ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ରାସ୍ତା ମଝିରୁ ହଟିଲା ବିଦ୍ୟୁତ୍‌ ଖୁଣ୍ଟି

ଚନ୍ଦ୍ରଶେଖରପୁର: ପଟିଆ ରେଳ ଷ୍ଟେସନ ରାସ୍ତା ସମ୍ପ୍ରସାରଣରେ ବାଧକ ସାଜିଥିବା ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକ ହଟିଛି। ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି। ପଟିଆ ପେଟ୍ରୋଲ ପମ୍ପ ଛକରୁ ଷ୍ଟେସନ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାକୁ…
ଅଧିକ ଖବର ଦେଖନ୍ତୁ...

ମା’ ଆସୁଛନ୍ତି: ଭସାଣରେ ବାଜିବ ନାସିକ୍ ଢୋଲ

ଭୁବନେଶ୍ୱର: ୪୬ ବର୍ଷରେ ପଦାର୍ପଣ କରୁଛି ସହିଦନଗର ଦୁର୍ଗାପୂଜା। ରାଜଧାନୀର ଅନ୍ୟତମ ଏହି ଦୁର୍ଗା ପୂଜାରେ ଚଳିତ ବର୍ଷ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ବଡ଼ କଥା ହେଉଛି ଏଥର ଭସାଣରେ ଡିଜେ ବାଜିବ ନାହିଁ। ଏବର୍ଷ ଭସାଣ ଶୋଭାଯାତ୍ରାରେ ନାସିକ୍‌ ଢୋଲ ବିଶେଷ ଆକର୍ଷଣ ସାଜିବ। ୧୦୦…
ଅଧିକ ଖବର ଦେଖନ୍ତୁ...

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ମାମଲା: ଅନ୍ତେବାସୀଙ୍କୁ ନେଇଗଲେ ପରିବାର

ଧଉଳି: ଧଉଳି ଥାନା ନିକଟ ‘ସ୍ବୀକାର’ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀ କେଦାରପଲ୍ଲୀ ଝରଣାସାହିର ଛବି ନାୟକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ମାମଲା ପରେ ଛନକା ପଶିଛି। ସେଠାରେ ରହି ଚିକିତ୍ସିତ ହେଉଥିବା ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣଙ୍କୁ ଆଜି ତାଙ୍କ ପରିବାର ଲୋକ ଘରକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସିଟୁ କାର୍ଯ୍ୟାଳୟ ଭାଙ୍ଗିଲା ବିଏମ୍‌ସି

ଖଣ୍ଡଗିରି: ଡୁମୁଡୁମାସ୍ଥିତ ସିଟୁ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଛି ବିଏମ୍‌ସି। ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅଭିଯୋଗ ପରେ ଏହି ପଦକ୍ଷେପ ଗ୍ରହଣ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ସିଟୁ କର୍ମକର୍ତ୍ତା ଏବଂ…
ଅଧିକ ଖବର ଦେଖନ୍ତୁ...

ପୂଜାରେ କନ୍ଦେଇବ ଝାରପଡ଼ାକୁ ସଂଯୋଗ କରୁଥିବା ରାସ୍ତା

ଭୁବନେଶ୍ବର: ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ଏଥର ନିଜସ୍ବ ପରିକଳ୍ପାନରେ ‘ସୁନାର ପ୍ରାସାଦ’ ତୋରଣ ନିର୍ମାଣ କରାଯାଉଛି। ପୂଜା ପାଖେଇ ଆସୁଥିବାରୁ ଦିନ ରାତି ଏକ କରି ଶତାଧିକ କାରିଗର ତୋରଣ ନିର୍ମାଣରେ ଲାଗିଛନ୍ତି। ପ୍ରତି ବର୍ଷ ପରି ଏଥର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ…
ଅଧିକ ଖବର ଦେଖନ୍ତୁ...

ଥାନା ସାମ୍‌ନା ବାଣୀବିହାର ଫ୍ଲାଏ ଓଭରବ୍ରିଜରୁ ଲୁଟିଲେ: ଅରେଞ୍ଜ୍‌ ବାଇକ୍, ବ୍ଲାକ୍ ହେଲମେଟ୍, ବ୍ଲାକ୍ ଟି-ସାର୍ଟ

ଭୁବନେଶ୍ବର: କମଳା ରଙ୍ଗର କେଟିଏମ୍ ବାଇକ୍ ଚଢ଼ି, କଳାରଙ୍ଗର ହେଲମେଟ୍ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧି ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ଲୁଟେରା। ଗୋଟିଏ ଦିନରେ ବାଣୀବିହାର ଠାରୁ ନୟାପଲ୍ଲୀ ଓଭରବ୍ରିଜ୍ ଭିତରେ ୩ଟି ଲୁଟ୍ କରି ଆତଙ୍କ ଖେଳାଇଛନ୍ତି। ସବୁଠୁ ବଡ଼ କଥା ହେଲା, ସହିଦନଗର ଥାନା…
ଅଧିକ ଖବର ଦେଖନ୍ତୁ...

