ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କ୍ୟାପିଟାଲ୍‌ ହସ୍ପିଟାଲ୍‌ ଲାବ୍‌ରୁ ମେସିନ୍‌ ଚୋରି ମାମଲା: ୪ ସଫେଇ କର୍ମଚାରୀ, ଜଣେ କବାଡ଼ିଆ ଗିରଫ

ଭୁବନେଶ୍ବର: ଗତ ୧୭ ତାରିଖ ରାତିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରୀକ୍ଷାଗାରରୁ ୬୦ ଲକ୍ଷ ଟଙ୍କାର ବିଭିନ୍ନ ମେସିନ୍‌ ଚୋରି ହୋଇଥିବା ମାମଲରେ ଆଜି କ୍ୟାପିଟାଲ୍‌ ଥାନା ପୁଲିସ ୪ ଜଣ ହସ୍ପିଟାଲ୍‌ର ସଫେଇ କର୍ମଚାରୀଙ୍କୁ ଗିରଫ କରିଛି। ସଫେଇ କର୍ମଚାରୀମାନେ ୨ଟି ଅଚଳ ମେସିନ୍‌କୁ ବିକିଥିବା…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ଗୁଗଲ୍‌ରେ ନମ୍ବର ଖୋଜା: ସାଇବର ଠକ ଉଡ଼ାଇନେଲା ୧୧.୮୦ ଲକ୍ଷ

ଭୁବନେଶ୍ବର: ଗୁଗଲ୍‌ରେ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜିବା ଜଣେ ବରିଷ୍ଠ ନାଗରିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୱାଟର୍‌ ହିଟର୍‌ ମରାମତି କରିବା ପାଇଁ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜୁଖୋଜୁ ତାଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ୮୦ ହଜାର ଟଙ୍କା ଉଡ଼ିଯାଇଛି। ଠକାମିର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଅର୍ଥ କମିସନଙ୍କ ଉଦ୍‌ବେଗକୁ ବେଖାତିର୍‌: ୧୮ ପୌର ସଂସ୍ଥାର ଅନାଦାୟ ହୋଲ୍ଡିଂ ଟିକସ ୧୭୮ କୋଟି

ଭୁବନେଶ୍ବର: ଆର୍ଥିକ ଆତ୍ମନିର୍ଭରଶୀଳତା ବିନା ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସ୍ବାଧୀନ ନିଷ୍ପତ୍ତି ନେବା ସହଜ ନୁହେଁ। ତେଣୁ ଜାତୀୟ ଅର୍ଥ କମିସନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଅର୍ଥ କମିସନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ବାରମ୍ବାର ତାଙ୍କ ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ସାଲିଆସାହି ପୂଜା କମିଟି: ମା’ଙ୍କ ଭସାଣିରେ ମିଶିବେ ହଜାରେ ମହିଳା

ଚନ୍ଦ୍ରଶେଖରପୁର: ୨୦୨୧ ମସିହାରୁ ମେ ଫେୟାର୍‌ ପାଣିଟାଙ୍କି ପଡ଼ିଆରେ ସାଲିଆସାହି ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଆୟୋଜନ କରାଯାଉଛି। ମାତ୍ର ୩ ବର୍ଷର ପୂଜା ହେଲେ ହେଁ ରାଜଧାନୀର ବଡ଼ବଡ଼ ପୂଜା ତୁଳନାରେ ଏହା କିଛି କମ ନୁହେଁ। ଲାଇଟ୍‌ ଗେଟ୍‌ଯୁକ୍ତ ତୋରଣ ସାଙ୍ଗକୁ ୧୨ଜଣ ବଙ୍ଗୀୟ କାରିଗର…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଚୋରକୁ ୨ ବର୍ଷ ଜେଲ

ରାଉରକେଲା: ମୋବାଇଲ୍‌ ଚୋରି ଘଟଣାର ବିଚାର କରି ରାଉର‌କେଲା ପ୍ରଥମ ଶ୍ରେଣୀ ବିଚାରପତି ଉମାକାନ୍ତ ବେହେରା ଅଭିଯୁକ୍ତକୁ ଦୁଇ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନା‌ଦେୟ ଅଧିକ ଏକମାସ ଜେଲ୍‌ ଜେଲ୍‌ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ପାନପୋଷ…
ଅଧିକ ଖବର ଦେଖନ୍ତୁ...

