ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ରାଜଧାନୀରେ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ରାତିଅଧିଆ ଚଢ଼ଉ

ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରିଛି କମିଶନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍। ରାଜଧାନୀର କଟକ ରୋଡ୍,…
ଅଧିକ ଖବର ଦେଖନ୍ତୁ...

କେନାଲରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର        

ବାଲିଅନ୍ତା ବଜାର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗୋପ କେନାଲରୁ ଜଣେ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର ହୋଇଛି।  ଶବଟି ପାଣିରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକ ଆଜି ସକାଳୁ ଦେଖିଥିଲେ। ଏନେଇ ସ୍ଥାନୀୟ ଥାନାକୁ ସୂଚନା ଦେବା ପରେ ବାଲିଅନ୍ତା…
ଅଧିକ ଖବର ଦେଖନ୍ତୁ...

ମା’ ଆସୁଛନ୍ତି: ପୂଜାମଣ୍ଡପରେ ମଧ୍ୟପ୍ରଦେଶ ମନ୍ଦିର

ଭୁବନେଶ୍ବର: କଟକ ପଟୁ ରାଜଧାନୀର ପ୍ରବେଶ ଦ୍ବାର କୁହାଯାଉଥିବା ପଳାସୁଣିରେ ଦୁର୍ଗାପୂଜା ୩୮ ବର୍ଷ ହେଲା ଚର୍ଚ୍ଚାରେ ରହିଆସିଛି। ଆଖି ଝଲସା ତୋରଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ପୂଜାମଣ୍ଡପରେ ଚଳିତ ବର୍ଷ ନିର୍ମାଣ କରାଯାଉଛି ମଧ୍ୟପ୍ରଦେଶ ଲକ୍ଷ୍ମୀ ନାରାୟଣ ମନ୍ଦିର ଢାଞ୍ଚାର ତୋରଣ। ୫୦…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ କ୍ୟାମ୍ପସ୍ ଅଶାନ୍ତି: ଦୁଇ ଦିନ‌‌ରେ ଦୁଇ ପ୍ରମୁଖ କଲେଜରେ ବାଡ଼ିଆପିଟା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ବିଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ ସରକାର ୫ ବର୍ଷ ହେବ ଛାତ୍ରସଂସଦ ନିର୍ବାଚନ ବନ୍ଦ ରଖିଛନ୍ତି। ସରକାରଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରାଯାଇ ଏକ ଜନସ୍ୱାର୍ଥ ମାମଲାରେ ନିକଟରେ ହାଇକୋର୍ଟ ମୁଖ୍ୟ ଶାସନ ସଚିବ,…
ଅଧିକ ଖବର ଦେଖନ୍ତୁ...

ଅଗ୍ରିମ ୧୦ କୋଟିର ହିସାବ ଦେଇପାରୁନି ବିଏମ୍‌ସି: କେହି ଦେଖୁନାହାନ୍ତି ଯାନ୍ତ୍ରିକ ସଫେଇ ବ୍ୟବସ୍ଥା

ଭୁବନେଶ୍ୱର: ଯାନ୍ତ୍ରିକ ସଫେଇ କରୁଥିବା ଦୁଇଟି ସଂସ୍ଥାକୁ ବିଏମ୍‌ସି ୧୦ କୋଟି ଟଙ୍କା ଅଗ୍ରିମ ‌ଦେଇଛି। କିନ୍ତୁ ଅଡିଟ୍‌କୁ ହିସାବ ଦେଇପାରୁନି। ତିନିବର୍ଷ ବିତି ଯାଇଥିଲେ ମଧ୍ୟ ବିଏମ୍‌ସି ଏହି ଅଡ଼ୁଆ ଭିତରୁ ବାହାରିପାରୁନି। ପରବର୍ତ୍ତୀ ଅଡିଟ୍‌ରେ ଏହି ହିସାବ ଦେବା ପାଇଁ ବିଏମ୍‌ସି…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନକୁ ଆସିଲା ୧୩ ଫୁଟିଆ ଘଡ଼ିଆଳ

