ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମହିଳା ଥାନାରେ ଅଟକ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଥାନାରେ ଅଟକ । ଭୁବନେଶ୍ୱର ମହିଳା ଥାନାରେ ତାଙ୍କୁ ଅଟକ ରଖିଛି ପୁଲିସ। ସୂଚନା ଅନୁସାରେ ପ୍ରଦୀପଙ୍କୁ କୌଣସି ଏକ ମାମଲାରେ ପୁଲିସ ଥାନାକୁ ଡାକିଥିଲା। ତାପରେ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ ମାମଲାରେ ପ୍ରଦୀପଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ…

ଭୁବନେଶ୍ବର: ନୂଆବର୍ଷରେ ବହୁ ପ୍ରତୀକ୍ଷିତ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ପୂର୍ବରୁ ଏହାର ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍। ସେ କଟକ ତ୍ରିଶୂଳିଆ ଛକରେ ମେଟ୍ରୋ ରେଳ ପ୍ରକଳ୍ପର…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଅଙ୍ଗନବାଡ଼ିର ବିକଳ ଚିତ୍ର: ରାସ୍ତାକଡ଼ରେ ମଳତ୍ୟାଗ, କର୍ମୀ ଲଗାଉଛନ୍ତି ଫ୍ୟାନ୍‌, ଲାଇଟ୍‌

ଭୁବନେଶ୍ବର: ଶୈଶବରୁ ଶିଶୁମାନଙ୍କୁ ଉତ୍ତମ ପୋଷଣ ଓ ଶିକ୍ଷା ପ୍ରଦାନ ପାଇଁ ସରକାର ଅଙ୍ଗନବାଡ଼ିକୁ ଗୁରୁତ୍ବ ଦେଇ ଆସୁଛନ୍ତି। ହେଲେ ଖୋଦ୍‌ ରାଜଧାନୀ ଭୁବନେଶ୍ବରରେ କେତେକ ଅଙ୍ଗନବାଡ଼ିରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପାଇଖାନା ନଥିବା ବେଳେ କେଉଁଠି ଲାଇଟ୍‌ କିମ୍ବା ଫ୍ୟାନ୍‌…
ଅଧିକ ଖବର ଦେଖନ୍ତୁ...

ଖାଁ ଖାଁ ସହିଦନଗରସ୍ଥିତ ବରିଷ୍ଠ ନାଗରିକ ମନୋରଞ୍ଜନ କେନ୍ଦ୍ର

ଭୁବନେଶ୍ୱର: ସହିଦନଗର ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସେସ୍ ସେଣ୍ଟର୍(ଆଇପିଏସ୍‌ସି)ରେ ରହିଛି ବରିଷ୍ଠ ନାଗରିକ ମନୋରଞ୍ଜନ କେନ୍ଦ୍ର। ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକଙ୍କ ମନୋରଞ୍ଜନ ସହ ଅବସର ବିନୋଦନ ପାଇଁ ଏହି କେନ୍ଦ୍ର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲା। ନୂଆ ନୂଆ ଏହି କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ କଥା କଥାକେ ବୁଲୁଛି ଖଣ୍ଡା, ଭୁଜାଲି

ଭୁବନେଶ୍ବର: ରାଜଧାନୀରେ କଥା କଥାରେ ବୁଲୁଛି ଖଣ୍ଡା, ଭୁଜାଲି। ମାମୁଲି କଥାକୁ ନେଇ ପ୍ରାଣାନ୍ତକ ଆକ୍ରମଣ ଘଟୁଛି। ଗତ ୪ ଦିନ ମଧ୍ୟରେ କମିସନରେଟ ପୁଲିସ ଅଧିନରେ ଥିବା ବିଭିନ୍ନ ଥାନାମାନଙ୍କରେ ୧୫ରୁ ଅଧିକ ଆଇପିସି ଧାରା ୩୧୯ ରୁ ୩୨୬ ରେ ମ‌ାମଲା ରୁଜୁ କରାଯାଇଛି। ଏହାସହ ୫ରୁ ଅଧିକ ଆଇପିସି…
ଅଧିକ ଖବର ଦେଖନ୍ତୁ...

ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ: ଘରୁ ଦରାଣ୍ଡି ଦରାଣ୍ଡି ୭୭ଙ୍କୁ ବାନ୍ଧିଲା ପୁଲିସ

ଚନ୍ଦ୍ରଶେଖରପୁର: ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ମାମଲାରେ କମିସନରେଟ୍‌ ପୁଲିସ ଏକାଥରକେ ରେକର୍ଡ ସଂଖ୍ୟକ ୭୭ ଜଣ ଗଣ୍ଡଗୋଳକାରୀଙ୍କୁ ବ‌ାନ୍ଧିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ମଝିସାହି ଓ ତଳସାହିରେ ଘର ଘର ବୁଲି ଦରାଣ୍ଡି ଦରାଣ୍ଡି ଏମାନଙ୍କୁ ଉଠାଇଛି। ଆଜି ସମସ୍ତଙ୍କୁ କୋର୍ଟ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ହାଇପ୍ରୋଫାଇଲ ଜୁଆଆଡ଼ା: ସାମିଲ ହେଉଛନ୍ତି ସୁଧ ଓ ମଦ ବେପାରୀ, ବ୍ୟବସାୟୀ, ବିଲ୍‌ଡର୍, ଠିକାଦାର

ଭୁବନେଶ୍ବର: ଦାମୀ ଗାଡ଼ିରୁ ଓହ୍ଲାଉଛନ୍ତି। ବେକରେ ମୋଟା ସୁନାଚେନ୍, ହାତରେ ବ୍ରେସଲେଟ୍। ସେମାନେ ଅଭ୍ୟସ୍ତଙ୍କ ଭଳି ଆଡାରେ ପଶୁଛନ୍ତି। ଆରମ୍ଭରେ ହାଲ୍‌କା ମଦ୍ୟପାନ ପରେ ସୁରୁ ହୋଇଯାଉଛି ଜୁଆଖେଳ। ଏମିତି ପଇସାବାଲାଙ୍କୁ ନେଇ ରାଜଧାନୀରେ ଚାଲିଛି ହାଇପ୍ରୋଫାଇଲ ଜୁଆଆଡ଼ା। ଦିନରାତି ଖେଳ…
ଅଧିକ ଖବର ଦେଖନ୍ତୁ...

ଯେଉଁଠି ବେଶି ଦରକାର, ସେଠି ‘ମୋ ବସ୍‌’ କମ୍‌

ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀବାସୀଙ୍କ ଜୀବନ ରେଖା ପାଲଟିଛି ‘ମୋ ବସ୍‌’ ସେବା। ଦିନକୁ ଦିନ ଏଥିରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକେ ଏହା ଉପରେ ନିର୍ଭର କରିବାରେ ଅଭ୍ୟସ୍ତ ହୋଇ ଗଲେଣି। ହେଲେ ଜନବହୁଳ ସ୍ଥାନଗୁଡ଼ିକ ପାଇଁ ଥିବା ରୁଟ୍‌ଗୁଡ଼ିକରେ ମାତ୍ର ଗୋଟିଏ ଗୋଟିଏ ବସ୍‌…
ଅଧିକ ଖବର ଦେଖନ୍ତୁ...

‘ମୁଁ କର୍ପୋରେଟର-ମୋ ଇଲାକାରେ ରେସ୍ତୋରାଁ ଚଳେଇବୁ, ମୋର ଇଜ୍ଜତ ନାହିଁ?’

ଭୁବନେଶ୍ବର: ମଙ୍ଗଳବାର, ରାତି ୮ଟା ୪୦। କଟକ ରୋଡ୍‌ରେ ଥିବା ଏକ ରେସ୍ତୋରାଁରେ ପହଞ୍ଚିଲେ ଜଣେ କର୍ପୋରେଟର ଓ ତାଙ୍କର କେତେକ ସମର୍ଥକ। ଆଗ ଭିତରକୁ ଜଣେ ସମର୍ଥକ ପଶିଯାଇ ଫାଙ୍କା ଟେବୁଲ୍‌ ଦେଖି କର୍ପୋରେଟରଙ୍କୁ ବସିବାକୁ ଆମନ୍ତ୍ରଣ କଲା। ନେତା ବସିବା ପରେ ଜଣକ ପରେ ଜଣେ ବସିଗଲେ। ହେଲେ…
ଅଧିକ ଖବର ଦେଖନ୍ତୁ...

ମହାଲକ୍ଷ୍ମୀ ନମଃ : ଦେବନୀତି ମଧ୍ୟରେ ଲକ୍ଷ୍ମୀଙ୍କ ଆବାହନ

ଚନ୍ଦ୍ରଶେଖରପୁର: ରାତିରେ ଚନ୍ଦ୍ର ଗ୍ରହଣ। ତା’ସାଙ୍ଗକୁ ଗଜଲକ୍ଷ୍ମୀ ପୂଜା। ତେଣୁ କେଉଁ ସମୟରେ ମା’ଙ୍କ ପୂଜାର୍ଚ୍ଚନା କରିବେ ତାହାକୁ ନେଇ ଦ୍ବନ୍ଦ୍ବରେ ରହିଥିବା ପୂଜା ମଣ୍ଡପଗୁଡ଼ିକ ଆଜି ସକାଳୁ ହିଁ ମା’ଙ୍କ ଆବାହନ କରିଛନ୍ତି। ସକାଳୁ କଳସ ଯାତ୍ରା ସହ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...