ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ: ଘରୁ ଦରାଣ୍ଡି ଦରାଣ୍ଡି ୭୭ଙ୍କୁ ବାନ୍ଧିଲା ପୁଲିସ

ଚନ୍ଦ୍ରଶେଖରପୁର: ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ମାମଲାରେ କମିସନରେଟ୍‌ ପୁଲିସ ଏକାଥରକେ ରେକର୍ଡ ସଂଖ୍ୟକ ୭୭ ଜଣ ଗଣ୍ଡଗୋଳକାରୀଙ୍କୁ ବ‌ାନ୍ଧିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ମଝିସାହି ଓ ତଳସାହିରେ ଘର ଘର ବୁଲି ଦରାଣ୍ଡି ଦରାଣ୍ଡି ଏମାନଙ୍କୁ ଉଠାଇଛି। ଆଜି ସମସ୍ତଙ୍କୁ କୋର୍ଟ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ହାଇପ୍ରୋଫାଇଲ ଜୁଆଆଡ଼ା: ସାମିଲ ହେଉଛନ୍ତି ସୁଧ ଓ ମଦ ବେପାରୀ, ବ୍ୟବସାୟୀ, ବିଲ୍‌ଡର୍, ଠିକାଦାର

ଭୁବନେଶ୍ବର: ଦାମୀ ଗାଡ଼ିରୁ ଓହ୍ଲାଉଛନ୍ତି। ବେକରେ ମୋଟା ସୁନାଚେନ୍, ହାତରେ ବ୍ରେସଲେଟ୍। ସେମାନେ ଅଭ୍ୟସ୍ତଙ୍କ ଭଳି ଆଡାରେ ପଶୁଛନ୍ତି। ଆରମ୍ଭରେ ହାଲ୍‌କା ମଦ୍ୟପାନ ପରେ ସୁରୁ ହୋଇଯାଉଛି ଜୁଆଖେଳ। ଏମିତି ପଇସାବାଲାଙ୍କୁ ନେଇ ରାଜଧାନୀରେ ଚାଲିଛି ହାଇପ୍ରୋଫାଇଲ ଜୁଆଆଡ଼ା। ଦିନରାତି ଖେଳ…
ଅଧିକ ଖବର ଦେଖନ୍ତୁ...

ଯେଉଁଠି ବେଶି ଦରକାର, ସେଠି ‘ମୋ ବସ୍‌’ କମ୍‌

ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀବାସୀଙ୍କ ଜୀବନ ରେଖା ପାଲଟିଛି ‘ମୋ ବସ୍‌’ ସେବା। ଦିନକୁ ଦିନ ଏଥିରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକେ ଏହା ଉପରେ ନିର୍ଭର କରିବାରେ ଅଭ୍ୟସ୍ତ ହୋଇ ଗଲେଣି। ହେଲେ ଜନବହୁଳ ସ୍ଥାନଗୁଡ଼ିକ ପାଇଁ ଥିବା ରୁଟ୍‌ଗୁଡ଼ିକରେ ମାତ୍ର ଗୋଟିଏ ଗୋଟିଏ ବସ୍‌…
ଅଧିକ ଖବର ଦେଖନ୍ତୁ...

‘ମୁଁ କର୍ପୋରେଟର-ମୋ ଇଲାକାରେ ରେସ୍ତୋରାଁ ଚଳେଇବୁ, ମୋର ଇଜ୍ଜତ ନାହିଁ?’

ଭୁବନେଶ୍ବର: ମଙ୍ଗଳବାର, ରାତି ୮ଟା ୪୦। କଟକ ରୋଡ୍‌ରେ ଥିବା ଏକ ରେସ୍ତୋରାଁରେ ପହଞ୍ଚିଲେ ଜଣେ କର୍ପୋରେଟର ଓ ତାଙ୍କର କେତେକ ସମର୍ଥକ। ଆଗ ଭିତରକୁ ଜଣେ ସମର୍ଥକ ପଶିଯାଇ ଫାଙ୍କା ଟେବୁଲ୍‌ ଦେଖି କର୍ପୋରେଟରଙ୍କୁ ବସିବାକୁ ଆମନ୍ତ୍ରଣ କଲା। ନେତା ବସିବା ପରେ ଜଣକ ପରେ ଜଣେ ବସିଗଲେ। ହେଲେ…
ଅଧିକ ଖବର ଦେଖନ୍ତୁ...

