ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

‘ମୋ ବସ୍‌’ ସେବା: ପଇସା କଟୁଛି, ଟିକେଟ୍‌ ଆସୁନି

ଭୁବନେଶ୍ୱର: ମୋ ବସ୍‌ ସେବାକୁ ନେଇ ଅଭିଯୋଗ ଫର୍ଦ୍ଦ ଲମ୍ବା‌ ହେବ‌ାରେ ଲାଗିଛି। ଖୁବ୍‌ କମ୍‌ ଦିନରେ ଲୋକପ୍ରିୟତା ହାସଲ କରିଥିବା ଏହି ସେବା ବିଭିନ୍ନ ସମୟରେ ମୋ ବସ୍‌ କର୍ମଚାରୀଙ୍କ ବ୍ୟବହାର ଓ ବେପରୁଆ ଗାଡ଼ି ଚାଳନାକୁ ନେଇ ନିନ୍ଦିତ ହୋଇଥିବା ବେଳେ ଅଭିଯୋଗ ସଂଖ୍ୟା ବଢ଼ିବା ଓ ତ୍ବରିତ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନ ଆକ୍ବାରିୟମ୍‌ରେ ବିରଳ ପ୍ରଜାତିର ମାଛ ଆଲିଗେଟର୍ ଗାର୍‌କୁ ଜାଗା ଅଭାବ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆକ୍ବାରିୟମ୍‌ରେ ରହୁଥିବା ଏକମାତ୍ର ବିରଳ ମାଛ ଆଲିଗେଟର ଗାର୍‌କୁ ଏବେ ତା’ କାଚଘରେ ଜାଗା ହେଉନାହିଁ। ଛୋଟ କାଚଘରେ ତାକୁ ଚଳପ୍ରଚଳ ହେବା ପାଇଁ ଉପଯୁକ୍ତ ପରିମାଣର ଜାଗା ମିଳୁନାହିଁ। ୬ ବର୍ଷ ପୂର୍ବେ ତାକୁ ଯେଉଁ କାଚଘରେ ରଖାଯାଇଥିଲା, ଏବେ ବି ସେଇଠି…
ଅଧିକ ଖବର ଦେଖନ୍ତୁ...

ନିଶାରାଣୀ ଗିରଫ ମାମଲା: ବାର୍‌ରେ ନାଚୁଥିଲା ମୁସ୍କାନ

ଭୁବନେଶ୍ବର: ‘ଲଣ୍ଡା’ ଗ୍ୟାଙ୍ଗ ତିଆରି କରି ଲୁଟ୍ କରୁଥିବା ମାୟାବିନୀ ମୁସ୍କାନର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ମୁସ୍କାନ ରାଜଧାନୀର ଏକାଧିକ ଡ୍ୟାନ୍ସ ବାର୍‌ରେ ନାଚୁଥିଲା। ନାଚିବା ସମୟରେ ବାର୍‌କୁ ଯାଉଥିବା ବଡ଼ବଡ଼ିଆଙ୍କୁ ନିଜ ରୂପରେ ଫସାଉଥିଲା। ସେମାନଙ୍କ ଠାରୁ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ସିମ୍ପାଞ୍ଜି ଜୁଲୁ ଓ ଦୁର୍ଗାର ପ୍ରେମ: ଜୁଲୁକୁ ୩୩, ଦୁର୍ଗାକୁ ୬

ବାରଙ୍ଗ: ଗତ କିଛି ଦିନ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ସିମ୍ପାଞ୍ଜିଙ୍କ ପ୍ରେମକୁ ନେଇ ବେଶ୍ ରୋଚକ ଆଲୋଚନା ଚାଲିଛି। ଜୁଲୁ ଓ ଦୁର୍ଗାର ପ୍ରେମ କାହାଣୀକୁ ନେଇ ଗାଇଡ୍‌ଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ଯାଏଁ ସବୁଠି ଚର୍ଚ୍ଚା। ଜୁଲୁର ବୟସ ୩୩ ବର୍ଷ ଓ ଦୁର୍ଗାର ବୟସ ମାତ୍ର ୬…
ଅଧିକ ଖବର ଦେଖନ୍ତୁ...

ଏକାମ୍ରରେ ‘ମୋ ଦେଶ, ମୋ ମାଟି’ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଟି ଓମେନ୍ସ କଲେଜ ଛକରୁ ଜାଗମରା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କଳସରେ…
ଅଧିକ ଖବର ଦେଖନ୍ତୁ...