ସଙ୍ଗୀତ ରୂପକ ‘ପଏର୍ଚ୍ଛା ସତୀ’ ମଞ୍ଚସ୍ଥ, ହୃଦୟ ଜିତିଲେ ଲୋକକଳାକାର ପୁଷ୍ପାଞ୍ଜଳି

ଭୁବନେଶ୍ବର: ସମଧ୍ଵନି ଓ ଲୋହିଆ ଏକାଡେମୀର ମିଳିତ ଉଦ୍ୟମରେ ଲୁ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ହୋଇଛି ଖଗେଶ୍ୱର ଶେଠଙ୍କ ସଙ୍ଗୀତ ରୂପକ ‘ପଏର୍ଚ୍ଛା ସତୀ’। ଏହି ଅବସରରେ ନାଟ୍ୟକାର କେଶରଞ୍ଜନ ପ୍ରଧାନ କହିଛନ୍ତି, ନାରୀ ଜାଗରଣ ଓ ନାରୀ ମନର ବୈପ୍ଳବିକ ଭାବନାର ଏକ ପରିପ୍ରକାଶ ହେଲା…
ଅଧିକ ଖବର ଦେଖନ୍ତୁ...

ଶେଷରେ ଚେତିଲା ଆର୍‌ଏସ୍‌ପି: ଫାଷ୍ଟ୍‌ଫୁଡ୍‌ ଷ୍ଟଲ, ଦୋକାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ

ରାଉରକେଲା: ସହରର ପ୍ରମୁଖ ଅଞ୍ଚଳଠାରୁ ଆରମ୍ଭକରି ବସ୍ତି ପର୍ଯ୍ୟନ୍ତ; ସବୁ ରାସ୍ତା କଡ଼ରେ ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌ ଖୋଲିଲାଣି। ତେବେ ଅଧିକାଂଶ ଖାଦ୍ୟପେୟ ଷ୍ଟଲ୍‌ରେ ଖାଦ୍ୟ ନିରାପତ୍ତା ନିୟମର ଅନୁପାଳନ କରାଯାଉନି। ଫଳରେ ବିଭିନ୍ନ ଷ୍ଟଲ୍‌ରେ ବାସୀ ଖାଦ୍ୟ, ରଙ୍ଗମିଶା ଖାଦ୍ୟ ଆଦି ବିକ୍ରି…
ଅଧିକ ଖବର ଦେଖନ୍ତୁ...

ମାସକୁ ୧୦୦୦ ଗଣ୍ଠିବାତ, ଅଟୋଇମ୍ୟୁନ୍‌ ରୋଗୀ ଏମ୍‌ସ ଭୁବନେଶ୍ୱରକୁ ଆସୁଛନ୍ତି : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଭିନ୍ନ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ଏବଂ ଅଟୋଇମ୍ୟୁନ୍‌ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍‌ସ ଭୁବନେଶ୍ୱର ଜେନେରାଲ ମେଡିସିନ୍(ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ ଅଧିକ ରୋଗୀଙ୍କୁ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଦଶହରା ପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଦଶହରା ପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ | ରାଜଧାନୀର ୧୮୮ ଟି ସ୍ଥାନରେ ଦୁର୍ଗାପୂଜା ହେବ | ୨୦ ରୁ ୨୫ ଅକ୍ଟୋବର ଯାଏଁ ପୁଲିସ ଛାଉଣୀରେ ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ଛାତ୍ରବୃତ୍ତି ଓ ଏଲ୍ଇଡି ବଲ୍‌ବ ସ୍କିମ୍‌ ଆଳରେ ୪କୋଟି ଠକେଇ ଘଟଣା: ରାଞ୍ଚିରୁ ବନ୍ଧାହେଲେ ‘ବାସ୍ତବ ଇଣ୍ଡିଆ’ର ଆଉ ୨

ଭୁବନେଶ୍ବର: ଛାତ୍ରବୃତ୍ତି ଓ ଏଲ୍‌ଇଡି ବଲ୍‌ବ ଯୋଜନାରେ ଲୋକଙ୍କୁ ପ୍ରଲୋଭିତ କରି ୪କୋଟିରୁ ଊର୍ଧ୍ବ ଟଙ୍କା ଠକେଇ ଘଟଣାରେ ‘ବାସ୍ତବ ଇଣ୍ଡିଆ ଟ୍ରଷ୍ଟ’ର ଆଉ ଦୁଇ ସହଯୋଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ରାଞ୍ଚିରୁ ଗିରଫ କରିଛି। ସେମାନେ ହେଲେ ନିଶାନ୍ତ…
ଅଧିକ ଖବର ଦେଖନ୍ତୁ...