ମହାଲକ୍ଷ୍ମୀ ନମଃ : ଦେବନୀତି ମଧ୍ୟରେ ଲକ୍ଷ୍ମୀଙ୍କ ଆବାହନ

ଚନ୍ଦ୍ରଶେଖରପୁର: ରାତିରେ ଚନ୍ଦ୍ର ଗ୍ରହଣ। ତା’ସାଙ୍ଗକୁ ଗଜଲକ୍ଷ୍ମୀ ପୂଜା। ତେଣୁ କେଉଁ ସମୟରେ ମା’ଙ୍କ ପୂଜାର୍ଚ୍ଚନା କରିବେ ତାହାକୁ ନେଇ ଦ୍ବନ୍ଦ୍ବରେ ରହିଥିବା ପୂଜା ମଣ୍ଡପଗୁଡ଼ିକ ଆଜି ସକାଳୁ ହିଁ ମା’ଙ୍କ ଆବାହନ କରିଛନ୍ତି। ସକାଳୁ କଳସ ଯାତ୍ରା ସହ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଆଜିଠୁ କାର୍ତ୍ତିକ ବ୍ରତ: ଏକାମ୍ରରେ ଏକାଠିହେଲେ ହବିଷ୍ୟାଳି

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ରବିବାରଠାରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ହବିଷ୍ୟାଳିମାନେ ବ୍ରତୀ ହୋଇ ରାଈ ଦାମୋଦରଙ୍କ ପୂଜା କରିବେ। ତୁଳସୀ ଚଉଁରା ମୂଳେ ଦୀପ ଜାଳି ସେମାନେ ଭାଗବତ ଓ ପୁରାଣ ପାଠ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇୁଠିଛି ଏକାମ୍ର କ୍ଷେତ୍ର। ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଶୀତ ଛୁଇଁଲା: ନନ୍ଦନକାନନରେ ବିଦେଶାଗତ ବଙ୍କା ଥଣ୍ଟିଆ ବଗ

ବାରଙ୍ଗ: ଓଡ଼ିଶାକୁ ଛୁଇଁଛି ପହିଲି ଶୀତ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳିଲାଣି ବିଦେଶାଗତ ପକ୍ଷୀ। ଦୀର୍ଘ ୨୪ ବର୍ଷ ପରେ ଆଫ୍ରିକୀୟ ସାକ୍ରେଡ୍‌ ଇବସ୍‌ ବା ଳମ୍ବା ଗୋଡ଼ ବିଶିଷ୍ଟ ବଙ୍କା ଥଣ୍ଟିଆ ବଗ ଦେଖିବାକୁ ମିଳି‌ଲେଣି। ଗତ କିଛି ଦିନ ହେଲା ଏହି ବିରଳ ପ୍ରଜାତିର ୪ ବଗଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ: ବିଶିଷ୍ଟ ସଂଗୀତକାର, ଅଭିନେତା ସ୍ବରୂପ ନାୟକଙ୍କର ଶେଷକୃତ୍ୟ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି। କଟକର ସତୀଚଉରାସ୍ଥିତ ଶ୍ମଶାନରେ ତାଙ୍କର ଝିଅ ନିବୃତି ମୁଖାଗ୍ନି ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ଶେଷକୃତ୍ୟ…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ଅବସରରେ ପ୍ରଦାନ କରାଗଲା ସ୍ଵୟଂସିଦ୍ଧା ସମ୍ମାନ-୨୦୨୩

ଭୁବନେଶ୍ବର : ଡିଜିଟାଲ୍ ମିଡ଼ିଆ ଚ୍ୟାନେଲ ପିପିଏଲ୍ ଓଡ଼ିଆ ତରଫରୁ ସ୍ଵୟଂସିଦ୍ଧା କନକ୍ଲେଭ୍ ଓ ସମ୍ମାନ ସମାରୋହ ଅୟୋଜିତ ହୋଇଯାଇଛି | ଏଥିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ୩୦ ଜଣ ମହିଳାଙ୍କୁ 'ସ୍ଵୟଂସିଦ୍ଧା ସମ୍ମାନ -…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱରରେ ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ…
ଅଧିକ ଖବର ଦେଖନ୍ତୁ...