ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ରାଜଧାନୀରେ ମାତିଛନ୍ତି ଗେ’ ଗ୍ୟାଙ୍ଗ୍‌: ଚାଟିଂରେ ଫସାଇ ମିଟିଂରେ ଲୁଟ୍‌

ଭୁବନେଶ୍ବର: ଏସ୍‌କର୍ଟ ସର୍ଭିସ ଆପ୍‌ ବା ଡେଟିଂ ଆପ୍‌ ଚାଟିଂ କରୁଛନ୍ତି କି? ସତର୍କ ହୋଇ ଯାଆନ୍ତୁ! ଆପ୍‌ରେ ସୁନ୍ଦରୀ ଯୁବତୀ ଓ ମହିଳାଙ୍କ ଫଟୋ ଦେଖି ଭଳି ଯାଆନ୍ତୁନି। ଠକେଇରେ ପଡ଼ିଯିବେ! ଖାଲି ଫଟୋ ନୁହେଁ, ଭିଡିଓ କଲ୍‌ରେ ବି ପୂର୍ବରୁ ରେକର୍ଡ ହୋଇଥିବା ଯୁବତୀଙ୍କ ଭିଡିଓ ଚଲାଇ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଦୁର୍ଗାପୂଜା: ରାମକୃଷ୍ଣ ମଠରୁ ଆରମ୍ଭ, ଭାଗବତ ଟୁଙ୍ଗିରେ ପ୍ରଥମ ମୃଣ୍ମୟୀ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର: ଭୁବନେଶ୍ବରରେ ବିଜୟା‌ ଦଶମୀ ଅବସରରେ ମା’ ଦୁର୍ଗାଙ୍କ ପୂଜାର ପରଂପରା ବହୁ ପ୍ରାଚୀନ। ବହୁ ପୂର୍ବରୁ ଚାଳଘରେ ଆରମ୍ଭ ହୋଇଥିଲା ପୂଜା। ପ୍ରାକ୍‌ ସ୍ବାଧୀନତା କାଳରୁ, ଅର୍ଥାତ୍ ରାଜଧାନୀ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ପୁରୁଣା ଭୁବନେଶ୍ବରର ବିଭିନ୍ନ ସାହିରେ…
ଅଧିକ ଖବର ଦେଖନ୍ତୁ...

ମା’ ଆସୁଛନ୍ତି: ଦ୍ବାରକାନଗରରେ ବିରାଜିବେ ଦେବୀ

ଭୁବ‌ନେଶ୍ବର: ଗତବର୍ଷ ବାରଣାସୀ ଗଙ୍ଗାଘାଟ ତୋରଣ କରି ରାଜଧାନୀରେ ପ୍ରଶଂସା ସାଉଁଟିଥିବା ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା ସମିତି ଚଳିତ ବର୍ଷ ମଧ୍ୟ ପୁଣି ଏକ ପୌରାଣିକ କଥାବସ୍ତୁର ଅବତାରଣ କରୁଛି। ଏଥର ସାଗରବେଷ୍ଟିତ ଦ୍ବାରିକାନଗରୀରେ ଦେବୀ ବିରାଜମାନ କରିବେ। ମଣ୍ଡପ ଦ୍ବାରିକାନଗରୀର…
ଅଧିକ ଖବର ଦେଖନ୍ତୁ...

ଚୋରି ମାମଲା‌ରେ ନଣ୍ଡାକୁ ୩ ବର୍ଷ ଜେଲ୍‌: ଆହୁରି ଅଛି ୫୦ରୁ ଅଧିକ

ଭୁବନେଶ୍ବର: କୁଖ୍ୟାତ ସିନ୍ଧିଚୋର ନିରଞ୍ଜନ ସ୍ବାଇଁ ଓରଫ୍ ନଣ୍ଡା(୪୨)କୁ ଏକ ସ୍କୁଟି ଚୋରି ମାମଲାରେ ୩ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଛି। ଭୁବନେଶ୍ବର ଜେଏମ୍‌ଏଫ୍‌ସି-୧ କୋର୍ଟ ନଣ୍ଡାକୁ ୩ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। କିନ୍ତୁ ନଣ୍ଡା ନାଁରେ ରାଜଧାନୀର ବିଭିନ୍ନ ଥାନାରେ…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ପୂର୍ବରୁ ମାତିଲେଣି ଚୋରଣୀ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେଣି ଅନ୍ୟ ରାଜ୍ୟର ଚୋରଣୀ। ଗହଳିର ସୁଯୋଗ ଦେଖି କେ‌ତେବେଳେ ମହିଳାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଉଛନ୍ତି ତ କେତେବେଳେ ପର୍ସ ଓ ମୋବାଇଲ୍‌। ପୂଜାକୁ ଆଖିରେ ରଖି ରାଜ୍ୟ ବାହାରୁ ଆସି ଏ ମହିଳାମାନେ ଏବେଠୁ ଡେରା ପକାଇଲେଣି। ଗତକାଲି…
ଅଧିକ ଖବର ଦେଖନ୍ତୁ...

