେ ପରିବହନ ବିଭାଗ ଦ୍ବାରା ଲଗାଯାଇଥିବା ଅନେକ ପ୍ରକାରର ସାବଧାନ ଓ ସଚେତନ କଲା ଭଳି ବାର୍ତ୍ତାମାନ ଲେଖାଥିବା ଫଳକ ଦେଖିବାକୁ ପାଇବେ। ଏଗୁଡ଼ିକର ଉଦ୍ଦେଶ୍ୟ ହେଲା ଗାଡ଼ି ଚାଳକ, ଯାତ୍ରୀ ଓ ପଥଚାରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖୁଣ ନ ଥିବା ଘୋଡ଼ା

ଜଣେ ପ୍ରସିଦ୍ଧ ଘୋଡ଼ା ବେପାରୀ ଥିଲେ। ତାଙ୍କ ପାଖରେ ବିରଳ ଆରବୀ ଘୋଡ଼ା ଥିଲେ। ଆରବୀ ଘୋଡ଼ାଗୁଡ଼ିକ ବହୁତ ଶକ୍ତିଶାଳୀ ଏବ˚ କର୍ମଠ। ତେଣୁ ସେମାନଙ୍କ ମୂଲ୍ୟ ବେଶ୍‌ ଅଧିକ। ଥରେ ଜଣେ ଭଦ୍ରଲୋକ ଘୋଡ଼ା ବେପାରୀଙ୍କ ଠାରୁ ଘୋଡ଼ା କିଣିବାକୁ ଆସିଲେ। ବେପାରୀ ତାଙ୍କୁ ଅସ୍ତାବଲରେ ଥିବା…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ୟ ୨୦୪୭

କହିବା ନିଷ୍ପ୍ରୟୋଜନ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟମାନରେ ସର୍ବଦା ଦୂର ଭବିଷ୍ୟତ୍‌ର ପରିକଳ୍ପନା ରହିଥାଏ, ଯହିଁରେ ଆଗାମୀ ଶହେ ବର୍ଷ ବା ଅର୍ଧ ଶତାବ୍ଦୀ ପରବର୍ତ୍ତୀ ଭାରତର ଚିତ୍ର ପ୍ରଦାନ କରିବାର ପ୍ରୟାସ ସେ କରିଥାଆନ୍ତି। ତେଣୁ, ଅନେକ ବିଶେଷଜ୍ଞ କହନ୍ତିି ଯେ ଏହା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଡାଏରି: ଆମ ଭାଷା ଆମ ଅକ୍ଷୟ କୋଣାର୍କ

ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲସନ ମାଣ୍ଡେଲା ଥରେ କହିଥିଲେ, ‘‘ତୁମେ ଯଦି ଜଣେ ଲୋକ ସହ ସେ ବୁଝୁଥିବା କୌଣସି ଭାଷାରେ କଥା କୁହ ତାହାହେଲେ ତୁମ କଥା ତା’ର ମସ୍ତିଷ୍କରେ ପହଞ୍ଚିବ, ମାତ୍ର ତୁମେ ଯଦି ତା’ସହ ତା’ ମାତୃଭାଷାରେ କଥା କୁହ ତାହା ହେଲେ ତୁମ କଥା ସିଧା ଯାଇ ତା’…
ଅଧିକ ଖବର ଦେଖନ୍ତୁ...

ବହୁବଚନ: ଓଡ଼ିଶାରେ ରାମ ଓ ରାମକଥା

ରାମ ଓ ରାମାୟଣ ସହିତ ଓଡ଼ିଶାର ସମ୍ପର୍କ ଖୁବ୍ ନିବିଡ଼। ବାଲ୍ମୀକି ରାମାୟଣ ଓ କାଳିଦାସଙ୍କ ‘ରଘୁବଂଶ’ରେ କଳିଙ୍ଗ, ଉତ୍କଳ, ମହାନଦୀ, ମହୋଦଧି, ମହେନ୍ଦ୍ର, ମାଲ୍ୟବନ୍ତ ଓ ଦଣ୍ଡକାରଣ୍ୟର ବହୁଳ ପ୍ରୟୋଗ ପରିଲକ୍ଷିତ ହୁଏ। ବନବାସ କାଳରେ ଶ୍ରୀରାମଚନ୍ଦ୍ର ଦଣ୍ଡକାରଣ୍ୟ ଓ ମାଲ୍ୟବନ୍ତଗିରିରେ…
ଅଧିକ ଖବର ଦେଖନ୍ତୁ...

ଲୋକର ଦୁଃଖ

ଜଣେ ଦରିଦ୍ର ବ୍ୟକ୍ତି ଥାଏ। ତା’ର ପଡ଼ୋଶୀ ବହୁତ ଧନୀ। ସେଥିପାଇଁ ତା’ ମନରେ ଭାରୀ ଈର୍ଷା ଓ ଦୁଃଖ। ଦିନକର କଥା। ଜଣେ ସନ୍ନ୍ୟାସୀ ଆସି ସିଧା ପହଞ୍ଚିଲେ ତା’ରି ଘରେ। ତା’ ସହିତ କଥାବାର୍ତ୍ତା ହେବା ପରେ ସେ ଜାଣିଲେ ଯେ ତା’ର ବହୁତ ଦୁଃଖ। ତେଣୁ ତା’ର ଦୁଃଖ ଦୂର କରିବା କଥା ଭାବିଲେ।…
ଅଧିକ ଖବର ଦେଖନ୍ତୁ...

ବାଳକ ମସ୍କ

ଏହି ପରିପ୍ରେକ୍ଷୀରେ ଆମେ ଆଶା କରିବା ଯେ ବାଳକ ମସ୍କ ପୃଥିବୀକୁ ଏକ ଖେଳାଣା ତୁଲ୍ୟ ବ୍ୟବହାର କରିବାର ଆଗ୍ରହାତିଶଯ୍ୟରେ ସତର୍କ ବାଣୀଗୁଡ଼ିକୁ ନଜରଅନ୍ଦାଜ ନ କରନ୍ତୁ। ଏଲନ ମସ୍କଙ୍କ ଠାରେ ତ ଅନ୍ତତଃ ପକ୍ଷେ ବିଶ୍ବ ମାନବ ଜାତି ଲାଗି ଶୁଭାକାଂକ୍ଷା ନିହିତ ଅଛି। କିନ୍ତୁ ଏକ କଟୁ ବାସ୍ତବତା…
ଅଧିକ ଖବର ଦେଖନ୍ତୁ...

ସତ କହୁଛି: ଡାକ୍ତରବାବୁଙ୍କ ହସ୍ତାକ୍ଷର

ଔଷଧ ଦୋକାନ ସାମ୍ନାରେ ମହିଳା ଜଣେ ଚିଠା ଖଣ୍ଡିଏ ଧରି ଅନେକ ସମୟ ହେଲା ଛିଡ଼ା ହୋଇଥିଲେ। ଗରାଖଙ୍କ ଭିଡ଼ ଯୋଗୁଁ ବୋଧହୁଏ ସେ ଦୋକାନୀ ପାଖରେ ପହଞ୍ଚି ପାରୁ ନ ଥିଲେ କିନ୍ତୁ ଅାଶ୍ଚର୍ଯ୍ୟର କଥା ଯେ ଭିଡ଼ କମ୍ ହୋଇଯିବା ପରେ ମଧ୍ୟ ସେ ଦୋକାନୀଙ୍କ ପାଖକୁ ଅାସିବାକୁ କୁଣ୍ଠାବୋଧ କରୁଥିଲେ। ଦୋକାନୀ…
ଅଧିକ ଖବର ଦେଖନ୍ତୁ...