ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ସାରେଗାମାପା ଲିଟିଲ୍ ଚାମ୍ପ୍‌ ବିଜେତା ହେଲେ ତନୁଶ୍ରୀ

ଭୁବନେଶ୍ବର: ଜୀ ସାର୍ଥକ ଦ୍ବରା ଆୟୋଜିତ ସଙ୍ଗୀତ ରିୟଲିଟି ସୋ’ ‘ସାରେଗାମାପା ଲିଟିଲ୍ ଚାମ୍ପ୍-୨୦୨୩’ରେ ତନୁଶ୍ରୀ ଜେନା ବିଜୟୀ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇ ତନୁଶ୍ରୀ ଟାଇଟଲ୍ ବିଜେତା ହୋଇଥିଲେ। ତାଙ୍କୁ ପୁରସ୍କାର ସ୍ବରୂପ ଦୁଇ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ବଡ଼ଗଡ଼ ଐତିହ୍ୟ ତୋରଣ ଉଦ୍‌ଘାଟିତ

ପୁରୁଣା ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୪୪ରେ ବଡ଼ଗଡ଼ ଐତିହ୍ୟ ତୋରଣକୁ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ପରେ ମନ୍ତ୍ରୀ ଏକ ପାର୍କ ୱାଟର୍ ଫାଉଣ୍ଟେନ୍‌କୁ ମଧ୍ୟ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା,…
ଅଧିକ ଖବର ଦେଖନ୍ତୁ...

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

ପାର୍ବଣ ପୂର୍ବରୁ କମିସନରେଟ୍‌ ଅପରାଧୀ ଓ ଲୁଟେରାଙ୍କୁ ଦମନ ପାଇଁ ସ୍ବତନ୍ତ୍ର ଓ ବିସ୍ତୃତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲା। ଅଭ୍ୟାସଗତ ଅପରାଧୀ ଓ ଲୁଟେରା ଗ୍ୟାଙ୍ଗର ତାଲିକା କରି ପୁଲିସ ଖୋଜି ଖୋଜି ବାନ୍ଧିଲା। ତଥାପି ଅସଲ ସ୍ଥିତିରେ ଲୁଟେରାଙ୍କ ଉପରେ ଅଙ୍କୁଶ ଲଗାଇବା ପୁଲିସ ପାଇଁ ବଡ଼…
ଅଧିକ ଖବର ଦେଖନ୍ତୁ...

ସାଇବର ଠକ ସନ୍ତୋଷ ଗିରଫ: ନକଲି କଷ୍ଟମର୍‌ କେୟାର୍‌ ନମ୍ବରରେ ୩୫ ଲକ୍ଷ ଚଳୁ

ଭୁବନେଶ୍ବର: ୱେବ୍‌ ସାଇଟ୍‌ରେ ନକଲି କଷ୍ଟମର୍‌ କେୟାର୍‌ ନମ୍ବର ଦେଇ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଥିବା ଜଣେ ବଡ଼ ସାଇବର ଠକକୁ ଗିରଫ କରାଯାଇଛି। ଦୁଇ ଦିନ ପୂର୍ବେ ଖଣ୍ଡଗିରି ଜାଗମରା ଅଞ୍ଚଳର କି‌ଶୋର ଗନ୍ତାୟତଙ୍କ ୫ ଆକାଉଣ୍ଟରୁ ୩୫ ଲକ୍ଷ ଟଙ୍କା ଉଡ଼ାଇନେଇଥିବା ଧୂର୍ତ୍ତ ଠକକୁ ଭୁବନେଶ୍ବର…
ଅଧିକ ଖବର ଦେଖନ୍ତୁ...

ଦଶହରା ବଜାର: ଏଥର ପୋଷାକ ଓ ମୋବାଇଲ୍‌ କିଣାରେ ଗ୍ରାହକ କରୁଛନ୍ତି ଅଧିକ ଖର୍ଚ୍ଚ

ଭୁବନେଶ୍ବର : ପାର୍ବଣ ବଜାରରେ ପ୍ରବଳ ଉତ୍ସାହ। ନୂଆ ଜିନିଷ କିଣିବାକୁ ଲୋକମାନଙ୍କ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି। ଏଥର ପୂଜାରେ ଭିନ୍ନତା ଦେଖିବାକୁ ମିଳିଛି। ଲୋକମାନେ ପୋଷାକପତ୍ର ଓ ମୋବାଇଲ୍‌ ଫୋନ୍ କିଣିବାରେ ଅଧିକ ଖର୍ଚ୍ଚ କରୁଛନ୍ତି। ବଜାରରେ ଶାଢ଼ିଠାରୁ ଆରମ୍ଭ କରି ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ଋତୁରେ ମନ ମୋହୁଛି ହାଲୁକା ଗହଣା