‘ପୁଷି’ ପାଇଁ ଜୀବନ ଗଲା: କୂଅ ଭିତରେ ଜଗି ବସିଥିଲା ମୃତ୍ୟୁ

ଭୁବନେଶ୍ବର: ପରିତ୍ୟକ୍ତ ଗଭୀର କୂଅରେ ଗଳି ପଡ଼ିଥିବା ପୋଷା ବିଲେଇକୁ ବାହାର କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣାଟି ଆଜି ପଟିଆ ଷ୍ଟେସନ ବଜାରରେ ଘଟିଛି। ମୃତକ ହେଲେ ପଟିଆ ପଦ୍ମକେଶରପୁରର ଶିବରମଣ ସାହୁ(୫୦)। କୂଅରେ…
ଅଧିକ ଖବର ଦେଖନ୍ତୁ...

ଝିଅମାନଙ୍କୁ ଦେଶ ଗଠନରେ ଭାଗିଦାରୀ କରିବାକୁ ଆହ୍ବାନ

ଭୁବନେଶ୍ବର: ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳନ ଅବସରରେ କୈଳାସ ସତ୍ୟାର୍ଥୀ ଚିଲିଡ୍ରେନ୍‌ସ ଫାଉଣ୍ଡେସନ ସହାୟତାରେ ‘ରୁଚିକା ସମାଜ ମଙ୍ଗଳ ସଂଗଠନ’ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ୟା ସନ୍ତାନମାନେ ଶିଶୁ ସୁରକ୍ଷା ଅଧିକାରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

କୂଅ ଭିତରେ ପଡ଼ିଗଲା ପୋଷା ବିଲେଇ: ଉଦ୍ଧାର କରିବାକୁ ଡେଇଁଲେ ୩ ଜଣ, ଜଣେ ମୃତ

ଭୁବନେଶ୍ବର: ଆଜିର ଦିନରେ ସବୁ ମଣିଷ ବିଶ୍ବାସଯୋଗ୍ୟ ହୋଇପାରି ନଥିବା ବେଳେ ପଶୁମାନଙ୍କୁ ମଧ୍ୟ କିଛି ଲୋକ ଜୀବନଠାରୁ ଅଧିକ ଭଲ ପାଉଛନ୍ତି। ଭୁବନେଶ୍ୱରର ଟଙ୍କପାଣି ରୋଡ୍‌ରେ ଏକ ପୋଷା କୁକୁରର ମୃତ୍ୟୁ ପରେ ପରିବାର ଲୋକେ  ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ତା ବେକରେ ଫୁଲମାଳ ପକାଇ ତାକୁ ଏକ…
ଅଧିକ ଖବର ଦେଖନ୍ତୁ...

ରୂଷିଯୁଗୀୟ ମୂଲ୍ୟବୋଧର ପୁନଃରୁଦ୍ଧାର କରି ଆମେମାନେ ଭାରତୀୟ ଭାବେ ଚାଲିବା : ସମର୍ପଣାନନ୍ଦ

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ଐତିହ ଉପରେ ତିନି ରକମର ତଥା କଳାପାହାଡ଼, ଧଳାପାହାଡ଼, ନାଲି ପାହାଡ଼ ପଟୁ ସଂଘାତ ଓ ଆଘାତ ଲାଗି ମୌଳିକ ଭାରତୀୟ ସାଂସ୍କୃତିକ ଐତିହ୍ୟ ବିଲୁପ୍ତି ପଥରେ ଗତି କରୁଛି। କଳାପାହାଡ଼ ହିନ୍ଦୁ ଦେବାଦେବୀଙ୍କର ମୂର୍ତ୍ତୀ ଓ ମନ୍ଦିର ଧ୍ୱଂସ କରିଥିଲେ। ଧଳାପାହାଡ଼ ଇଂରେଜ…
ଅଧିକ ଖବର ଦେଖନ୍ତୁ...