ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମା ଆସୁଛନ୍ତି: ବଢ଼େଇବାଙ୍କ ଛକରେ ମା’ଙ୍କୁ ବଢ଼ାଯିବ ଲିଙ୍ଗରାଜଙ୍କ ଅବଢ଼ା

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକଠାରେ ହେଉଥିବା ବଡ଼ୁ ନିଯୋଗର ଦୁର୍ଗାପୂଜା ସ୍ବତନ୍ତ୍ର ଓ ନିଆରା। ଏଠାରେ ବଡ଼ ତୋରଣ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳେ ନାହିଁ। କିନ୍ତୁ ଏଠାରେ ପାରମ୍ପରିକ ରୀତିରେ ମା’ ଦୁର୍ଗାଙ୍କ ପୂଜାକୁ…
ଅଧିକ ଖବର ଦେଖନ୍ତୁ...

ଏମ୍‌ସରେ କାମ କରୁଛନ୍ତି ବାହାର ଡାକ୍ତର! ତଦନ୍ତ ପାଇଁ କମିଟି ଗଠନ

ଭୁବନେଶ୍ବର: ଏମ୍‌ସରେ ବାହାର ଡାକ୍ତର କାର୍ଯ୍ୟ କରୁଥିବାର ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ। ଏନେଇ ଏକ କମିଟି ଗଠନ କରାଯାଇଛି। ୮ରୁ ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଛି। ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ସର୍ବକ୍ଷମା ଯୋଜନା: ଠିକଣାରେ ନାହାନ୍ତି ହିତାଧିକାରୀ, ଫେରୁଛି ‌ଚେକ୍‌

ଭୁବନେଶ୍ବର: ସର୍ବକ୍ଷମା ଯୋଜନାରେ ସାମିଲ ହେବା ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା କେତେକ ଆବେଦନକାରୀଙ୍କୁ ବିଡିଏ ସେମାନଙ୍କର ଜମା ଅର୍ଥ ଫେରାଇବା ଆରମ୍ଭ କରିଛି। ସର୍ବକ୍ଷମା ଯୋଜନାରେ ସାମିଲ ହେବା ଆଶାରେ ସେମାନେ ଜମା କରିଥିବା ଅର୍ଥକୁ ଚେକ୍‌ ଜରିଆରେ ବିଡିଏ ସେମାନଙ୍କ ଡାକ ଠିକଣାରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଦୁଆରେ ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ: ପ୍ରତାରକ ଫେରାର୍‌

ଭୁବନେଶ୍ବର: ଗତ ୧୦ ତାରିଖରୁ ମଞ୍ଚେଶ୍ବର ଥାନାରେ ହୋଇଥିବା ଏକ ପ୍ରେମ, ପ୍ରତାରଣା ମାମଲା ଆଜି ରାଜଧାନୀର ଆଲୋଡନ ସୃଷ୍ଟି କରିଛି। ପ୍ରତାରଣାର ଶିକାର ହୋଇଥିବା ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ ପ୍ରେମିକର ସତ୍ୟବିହାରସ୍ଥିତ ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ୧୦ ତାରିଖରୁ ଥାନାରେ…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ୍‌ ହସ୍ପିଟାଲ୍‌ ଲାବ୍‌ରୁ ମେସିନ୍‌ ଚୋରି ମାମଲା: ୪ ସଫେଇ କର୍ମଚାରୀ, ଜଣେ କବାଡ଼ିଆ ଗିରଫ

ଭୁବନେଶ୍ବର: ଗତ ୧୭ ତାରିଖ ରାତିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରୀକ୍ଷାଗାରରୁ ୬୦ ଲକ୍ଷ ଟଙ୍କାର ବିଭିନ୍ନ ମେସିନ୍‌ ଚୋରି ହୋଇଥିବା ମାମଲରେ ଆଜି କ୍ୟାପିଟାଲ୍‌ ଥାନା ପୁଲିସ ୪ ଜଣ ହସ୍ପିଟାଲ୍‌ର ସଫେଇ କର୍ମଚାରୀଙ୍କୁ ଗିରଫ କରିଛି। ସଫେଇ କର୍ମଚାରୀମାନେ ୨ଟି ଅଚଳ ମେସିନ୍‌କୁ ବିକିଥିବା…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ଗୁଗଲ୍‌ରେ ନମ୍ବର ଖୋଜା: ସାଇବର ଠକ ଉଡ଼ାଇନେଲା ୧୧.୮୦ ଲକ୍ଷ