ଭୁବନେଶ୍ବର: ପାର୍ବଣ ଋତୁରେ ବଜାର ସମ୍ପୂର୍ଣ୍ଣ ସରଗରମ ରହିଛି। ସୁନା ‌ଦୋକାନଗୁଡ଼ିକରେ ତାହା ପ୍ରତିଫଳନ ଦେଖିବାକୁ ମିଳିଛି। କିଣାକିଣି ଲାଗି ଗ୍ରାହକମାନଙ୍କ ଭିଡ଼ ଲାଗୁଛି। ଚଳିତ ବର୍ଷ ପୂଜାରେ ଗ୍ରାହକମାନଙ୍କ କିଣିବା ମାନସିକତା ସ୍ପଷ୍ଟ ଥିବା ଭଳି ମନେ ହେଉଛି। ଦୋକାନକୁ ଆସୁଥିବା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଶୁଭେଚ୍ଛା ରାଜନୀତି: କାନ୍ଥରେ ‘ଏଥର ପୁଣି ଅପରାଜିତା’ ବନାମ ‘ଶଙ୍ଖ ବିକାଶର ଚିହ୍ନ’

ଭୁବନେଶ୍ବର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ। ହାତରେ ଆଉ ୬ ମାସରୁ କମ୍‌ ସମୟ ରହିଛି। ତା’ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀମାନେ କେଉଁଭଳି ଭାବେ ରାଜଧାନୀବାସୀଙ୍କ ନିକଟତର ହେବେ ସେଥିପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି। ଦୁଇ ମାସ ଆଗରୁ ଭୁବନେଶ୍ବର…
ଅଧିକ ଖବର ଦେଖନ୍ତୁ...

ଲୁଟେରା ସକ୍ରିୟ: ଦୁର୍ଗାପୂଜା ମଣ୍ଡପରେ ୧୫ ମିନିଟରେ ୪ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟ୍‌ ଅଭିଯୋଗ

ଭୁବନେଶ୍ବର: ଦଶହରା ପାଇଁ ପୂରା ରାଜଧାନୀ ଭୁବନେଶ୍ୱରରେ ଉତ୍ସବ ମୁଖର ହୋଇଛି। ଭୁ‌ବନେଶ୍ବରର ୨ଟି ପ୍ରମୁଖ ରାସ୍ତାରେ ଲୋକଙ୍କର ଅଧିକାଂଶ ଭିଡ଼ ରହୁଛି। ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଠାରୁ ଆରମ୍ଭ କରି ପଳାଶୁଣୀ ପର୍ଯ୍ୟନ୍ତ ଏବଂ ରସୁଲଗଡ଼ ଠାରୁ କଳ୍ପନା ଛକ ଯାଏଁ…
ଅଧିକ ଖବର ଦେଖନ୍ତୁ...

ଚୋରଙ୍କ ଚରାଭୂଇଁ କ୍ୟାପିଟାଲ୍ ହସ୍ପିଟାଲ୍

ଭୁବନେଶ୍ବର: କିଛିଦିନ ହେଲା ଚୋରଙ୍କ ଚରାଭୂଇଁ ପାଲଟିଛି କ୍ୟାପିଟାଲ୍ ହସ୍ପିଟାଲ୍‌। ପୂର୍ବରୁ ଚୋରମାନେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମୋବାଇଲ୍‌, ପର୍ସ ଆଦି ଚୋରି କରୁଥିଲେ। ହସ୍ପିଟାଲ୍‌ ପରିସରରୁ ବାଇକ୍‌ ଉଠାଇ ନେଉଥିଲେ। କିନ୍ତୁ ହସ୍ପିଟାଲ୍‌ର ପରୀକ୍ଷାଗାରରୁ ପ୍ରାୟ ୬୦ ଲକ୍ଷ ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ଜମିଲାଣି ପୂଜା ପତ୍ରିକା ବଜାର: ୭୦ ଆସିଲେଣି, ଆହୁରି ୨୦ ଆସିବେ

ଭୁବନେଶ୍ବର: ସବୁବର୍ଷ ଭଳି ପୂଜା ପତ୍ରିକାକୁ ନେଇ ଓଡ଼ିଆ ସାହିତ୍ୟର ମାହୋଲ ସରଗରମ ରହିଛି। ଓଡ଼ିଆମାନେ ପଠନ ବିମୁଖ ବୋଲି ଢ଼େର୍‌ ବଦନାମ। କିନ୍ତୁ ପୂଜା ପତ୍ରିକା ଦେଖିବା ଓ କିଣିବା ପାଇଁ ବର୍ତ୍ତମାନ ପାଠକଙ୍କର ଭିଡ଼ ଜମୁଛି ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ରାଜଧାନୀର ପତ୍ରିକା ହାଟରେ।…
ଅଧିକ ଖବର ଦେଖନ୍ତୁ...