ବାରଙ୍ଗ/ତ୍ରିଶୁଳିଆ: ବାଲେଶ୍ବର ଜିଲ୍ଲା ଭୋଗରାଇ କୀର୍ତ୍ତନିଆ ବିଟ୍‌ ଅଧୀନ ମୂରଲୀଚଡ଼ ନିକଟ ବଙ୍ଗୋପସାଗରରୁ ଉଦ୍ଧାର ହୋଇଥିବା ଏକ ଘଡ଼ିଆଳ କୁମ୍ଭୀର ଏବେ ନନ୍ଦନକାନନରେ। ତା’ର ଓଜନ ୧୧୮ କେଜି ହୋଇଥିବାବେଳେ ଲମ୍ବ ପାଖାପାଖି ୧୩ ଫୁଟ୍‌। ଏହାକୁ ନନ୍ଦନକାନନର ୨୭ନମ୍ବର ଖୁଆଡ଼ରେ ଛଡ଼ାଯାଇଛି।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କ ସମୀକ୍ଷା: ‘ରୋଗୀ ଭିଡ଼ ହିଁ ଏମ୍‌ସ ପ୍ରତି ଜନତାଙ୍କ ଆସ୍ଥାର ପ୍ରମାଣ’

ଭୁବନେଶ୍ବର: ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍‌ସ ଭୁବନେଶ୍ୱର। ମେଡିକାଲ୍ ଶିକ୍ଷା ହେଉ ଅବା ଗବେଷଣା କିମ୍ବା ସ୍ୱଚ୍ଛତା, ସବୁ କ୍ଷେତ୍ରରେ ଏହାର ପ୍ରଦର୍ଶନ ପ୍ରଶଂସନୀୟ। ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ବିଜେବି କଲେଜ ଗୋଷ୍ଠୀ ସଂଘର୍ଷ ମାମଲା: ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବିକଲା ଏବିଭିପି

ଭୁବନେଶ୍ବର: ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କର। ନଚେତ୍‌ ରାଜ୍ୟର ୩୫୦ କ୍ୟାମ୍ପସରେ ଛାତ୍ର ଆନ୍ଦୋଳନ କରାଯିବ। ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚେତାବନୀ ଦେଇଛି। ଏବିଭିପିର ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବିଅର ବୋତଲରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ବାରଙ୍ଗ/ ତ୍ରିଶୁଳିଆ: ଜଣେ ଯୁବକଙ୍କୁ ବିଅର ବୋତଲରେ ଆକ୍ରମଣ କରି ଗୁରୁତର କରିଥିବା ଅଭିଯୋଗରେ ଆଜି ବାରଙ୍ଗ ଥାନା ପୁଲିସ ଦାଢ଼ାପାଟଣା ଗ୍ରାମର ସୋମନାଥ ଗୁରୁ ଓରଫ୍‌ ସୁକୁଟାକୁ ଗିରଫ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସୁକୁଟାକୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

କାହା ପାଇଁ ଅଟକିଛି ୨୦୦ଫୁଟିଆ ରାସ୍ତା: ୪ବର୍ଷରେ ସରିପାରିଲାନି ୧୩କିମି ରାସ୍ତା

ଭୁବନେଶ୍ବର: ୨୦୩୦ ସୁଦ୍ଧା ଭୁବନେଶ୍ବରର ଜନସଂଖ୍ୟା ପ୍ରାୟ ୧୫ଲକ୍ଷ ହେବ। ହେଲେ କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜନସଂଖ୍ୟା ୭ଲକ୍ଷ ଛୁଇଁବ ବୋଲି ୨୦୧୭ ମସିହାରେ ଆକଳନ କରାଯାଇଥିଲା। ସେତେବେଳେ ଜୟଦେବବିହାର - ନନ୍ଦନକାନନ ରୁଟ୍‌ରେ ଅସମ୍ଭାଳ ଭିଡ଼ ହେଉଥିବାବେଳେ ଆଗକୁ ଯେପରି ଏହା ଅଣାୟତ ନହେବ…
ଅଧିକ ଖବର ଦେଖନ୍ତୁ...