ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ପୁଣି ବନ୍ଧାହେଲା ସଲ୍‌ମାନ ଖାଁ

ଭୁବନେଶ୍ବର: ପଡ଼ୋଶୀ ନାବାଳିକାଙ୍କ ଭିଡିଓ ଭାଇରାଲ୍‌ ମାମଲାରେ ଜେଲ୍‌ରୁ ଜାମିନରେ ମୁକୁଳିଥିବା ଅଭିଯୁକ୍ତ ସଲ୍‌ମାନ ଖାଁ ପୁଣି ବନ୍ଧାହୋଇଛି। ମାମଲା ପ୍ରତ୍ୟାହାର କରିବାକୁ ନାବାଳିକାଙ୍କୁ ଧମକାଇବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ପୁଣି ତାକୁ କୋର୍ଟ ଚାଲାଣ କରିଛି। ଜଙ୍କିଆ ଥାନା…
ଅଧିକ ଖବର ଦେଖନ୍ତୁ...

କାଠଯୋଡ଼ି ପୋଲ ଉପରେ ଜଳିଗଲା କାର୍‌: ଦୀର୍ଘ ସମୟ ରାଜପଥ ଜାମ୍‌

ଫୁଲନଖରା: କଟକ-ଭୁବନେଶ୍ବର ଜାତୀୟ ରାଜପଥର କାଠଯୋଡ଼ି ପୋଲ ଉପରେ ଏକ ମାରୁତି ସୁଇଫ୍ଟ ଡ଼ିଜାୟାର କାର୍ ଆଜି ସଂଧ୍ୟାରେ ହଠାତ ଜଳି ଯାଇଥିଲା। ଏହି ଘଟଣାକୁ ନେଇ ଆଜି ସଂଧ୍ୟାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥ ଜାମ୍ ରହିଥିଲା। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ କଟକରୁ ଭୁବନେଶ୍ବର ଆଡ଼କୁ…
ଅଧିକ ଖବର ଦେଖନ୍ତୁ...

୫-ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ କର୍ମଚାରୀ ସଂଗଠନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ କର୍ମଚାରୀ ସଂଗଠନର କର୍ମକର୍ତ୍ତା ଆଜି ନବୀନ ନିବାସରେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ଙ୍କୁ ସାକ୍ଷାତ କରି ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ‌ସେମାନେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଭିଜନ୍‌କୁ ଆଖି ଆଗରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ: ୨୦ରୁ ଅଧିକ ଆହତ, ୧୪୪ ଧାରା ଜାରି

ଭୁବନେଶ୍ବର: ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଉପୁଜି ପଥର ମାଡ଼ ସହ ବୋତଲ ମାଡ ହୋଇଛି । ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଉଡ଼ିଲା…
ଅଧିକ ଖବର ଦେଖନ୍ତୁ...

ଆଜି ଶେଷ ବାର ହୋଇଥିବାରୁ ଆମିଷ ବଜାରରେ ନିଆଁ: କଙ୍କଡ଼ା ୧୦୦୦, ମଟନ୍‌ ୮୦୦, ଚିଙ୍ଗୁଡ଼ି ୫୦୦ ଟଙ୍କା ଛୁଇଁଲା

ଭୁବନେଶ୍ବର: ଆଜି ଆମିଷ ବାଜାରରେ ଲାଗିଛି ନିଆଁ। ଆଜି ଆମିଷ ବାର ଥିବାରୁ ପ୍ରତ୍ୟେକ ଲୋକେ  ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ପୁଣ୍ୟର ମାସ କାର୍ତ୍ତିକ। କାହାରି ଘରେ ଆଉ ପଶିବନି ଆମିଷ। ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲିଙ୍ଗରାଜ ମନ୍ଦିରରେ ଚନ୍ଦ୍ରଗ୍ରହଣ ନୀତି: ଅପରାହ୍ନ ୪.୧୫ରୁ ଦେବନୀତି ବନ୍ଦ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣମୀ ତିଥିରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଉଛି। ତେଣୁ ସେଦିନ ପାଇଁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ମନ୍ଦିର ପ୍ରଶାସନର ସୂଚନାନୁଯାୟୀ ଶନିବାର ଅପରାହ୍ଣ ୪ଟା ୧୫ମିନିଟ୍‌ରୁ ସମସ୍ତ ଦେବନୀତି…
ଅଧିକ ଖବର ଦେଖନ୍ତୁ...