ଜମି ଦୁର୍ନୀତି ବିରୋଧରେ ଅପରାଜିତାଙ୍କ ଜନ ସମାବେଶ

ଭୁବନେଶ୍ବର: ଡେରାସରେ ଜମି ଦୁର୍ନୀତି ବିରୋଧରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଜନ ସମାବେଶ କରିଥିଲେ। ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି)ରୁ ଅବରୋଧ ହୋଇଥିବା ଜମି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବା ପରେ ସେଠାରେଏକ ସଭାର ଆୟୋଜନ ହୋଇଥିଲା। ସାଂସଦ କହିଥିଲେ…
ଅଧିକ ଖବର ଦେଖନ୍ତୁ...

ବାଲିଯାତ୍ରା ଦୁଲୁକାଇବେ ବଲିଉଡ୍‌ କଳାକାର: ଏଥର ଷ୍ଟଲ୍‌ ସଂଖ୍ୟା ୫୦୦ ଛୁଇଁବ, ଶୃଙ୍ଖଳା ରକ୍ଷାରେ ସୁରକ୍ଷା ବାହିନୀ

ଚନ୍ଦ୍ରଶେଖରପୁର: ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ଚଳିତ ବର୍ଷ ଜମିବ ଭୁବନେଶ୍ବର ବାଲିଯାତ୍ରା। ନଭେମ୍ବର ୨୭ରୁ ‌ଡିସେମ୍ବର ୫ ପର୍ଯ୍ୟନ୍ତ ୯ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ପାଇଁ ଏବର୍ଷ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ବର୍ଷ ୫୦୦ରୁ ଅଧିକ ଷ୍ଟଲ୍‌ ଖୋଲାଯିବାକୁ…
ଅଧିକ ଖବର ଦେଖନ୍ତୁ...

ମା’ ଆସୁଛନ୍ତି: କଳିଙ୍ଗବିହାର-ନଗରରେ ହାଭାର୍ଡ ୟୁନିଭର୍ସିଟି ତୋରଣରେ ଦର୍ଶନ ଦେବେ ମା’

ଖଣ୍ଡଗିରି: ୧୪ ବର୍ଷରେ ପଦାର୍ପଣ କରୁଛି କଳିଙ୍ଗବିହାର-ନଗର ଦୁର୍ଗା ‌ପୂଜା। ପ୍ରତିବର୍ଷ ଜନସଚେତନତାର ବାର୍ତ୍ତା ଦେଉଥିବା ଏହି କମିଟିର ପୂଜା ଚଳିତ ବର୍ଷ ଶିକ୍ଷାର ମହତ୍ତ୍ବ ପ୍ରସାର କରିବ। ଏଥିପାଇଁ ମା’ ଜଗତଜନନୀଙ୍କ ମଣ୍ଡପର ତୋରଣରେ ନିର୍ମାଣ କରାଯାଉଛି ବିଶ୍ବ ବିଖ୍ୟାତ ହାଭାର୍ଡ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟପ୍ରତି ଭବନରେ ସୁସ୍ମିତା ପ୍ରସଙ୍ଗ: କେନ୍ଦ୍ର ଗୃହ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି…

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ଉଠିପାରିନି। ଗୋଟିଏ ପଟେ ଜଣକ ପରେ ଜଣଙ୍କୁ ଜେରା କରାଯାଉଛି, ଅପରପଟରେ କିନ୍ତୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଭିତରେ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ଭିତରୁ ଓଡ଼ିଶା ଫେରିଲେ ଅର୍ପିତା; ଇସ୍ରାଏଲରେ ପିଏଚ୍‌ଡି କରୁଥିଲେ ଓଡ଼ିଆ ଝିଅ

ରାଉରକେଲା: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ କାଳାତିପାତ କରୁଥିବା ଓଡ଼ିଶା ଛାତ୍ରଛାତ୍ରୀ ଆଜି ଜନ୍ମମାଟିରେ ପହଞ୍ଚିଛନ୍ତି। ସେମାନେ ନୂଆଦିଲ୍ଲୀରୁ ବିମାନରେ ବାହାରି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏହି ଓଡ଼ିଶା ଫେରନ୍ତାଙ୍କ ମଧ୍ୟରେ ଅଛନ୍ତି ଇସ୍ରାଏଲ ଏରିଏଲ ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନରେ…
ଅଧିକ ଖବର ଦେଖନ୍ତୁ...