ରାସନ କାର୍ଡ କରାଇଦେବା ଆଳରେ ଲୋକଙ୍କୁ ଠକୁଥିଲା ଧୂର୍ତ୍ତ: ମିଳିଲା ଚେତାବନୀ

ବାଲିପାଟଣା: ରାଜଧାନୀ ଉପକଣ୍ଠରେ ଦୀର୍ଘ ଦିନ ଧରି ରାସନ୍ କାର୍ଡ କରାଇଦେବାକୁ କହି ଲୋକଙ୍କୁ ଭୁତଉଥିଲା ଠକ। ୱେବ୍ ସାଇଟ୍ ରୁ ଲୋକଙ୍କ ଫୋନ୍ ନମ୍ବର ସଂଗ୍ରହ କରି ଯୋଗାଯୋଗ କରୁଥିଲା। ଆଜି ଘଟଣାସ୍ଥଳରେ ଯୋଗାଣ ନିରୀକ୍ଷକ ନେତ୍ରାନନ୍ଦ ବେହେରା ପହଞ୍ଚି ଉକ୍ତ ଧୂର୍ତ୍ତକୁ ତାଗିଦ୍ କରିବା ସହ ଏ…
ଅଧିକ ଖବର ଦେଖନ୍ତୁ...

ପରିଚୟହୀନଙ୍କ ଶବ ଜଳିଲା ୧୩ ଘଣ୍ଟା: ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଅନ୍ତିମ ସଂସ୍କାର ଶେଷ

ଭୁବନେଶ୍ବର: ଭରତପୁର ଶ୍ମଶାନରେ ଗତକାଲି ଅପରାହ୍ନରୁ ଆଜି ସକାଳ ପର୍ଯ୍ୟନ୍ତ ୧୩ ଘଣ୍ଟା ଧରି ଲଗାତାର ଜଳିଲା ଚିହ୍ନଟ ହୋଇ ପାରିନଥିବା ବାହାନଗା ରେଳ ଦୁର୍ଘଟଣାର ୨୮ ମୃତକଙ୍କ ଶରୀର। ୧୦ ତାରିଖ ଅପରାହ୍ନ ୫.୩୦ରୁ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇ ୧୧ ତାରିଖ ସକାଳ ୬.୩୦ରେ ସମ୍ପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ମୁଖିଆ ରମେଶ ସମେତ ୫ଙ୍କୁ କୋର୍ଟ ଚାଲାଣ: ଧରାପଡ଼ିଲା ରାଜପଥ ଡକାୟତ ଦଳ

ଜଟଣୀ: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ରାଜପଥରେ ମାଲବାହୀ ଗାଡ଼ିକୁ ଅଟକାଇ ଡକାୟତି କରୁଥିବା ଏକ ଦୁର୍ଦ୍ଦଷ ଗ୍ୟାଙ୍ଗ୍‌ ଜଟଣୀ ଥାନା ପୁଲିସ ପଞ୍ଝାରେ ପଡ଼ିଛି। ଗତକାଲି ରାତିରେ ମା’ ଖଣ୍ଡୁଆଳ ମନ୍ଦିର ନିକଟରେ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ବେଳେ ଏହି କୁଖ୍ୟାତ ରମେଶ ଗ୍ୟାଙ୍ଗ୍‌ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ: ୨୦ ୱାର୍ଡରୁ ଉଠିଲାନି ଅଳିଆ

ଭୁବନେଶ୍ୱର: ସଫେଇ କର୍ମଚାରୀ ଓ ଠିକା ସଂସ୍ଥା ମଧ୍ୟରେ ଚାଲିଥିବା ବିବାଦ ପାଇଁ ଭୋଗୁଛନ୍ତି ରାଜଧାନୀବାସୀ। କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଆଜି ଭୁବନେଶ୍ବରର ୨୦ ୱାର୍ଡରୁ ଆବର୍ଜନା ଉଠିପାରି ନାହିଁ। ବାରମ୍ବାର ଏଭଳି ହେଉଥିବାରୁ ବିଏମ୍‌ସି ବି ବଦନାମ ହେଉଛି। ବିଏମ୍‌ସି ପାଣ୍ଠିରୁ କୋଟି…
ଅଧିକ ଖବର ଦେଖନ୍ତୁ...

ନାଚୁଛନ୍ତି ୨୧ରୁ କମ୍‌ ବୟସର ଯୁବତୀ: ୫ ବାର୍‌କୁ ଅବକାରୀ ବିଭାଗ ନୋଟିସ୍‌

ଭୁବନେଶ୍ବର: ବାର୍‌ର ରଙ୍ଗିନ ଆଲୋକରେ ଉଚ୍ଚା ସଙ୍ଗୀତର ତାଳେ ତାଳେ ମିଳିଥିବା ଅନୁମତିଠାରୁ ଅଧିକ ସମୟ ଯାଏ ଝୁମୁଛନ୍ତି ଗ୍ରାହକ। ନିଶା ଚଢ଼ିବା ପରେ ନାଚୁଥିବା ବାର୍‌ ଗାର୍ଲଙ୍କ ଉପରେ ନକଲି ଟଙ୍କା ଉଡ଼ାଉଛନ୍ତି। ବାର୍‌ରେ ନାଚୁଥିବା ଏହି ଝିଅଙ୍କ ଭିତରୁ ଅନେକଙ୍କ ବୟସ ୨୧ ବର୍ଷରୁ ବି କମ୍‌।…
ଅଧିକ ଖବର ଦେଖନ୍ତୁ...