ଭୁବନେଶ୍ବର: ଗୁଗଲ୍‌ରେ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜିବା ଜଣେ ବରିଷ୍ଠ ନାଗରିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୱାଟର୍‌ ହିଟର୍‌ ମରାମତି କରିବା ପାଇଁ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜୁଖୋଜୁ ତାଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ୮୦ ହଜାର ଟଙ୍କା ଉଡ଼ିଯାଇଛି। ଠକାମିର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଅର୍ଥ କମିସନଙ୍କ ଉଦ୍‌ବେଗକୁ ବେଖାତିର୍‌: ୧୮ ପୌର ସଂସ୍ଥାର ଅନାଦାୟ ହୋଲ୍ଡିଂ ଟିକସ ୧୭୮ କୋଟି

ଭୁବନେଶ୍ବର: ଆର୍ଥିକ ଆତ୍ମନିର୍ଭରଶୀଳତା ବିନା ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସ୍ବାଧୀନ ନିଷ୍ପତ୍ତି ନେବା ସହଜ ନୁହେଁ। ତେଣୁ ଜାତୀୟ ଅର୍ଥ କମିସନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଅର୍ଥ କମିସନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ବାରମ୍ବାର ତାଙ୍କ ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ସାଲିଆସାହି ପୂଜା କମିଟି: ମା’ଙ୍କ ଭସାଣିରେ ମିଶିବେ ହଜାରେ ମହିଳା

ଚନ୍ଦ୍ରଶେଖରପୁର: ୨୦୨୧ ମସିହାରୁ ମେ ଫେୟାର୍‌ ପାଣିଟାଙ୍କି ପଡ଼ିଆରେ ସାଲିଆସାହି ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଆୟୋଜନ କରାଯାଉଛି। ମାତ୍ର ୩ ବର୍ଷର ପୂଜା ହେଲେ ହେଁ ରାଜଧାନୀର ବଡ଼ବଡ଼ ପୂଜା ତୁଳନାରେ ଏହା କିଛି କମ ନୁହେଁ। ଲାଇଟ୍‌ ଗେଟ୍‌ଯୁକ୍ତ ତୋରଣ ସାଙ୍ଗକୁ ୧୨ଜଣ ବଙ୍ଗୀୟ କାରିଗର…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଚୋରକୁ ୨ ବର୍ଷ ଜେଲ

ରାଉରକେଲା: ମୋବାଇଲ୍‌ ଚୋରି ଘଟଣାର ବିଚାର କରି ରାଉର‌କେଲା ପ୍ରଥମ ଶ୍ରେଣୀ ବିଚାରପତି ଉମାକାନ୍ତ ବେହେରା ଅଭିଯୁକ୍ତକୁ ଦୁଇ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନା‌ଦେୟ ଅଧିକ ଏକମାସ ଜେଲ୍‌ ଜେଲ୍‌ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ପାନପୋଷ…
ଅଧିକ ଖବର ଦେଖନ୍ତୁ...

ସଙ୍ଗୀତ ରୂପକ ‘ପଏର୍ଚ୍ଛା ସତୀ’ ମଞ୍ଚସ୍ଥ, ହୃଦୟ ଜିତିଲେ ଲୋକକଳାକାର ପୁଷ୍ପାଞ୍ଜଳି

ଭୁବନେଶ୍ବର: ସମଧ୍ଵନି ଓ ଲୋହିଆ ଏକାଡେମୀର ମିଳିତ ଉଦ୍ୟମରେ ଲୁ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ହୋଇଛି ଖଗେଶ୍ୱର ଶେଠଙ୍କ ସଙ୍ଗୀତ ରୂପକ ‘ପଏର୍ଚ୍ଛା ସତୀ’। ଏହି ଅବସରରେ ନାଟ୍ୟକାର କେଶରଞ୍ଜନ ପ୍ରଧାନ କହିଛନ୍ତି, ନାରୀ ଜାଗରଣ ଓ ନାରୀ ମନର ବୈପ୍ଳବିକ ଭାବନାର ଏକ ପରିପ୍ରକାଶ ହେଲା…
ଅଧିକ ଖବର ଦେଖନ୍ତୁ...