ନିୟମ କରି ଭୁଲିଗଲେ: ସୀମା ଲଂଘିଲା ଡିଜେ, ଜଣେ ହୃଦ୍‌ଘାତର ଶିକାର

ପୁରୁଣା ଭୁବନେଶ୍ବର: ଦଶହରାରେ ଶବ୍ଦ ପ୍ରଦୂଷଣ ମାମଲାରେ ସୀମା ଭିତରେ ରହିବାକୁ ପୁଲିସ ସତର୍କ କରିଥିଲା, ଅନେକ ପୂଜା କମିଟି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଭସାଣି ଉତ୍ସବରେ ଡିଜେ କମ୍ପିଲା ଯଥାରୀତି। ଶୋଭାଯାତ୍ରା ଆରମ୍ଭରେ ଶବ୍ଦ ଗ୍ରହଣୀୟ ହେଲାଭଳି କମ୍‌ ଥିବାବେଳେ ଶୋଭାଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗ: ଦେବତ୍ତୋର ବିଭାଗର ହସ୍ତକ୍ଷେପ ପରେ ବି ଫିଟିଲାନି ବାଟ

ଭୁବନେଶ୍ବର: ଦୁଇଦିନ ପରେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ନୀତି ସ୍ବାଭାବିକ ହୋଇ ପାରିଲା ନାହିଁ। ବୁଧବାର ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି। ନୀତିକାନ୍ତି ଠିକ୍‌ କରିବା ପାଇଁ ଦେବୋତ୍ତର କମିସନରଙ୍କ ପ୍ରୟାସ ମଧ୍ୟ ସଫଳ ହୋଇନାହିଁ। କମିସନରଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ନାଁ ପଛର କଥା: ଆମ୍ବତୋଟାରେ ପୂଜିତ ମା’ ଚଣ୍ଡୀଙ୍କ ନାମରେ ‘ଚଣ୍ଡୀମାତା କଲୋନି’

ଭୁବନେଶ୍ବର: ମା’ ଦୁର୍ଗା ଆସି ମେଲାଣି ନେଲେଣି। ଏବେ ଶରତର ଶିଶିରପାତ, କାଶତଣ୍ଡୀର ଧୋବ ଫରଫର ରଙ୍ଗ ଏବେ ଫିକା ପଡ଼ିବାକୁ ବସିଲାଣି। ମଣ୍ଡପରେ ଆଉ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉନାହିଁ। ମା’ଙ୍କ ଆ‌ଗମନୀର ପାଞ୍ଚଦିନିଆ ବିଶାଳ ମହୋତ୍ସବ ପରେ ଶାନ୍ତ ପଡ଼ିଯାଇଥିବା ରାଜଧାନୀର ପରିବେଶ…
ଅଧିକ ଖବର ଦେଖନ୍ତୁ...

ଖୁଆଡ଼ରେ ଲଢ଼େଇ: ୨ ଗିବନ ରାମ୍ପୁଡ଼ାକାମୁଡ଼ା, ୨ ସମ୍ବର ଭୁସାଭୁସି

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହୁଲ୍‌କ ଗିବନ ଖୁଆଡ଼ ଓ ସମ୍ବର ଖୁଆଡ଼ରେ ପୃଥକ ପୃଥକ ଭାବେ ଘଟିଥିବା ଘମାଘୋଟ ଲଢ଼େଇରେ ଗୋଟିଏ ମାଈ ଗିବନ ଓ ଗୋଟିଏ ଅଣ୍ଡିରା ସମ୍ବର ଗୁରୁତର ହୋଇଛନ୍ତି। ଜନ୍ତୁରକ୍ଷକମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା କେନ୍ଦ୍ରରେ ରଖିଛନ୍ତି। ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...